ଆମେରିକା ଶାନ୍ତି ଚାହେଁ : ଟ୍ରମ୍ପ
ୱାଶିଂଟନ୍ : ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଯୁଦ୍ଧର ରୂପ ନେବାକୁ ଯାଇଥିବା ବେଳେ ଟ୍ରମ୍ପଙ୍କ ମନ୍ତବ୍ୟ ଯୁଦ୍ଧ ଆଶଙ୍କାକୁ ଟାଳି ଦେଇଛି। ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ । ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ଏୟାରବେସ ଉପରେ କ୍ଷେପଣାସ୍ତ୍ର ମାଡ ପରେ ଟ୍ରମ୍ପ କହିଛନ୍ତି…