Odisha Link
Bridging the Missing Links in Odisha
Browsing Tag

ରାଜ୍ୟ ସଂଗୀତ

କେମିତି ଗାଇବେ ରାଜ୍ୟ ସଂଗୀତ, କ’ଣ…

ଭୁବନେଶ୍ବର: କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଦେଶ ବିଦେଶର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଯେଭଳି ଏକତାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଜାତି…

କ୍ୟାବିନେଟ୍‌ ନିଷ୍ପତ୍ତି: ‘ବନ୍ଦେ…

ଭୁବନେଶ୍ବର: ଦୀର୍ଘ ଅପେକ୍ଷା ପରେ ଶେଷରେ 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି ଓଡ଼ିଶା ସରକାର। ଆଜି କ୍ୟାବିନେଟ୍‌ ବୈଠକରେ ଏଭଳି ଗୁରୁତ୍ବପୂର୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ରେ ଆଜି କେବଳ ଏହି ଗୋଟିଏ ନିଷ୍ପତ୍ତି ପାରିତ ହୋଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ…

ରାଜ୍ୟପାଳ ଗାଇଲେ ରାଜ୍ୟ ସଂଗୀତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦଳ, ମତ, ପଦବି, ଅଞ୍ଚଳ ଓ ଧର୍ମ ନିର୍ବିଶେଷରେ ବିଶ୍ବସାରା ଓଡ଼ିଆ ମେ' ୩୦ ସଂଧ୍ୟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇ ଓଡ଼ିଶାର ରାଜ୍ୟସଂଗୀତ ଗାନ କରିଛନ୍ତି। ଗତକାଲି ସଂଧ୍ୟାରେ…

ଅଖ୍ୟାତ ପଲ୍ଲୀରୁ ଆମେରିକା, ଓଡ଼ିଆ ଗାଇଲେ…

ଭୁବନେଶ୍ବର: ପୂର୍ବ ପ୍ରସ୍ତୁତି ସରିଥିଲା। ଅପେକ୍ଷା ଥିଲା ସେଇ ମୁହୂର୍ତ୍ତକୁ। ଓଡ଼ିଶାର ଅଖ୍ୟାତ ପଲ୍ଲୀ, ସହର ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶ ବାହାରେ ଯେଉଁଠି ଓଡ଼ିଆମାନେ ଅଛନ୍ତି ସଭିଏଁ ପ୍ରସ୍ତୁତ ହେଉଥିଲେ। ଭାରତୀୟ ସମୟ ଠିକ ୫ଟା ୩୦ରେ କୋଟି କୋଟି କଣ୍ଠରେ ଗୁଞ୍ଜରି ଉଠିଲା ଗୋଟିଏ କାଳଜୟୀ କବିତାର…

‘ବନ୍ଦେ ଉତ୍କଳ ଜନନୀ’…

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ 'ବନ୍ଦେ ଉତ୍କଳ ଜନନୀ' ଗୀତକୁ ରାଜ୍ୟସଂଗୀତ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ସବୁ ଓଡ଼ିଆ ଆସନ୍ତାକାଲି ସଂଧ୍ୟା ୫ଟା ୩୦ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ…