Odisha Link
Bridging the Missing Links in Odisha
Browsing Tag

Airport

ଖୋଲିଲା ଝାରସୁଗୁଡ଼ା ବିମାନବନ୍ଦର: ପ୍ରଥମ…

ଝାରସୁଗୁଡ଼ା: ଲକ୍‌ଡାଉନ୍‌ କାରଣରୁ ଦୀର୍ଘ ଦୁଇ ମାସର ବ୍ୟବଧାନ ପରେ ସୋମବାର ଦିନ ଝାରସୁଗୁଡ଼ା ବିମାନବନ୍ଦର ପୁଣି କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଦିନରେ ୫ଟି ବିମାନ ଯିବା-ଆସିବା କରିବାର ଥିବା ବେଳେ ୩ଟି ବାତିଲ ହୋଇଯାଇଛି। ଦୁଇଟି ସ୍ପାଇସ୍‌ଜେଟ୍‌ ବିମାନ ଆସିଥିବା ବେଳେ ସମାନ ବିମାନ ଦ୍ବୟ ପୁଣି ଏଠାରୁ…

ଲକ୍‌ଡାଉନ୍‌ ପରେ ସକାଳ ୧୦ରୁ ସଂଧ୍ୟା ୬…

ଭୁବନେଶ୍ବର: ଲକ୍‌ଡାଉନ୍‌ ହଟିବା ପରେ ଉଡ଼ାଣ କଟକଣା ଜାରି ରହିବ। ଭୁବନେଶ୍ବର ବିମାନବନ୍ଦର ଗୋଟିଏ ମାତ୍ର ଶିଫ୍ଟ (୮ ଘଣ୍ଟା) ଖୋଲା ରହିବ। ଅର୍ଥାତ୍‌ ସକାଳ ୧୦ ଠାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ବିମାନବନ୍ଦର କାର୍ଯ୍ୟକ୍ଷମ ରହିବ ଓ ସେହି ସମୟ ଭିତରେ ବିମାନ ଚଳାଚଳ କରିବ ବୋଲି ଭୁବନେଶ୍ବର ବିମାନବନ୍ଦର…

ରାଜ୍ୟସଭା: ରଙ୍ଗେଇଲୁଣ୍ଡା ପ୍ରସଙ୍ଗ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବ୍ରହ୍ମପୁରର ବିକାଶ ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ରଙ୍ଗେଇଲୁଣ୍ଡାରେ ଥିବା ଏୟାର ଷ୍ଟ୍ରିପର ବିକାଶ ପ୍ରସଙ୍ଗ ଉଠାଇଛନ୍ତି। ରଙ୍ଗେଇଲୁଣ୍ଡାରେ ଥିବା ଏୟାରଷ୍ଟ୍ରିପକୁ ପ୍ରୟାଗରାଜ (ପୂର୍ବ ଆହ୍ଲାବାଦ) ରେ କରାଯାଇଥିବା ପରି ସମ୍ପୂର୍ଣ୍ଣ ବିମାନ ବନ୍ଦରରେ ପରିଣତ କରିବାକୁ…

ଆଜିଠୁ ସବୁ ବିମାନ ବନ୍ଦରରେ ଥର୍ମାଲ…

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରୁଛି। ଭାରତରେ କରୋନା ଭାଇରସ ସଂଖ୍ୟା ଦିନକୁ ଦିନ ବଢି ୩୧ ଛୁଇଁଲାଣି। ଭାରତରେ କରୋନା ସ୍ଥିତି ଉପରେ ନିୟନ୍ତ୍ରଣ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଭାରତ ସରକାର। ଆଜିଠୁ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ…

ଭୁଶୁଡି ପଡ଼ିଲା ଭୁବନେଶ୍ବର ବିମାନବନ୍ଦର…

ଭୁବନେଶ୍ବର: ରାତି ଅଧରେ ଘଟିଲା ଅଘଟଣ। ରାତି ଅଧରେ ଭୁଶୁଡିଲା ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରର ଛାତ। ବିମାନବନ୍ଦରରେ ହେଉଥିବା ନବନିର୍ମିତି କୋଠାର ଛାତ ଭୁଶୁଡିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ସଂଯୋଗ ପାଇଁ ନିର୍ମାଣ…

ଓଡ଼ିଶାରେ ହେବ ଆଉ ୩ ବିମାନବନ୍ଦର

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଆଉ ୩ଟି ବିମାନବନ୍ଦର। କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଏହି ବିମାନବନ୍ଦର ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ ଖାରୋଲା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍…

ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠାରୁ…

ଭୁବନେଶ୍ବର: ଡିସେମ୍ବର ୧ରୁ ଆରମ୍ଭ ହେବ ଭୁବନେଶ୍ୱର ବିମାନବନ୍ଦର ରିକାର୍ପେଟିଂ କାମ। ପୂର୍ବରୁ ଏହା ୧ ନଭେମ୍ବରରୁ କରାଯିବା ପାଇଁ ସ୍ଥିର କରାଯାଇଥିଲା। ମରାମତି କାର୍ଯ୍ୟ ଚାଲୁଥିବା ସମୟରେ ଅର୍ଥାତ୍‌ ରାତି ୧୦ଟାରୁ ଭୋର ୫ଟା ୩୦ ମଧ୍ୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ…

ବ୍ୟାଙ୍କକ ଉଡ଼ାଣ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱରରୁ ବ୍ୟାଙ୍କକ ସିଧାସଳଖ ବିମାନଯାତ୍ରା କରୁଥିବା ଯାତ୍ରୀଙ୍କୁ ଏକ ବଡ଼ ଝଟକା ଲାଗିଛି। କାରଣ ଏବେ ଆଉ ଭୁବନେଶ୍ୱରରୁ ବ୍ୟାଙ୍କକୁ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ବିମାନ ଉଡ଼ାଣ ହେବ ନାହିଁ। ଏହି ସେବାକୁ ବନ୍ଦ କରାଯାଇଛି। ଉଡ଼ାଣ ବନ୍ଦ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ବିଧିବଦ୍ଧ…

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ…