Odisha Link
Bridging the Missing Links in Odisha
Browsing Tag

ଲକଡାଉନ

କେରଳରେ ଲାଗୁ ହେଲା ଲକଡାଉନ

କେରଳ: ଦେଶରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀଙ୍କ ଟ୍ୱିଟରେ ଏନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ ରାଜ୍ୟରେ ମେ ୮ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ…

ଲକଡାଉନର ୨ୟ ଦିନ, ଅମାନିଆଙ୍କ ଉପରେ କଡ଼ା…

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଛି ୧୪ ଦିନିଆ ଲକଡାଉନ୍‌ର। ଆଜି ଲକଡାଉନ୍‌ର ଦ୍ୱିତୀୟ ଦିନ। ରାଜ୍ୟ ସରକାର ଲକଡାଉନ୍‌କୁ କଡାକଡି ଭାବେ ପାଳନ କରିବାକୁ ରହିଛି ନିର୍ଦ୍ଦେଶ। କେବଳ ମେଡିକାଲ ଓ ଅତ୍ୟାବଶକୀୟ ସେବା ବ୍ୟତୀତ ଅନ୍ୟାନ ସବୁ ଜିନିଷ ଉପରେ…

ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ, କ’ଣ…

ନୂଆଦିଲ୍ଲୀ: ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ମେ' ୧୯ ତାରିଖ ଯାଏଁ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ। ଏହି ସମୟରେ ସ୍ବାସ୍ଥ୍ୟ ସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା…

ଲକଡାଉନ ପୂର୍ବରୁ ମଦ ଦୋକାନରେ ପ୍ରବଳ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ସଂକ୍ରମଣ ହାର। ପ୍ରତିଦିନ ୮୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ଦ୍ରୁତ ସଂକ୍ରମଣ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନିଆ ଲକ ଡାଉନ କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ…

ଲକଡାଉନକୁ ପାଇଁ ବ୍ୟସ୍ତ ନହେବାକୁ…

ଭୁବନେଶ୍ୱର: ଆସନ୍ତା ମେ’ ୫ ତାରିଖରୁ ଓଡ଼ିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ। ମେ’ ୫ ତାରିଖଠାରୁ ଆରମ୍ଭ ହୋଇ ମେ’ ୧୯ ଯାଏଁ ଲକଡାଉନ ବଳବତ୍ତର ରହିବ। ତେବେ ଏହା ପୁର୍ବରୁ ପୋଲିସ୍ କମିଶନର ଲୋକଙ୍କୁ ଅପିଲ୍ କରିଛନ୍ତି କହିଛନ୍ତି ଯେ, ଲକଡାଉନ୍ କୁ ନେଇ ଜନସାଧାରଣ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ କି…

କର୍ଣ୍ଣାଟକରେ ଲାଗୁ ହେଲା ୧୪ ଦିନିଆ…

କର୍ଣ୍ଣାଟକ: ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସ୍ଥିତି ସଂକ୍ରମଣ ହାର ବଢ଼ିବା ସହ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟ ହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ୍ ଘୋଷଣା କରିଥିବା ବେଳେ ଆଜି କର୍ଣ୍ଣାଟକ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ୍…

ଝାଡ଼ଖଣ୍ଡରେ ଲକଡାଉନ ଲାଗୁ

ଝାଡ଼ଖଣ୍ଡ: କାୟା ମେଲାଉଛି ମହାମରୀ କରୋନା। ଦିନକୁ ଦିନ ସଂକ୍ରମିତଙ୍କ ହାର ଦ୍ରୁତ ଗତିର ବଢ଼ିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଝାଡ଼ଖଣ୍ଡରେ ୮ ଦିନିଆ ଲକଡାଉନ ଲାଗୁ କରିଛନ୍ତି ରାଜ୍ୟ ସରକାର। ଝାଡ଼ଖଣ୍ଡ ସରକାର ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ…