Odisha Link
Bridging the Missing Links in Odisha
Browsing Tag

ମଦ

ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ…

ବାଲିକୁଦା: ମଦ ପିଇବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିବା ପରେ ରାତିସାରା ମୃତଦେହ ପାଖରେ ଶୋଇ ରହିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଅଢଙ୍ଗା ପଞ୍ଚାୟତ ଦେବଗ୍ରାମ ଗାଁରେ। ସ୍ୱାମୀ ପ୍ରତିଦିନ ମଦ ସହ ବ୍ରାଉନ୍‌ସୁଗର୍‌ ଓ…

ରାଜଧାନୀରେ ରାତି ୩ଟା ଯାଏଁ ମିଳିବ ମଦ

ନୂଆଦିଲ୍ଲୀ: ରାଜଧାନୀରେ ରାତି ୩ଟା ଯାଏଁ ମିଳିବ ମଦ। ମଦ ମାଫିଆଙ୍କୁ ରୋକିବା ସହ ରାଜସ୍ୱ ବୃଦ୍ଧି ନେଇ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ନୂଆ ନୀତିରେ ରାତି ୩ଟା ଯାଏ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର ଗୁଡ଼ିକ ରାତି ୩ଟା ଯାଏଁ ଖୋଲା ରହିବ। ଏଗୁଡ଼ିକରେ ଲୋକଙ୍କୁ ମଦ ସେବା…

ରାଜଧାନୀରେ ଅନ୍‌ଲାଇନ୍‌ରେ ମିଳିବ ମଦ,…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନ୍‌ଲାଇନ୍‌ରେ ମିଳିବ ମଦ। ଲକ୍‌ଡାଉନରେ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଦୋକାନୀମାନେ ଅନ୍‌ଲାଇନ୍‌ ଜରିଆରେ ମଦ ବିକ୍ରି କରିପାରିବେ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଅନ୍‌ଲାଇନ୍‌ରେ ମଦ ବିକ୍ରି…

ମଦ ବୋତଲ ସହ ଫଟୋ ପାଇଁ ହଟହଟା ପ୍ରକୃତି…

ଭୁବନେଶ୍ବର: ମଦ ବୋତଲ ସହ ଫଟୋ ଛାଡ଼ି ସୋସିଆଲ୍‌ ମିଡିଆରେ ଟ୍ରଲ୍‌ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଏ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ହ୍ବିସ୍କି ବୋତଲ ଓ ଜଣେ ପୁରୁଷ ବନ୍ଧୁଙ୍କ ସହ ଫେସ୍‌ବୁକ୍‌ରେ ପ୍ରକୃତି ମିଶ୍ରଙ୍କ ଫଟୋକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କର ପ୍ରଶଂସକ। ଆଜି ସଂଧ୍ୟାରେ…

ମଦ ହୋମ୍‌ ଡେଲିଭରୀ ଦେବେ କହି ଲୁଟିନେଲେ…

ଭୁବନେଶ୍ବର: ଗତକାଲି ଠାରୁ ରାଜ୍ୟରେ ମଦ ବିକ୍ରି ଆରମ୍ଭ ହୋଇଥିବା ବେଳେ କାଉଣ୍ଟରରେ ଅଫ୍‌ଲାଇନ୍‌ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ରାଜ୍ୟରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ ମଦ ବିକ୍ରିକୁ ଅନୁମତି ଦିଆଯାଇଛି। ଏହି ମଉକାରେ ଗରେ ମଦ ପହଞ୍ଚାଇ ଦେବେ କହି ସାଇବର ଠକମାନେ…

ମଦ ହୋମ୍‌ ଡେଲିଭରୀ: ସରକାରୀ ନିର୍ଦ୍ଦେଶ…

ଭୁବନେଶ୍ବର: ଆଜି ଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବା ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ଦୋକାନରେ ସିଧାସଳଖ ଖାଉଟିଙ୍କୁ ମଦ ବିକ୍ରି ହୋଇପାରିବନାହିଁ। ବରଂ ହୋମ୍‌ ଡେଲିଭରୀ ହେବ ବୋଲି ଓଡ଼ିଶା ରାଜ୍ୟ ମଦ ନିଗମ ନିର୍ଦ୍ଦେଶ ଦେଇଛି। ମଦ ଉପରେ ୫୦% କୋଭିଡ୍‌ କର ବସାଇଛି ମଦ ନିଗମ। ଏ ନେଇ ନିଗମ…