Odisha Link
Bridging the Missing Links in Odisha
Browsing Tag

Accident

କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦୁର୍ଘଟଣା…

ଭୁବନେଶ୍ବର: ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ଗତକାଲି ରାତିରେ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିବା ନେଇ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହି ଖବର ଶୁଣି ତାଙ୍କ ପ୍ରଶଂସକ ତାଙ୍କ ଆଶୁ କାମନା କରିଥିଲେ। ଦୁର୍ଘଟଣା ସମୟରେ…

ଗୁଗଲ୍ ମ୍ୟାପ୍‌ ଦେଖି ଗାଡ଼ି ଚଲାଉଥିଲେ…

ନୂଆଦିଲ୍ଲୀ: ଆଜିର ଆଧୁନିକ ଯୁଗରେ ଅଜଣା ସ୍ଥାନକୁ ଯାତ୍ରା କରୁଥିଲେ ପାୟତଃ ସଠିକ୍‌ ରାସ୍ତା ପାଇଁ ଗୁଗୁଲ ମ୍ୟାପ୍‌ର ସହଯୋଗ ନେଇଥାନ୍ତି। ଠିକ୍‌ ସେହିପରି ଜଣେ ଡ୍ରାଇଭର ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଗୁଗୁଲ ମ୍ୟାପ୍‌ ଦେଖି। ହେଲେ ସେ ଜାଣି ନଥିଲେ ଯେ, ଗୁଗୁଲ ମ୍ୟାପ୍‌ ଅନୁଧ୍ୟାନ କରି ଗାଡ଼ି ଚଳାଇଲେ…

ଘାଟି ଉଠୁ ଉଠୁ ଓଲଟି ପଡ଼ିଲା ବସ୍, ୭…

ରାୟଗଡ଼ା: ସକାଳୁ ସକାଳୁ ଅଘଟଣ। ଘାଟି ଉଠୁଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଯାହାରିଫଳରେ ୭ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଘଟିଛି। ମିଳିଥିବା ସୂଚନା ମୁତାବିକ, ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା। ତେବେ…

ବମ୍ଫକୁଦ ନିକଟରେ ଓଲଟିଲା ଗ୍ୟାସ୍…

ଭୁବନେଶ୍ବର: ଭୁବନେଶ୍ୱରରୁ କଟକ ଯାଉଥିବା ସମୟରେ ଗ୍ୟାସ୍ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫୁଲନଖରା ନିକଟ ବମ୍ଫକୁଦ ନିକଟରେ ଓଲଟିଲା ଏଚପି ଗ୍ୟାସ୍ ଟାଙ୍କି ବୋଝେଇ ଗାଡ଼ି। ଗତକାଲି ବିଳମ୍ୱିତ ରାତିରେ ଘଟିଛି ଏପରି ଦୁର୍ଘଟଣା । କଟକ ଭୁବନେଶ୍ୱର ୧୬ ନଂବର ଜାତୀୟ ରାଜପଥରେ ଫୁଲନଖରା ନିକଟ ବମ୍ଫକୁଦ ନିକଟରେ…

ଟ୍ରାକ୍ଟର ଓ ବାଇକ ଧକ୍କା, ଚାଲିଗଲା ୩…

ବାଲିଗୁଡା: ବାଲିଗୁଡ଼ା କୋଟପଡି ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଚାଲି ଯାଇଛି। ରାତି ପ୍ରାୟ ୯.୩୦ରେ ଘଟିଛି ଏହି ଦୁର୍ଘଟଣା। ଦ୍ରୁତଗତିରେ ପରସ୍ପର ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କା ଲାଗିବା ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ବାଇକ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର:…

ଗଞ୍ଜାମ: ଆଜି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ପାଞ୍ଚଆମ୍ବ ଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି। ସୂଚନାଯୋଗ୍ୟ ଯେ, ଟ୍ରାକ୍ଟରରେ ପିଡିଏସ ଚାଉଳ ବୋଝେଇ କରି ଗାଁକୁ…

ଦୁର୍ଘଟଣା: ଯବାନଙ୍କ ସହ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଘଟିପିରି ନିକଟରେ କାରକୁ ଧକ୍କା ଦେଲା ଟିପ୍ପର। ଦୁର୍ଘଟଣାରେ ଆର୍ମି ଯବାନଙ୍କ ସମେତ ଦୁଇ ମୃତ। କାର୍ ଦୁର୍ଘଟଣା ଯୋଗୁଁ ଚାଲିଗଲା ଜଣେ ଆର୍ମି ଯବାନଙ୍କ ଜୀବନ। ଏହି ଦୁର୍ଘଟଣାରେ ଏହି ଆର୍ମି ଯବାନଙ୍କ ସହ କାରରେ ଥିବା ତାଙ୍କର ଅନ୍ୟ ଜଣେବନ୍ଧୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।…

ଲସି ଦୋକାନ ଉପରେ ମାଡ଼ିଗଲା ତେଲ…

କଟକ: କଟକ ଜଗତପୁର ପିରବଜାର ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ରାସ୍ତା କଡ଼ରେ ଏକ ଲସି ଦୋକାନ ଉପରେ ମାଡ଼ି ଯାଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି। ମିଳିଥିବା ସୂଚନା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୧୩…

ଭୋପାଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଲିଗଲା ୧୩ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଗ୍ବାଲିଅର ଜିଲ୍ଲାର ପୁରାନୀ ଛଓ୍ବାନୀରେ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଥିବା ବେଳେ ଅଟୋ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଜାତୀୟ…

ଜରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ…

ଅନୁଗୁଳ: ରବିବାର ସକାଳୁ ସକାଳୁ ଅନୁଗୁଳ ଜରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗ୍ୟାସ୍‌ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି…