Odisha Link
Bridging the Missing Links in Odisha
Browsing Tag

Arrest

ଦାଦାବଟି ଆଦାୟ: ପୋର୍ଟାଲ ସାମ୍ବାଦିକା…

ଭୁବନେଶ୍ବର: ଦୁଇ ଜଣ ଖଣି ବ୍ୟବସାୟୀଙ୍କୁ ୨ ଦିନ ବନ୍ଦୀ ରଖିଲେ। ପରେ ନିର୍ଦ୍ଧୁମ ପିଟିବା ସହ ବ୍ୟବସାୟୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ମାଗିଲେ। ଆପଣ ଭାବୁଥିବେ କିଛି ଗୁଣ୍ଡା ଏଭଳି କିଛି କାର୍ଯ୍ୟ କରିଥିବେ ବୋଲି। କିନ୍ତୁ ବାସ୍ତବରେ ଗୁଣ୍ଡା ନୁହେଁ କିଛି ସାମ୍ବାଦିକ ମିଶି ଏଭଳି କଳା କାରନାମା…

ଦୁଷ୍କର୍ମ ଅଭିଯୋଗରେ ମାଲକାନଗିରି…

ମାଲକାନଗିରି: ମାଲକାନଗିରିର ସଦର ମହକୁମାରେ କାର୍ଯ୍ୟରତ ଜନୈକ ବନପାଳଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ଏନେଇ ଆଜି ମାଲକାନଗିରି ପୁଲିସ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାଲକାନଗିରି ଆଇଆଇସିଙ୍କ ମୁତାବକ, ଓର୍କେଲ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହ ବନପାଳ ମୁରଲୀଙ୍କର ପରିଚୟ ହୋଇଥିଲା।…

‘ସିଏମ୍‌ ଯୋଗୀଙ୍କ ସପକ୍ଷରେ…

କାନପୁର: ସୋସିଆଲ ମିଡିଆରେ ମିଛ ଖବର ଭାଇରାଲ କରୁଥିବା ଦୁଇଜଣ ଏକ୍ସପର୍ଟଙ୍କୁ ଗିରଫ କରିଛି କାନପୁର ପୁଲିସ। ଏଥିସହିତ ମିଛ ଟ୍ବିଟ୍‌ ମାମଲାରେ ପୂର୍ବ ଆଇଏଏସ୍‌ ସୂର୍ଯ୍ୟ ପ୍ରତାପ ଶାହୀଙ୍କ ନାମରେ ମଧ୍ୟ ମାମଲା ଦାୟର ହୋଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ପୁଲିସ। କାନପୁର…

ହାଇଦର ଫେରାର ଫଛରେ ଧରମ ପୁଅର ହାତ: ସିପି

କଟକ: କୁଖ୍ୟାତ ଅପରାଧୀ ହାଇଦର ଗିରଫ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ। ହାଇଦର ଧରା ପଡିବା ପରେ କଟକ ପୋଲିସର କାର୍ଯ୍ୟକାରିତାକୁ ନେଇ ପୋଲିସ୍ କମିସନର ପ୍ରଶଂସା କରିଛନ୍ତ । ପୋଲିସ୍ କମିସନର କହିଛନ୍ତି ଯେ, ହାଇଦରକୁ ଗିରଫ କରିବା ଅପରେସନକୁ ୧୨୦ ଘଣ୍ଟା ପୁରିଛି। ଏହି ୧୨୦ ଘଣ୍ଟା ମଧ୍ୟରେ ପୋଲିସ୍ ଅନେକ…

ଏସ୍‌ଟିଏଫ୍‌ ପଞ୍ଝାରେ ୨ ବାଘ ଛାଲ…

ଭୁବନେଶ୍ୱର : ଦେବଗଡ ବାରକୋଟ ନିକଟରୁ ବାଘ ଛାଲ ଜବତ। ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍ କଲପତରିଆ ବାଘ ଛାଲ ଜବତ କରିଛି। ଏସ୍‌ଟିଏଫ୍‌ ୨ ବାଘ ଛାଲ ବ୍ୟବସାୟୀଙ୍କୁ ଗିକଫ କରିଛି। ପ୍ରକାଶ ଯେ, ଦେବଗଡ଼ ଜିଲ୍ଲାରେ ବାଘ ଛାଲର ଚୋରା କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ନିକଟରେ ଖବର ରହିଥିଲା । ଯାହାକୁ…

ହାତୀ ଦାନ୍ତ ର‍୍ୟାକେଟ୍‌ ଠାବ: ୨ ଗିରଫ

ସମ୍ବଲପୁର: ଆଜି ଏସ୍‌ଟିଏଫ୍‌ ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ଟି ହାତୀ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ…

ଇଞ୍ଜିନିୟର ବୋହୂ ମଦ ବେପାରୀ!

ଭଦ୍ରକ: ରାଜ୍ୟରେ ଅନେକ ସ୍ଥାନରେ ମଦ ବିରୋଧୀ ଆନ୍ଦୋଳନ ହେଉଛି। ଆନ୍ଦୋଳନର ମୂଖ୍ୟ ପୁରୋଧା ହେଉଛନ୍ତି ମହିଳା। ଅଧିକାଂଶ ସ୍ଥାନରେ ମଦକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଉଛନ୍ତି। କେଉଁଠି ମଦ ଦୋକାନ ଜାଳି ଦେଉଛନ୍ତି ତ ଆଉ କେଉଁଠି ଭାଙ୍ଗୁଛନ୍ତି। ସବୁଠି ମଦକୁ ମହିଳା ବିରୋଧ କରୁଥିବା ବେଳେ…

ଡବଲ୍‌ ମର୍ଡ଼ର ଘଟଣା: ଆଉ ଜଣେ ଅଭିଯୁକ୍ତ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ୍‌ ମର୍ଡ଼ର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଆଉ ଜଣଙ୍କୁ ଗିରଫ ନେଇ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ମୋଟ ଗିରଫଦାରି ୭କୁ ବୃଦ୍ଧି ପାଇଛି। କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ଗଠିତ ପାଞ୍ଚ ଜଣିଆ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ଦାବି କଲା…

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ି ବଢ଼ି ଚାଲିଛି। ଗତକାଲି ବିଜେଡିରୁ ବହିଷ୍କାର ହେବା ପରେ ଆଜି ତାଙ୍କୁ ଗିରଫଦାରୀ କଥା ଉଠିଲାଣି। ଭାବି ଜ୍ବାଇଁ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ। ଏନେଇ…

ବାରହା ମାଂସ ସହ ଶିକାରୀ ଗିରଫ

ଢ଼େଙ୍କନାଳ: ବାରହା ମାଂସ ସହ ଶିକାରୀ ଗିରଫ। ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରିଚାଲିଥିଲେ ଅଭିଯୁକ୍ତ। ଜଙ୍ଗଲରେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ କାବୁ କରୁଥିବା ଶିକାରୀ ଶେଷରେ ନିଜେ ଆଇନ୍‌ ଜାଲରେ ଛନ୍ଦି ହୋଇଗଲେ। ଏପରି ଜଣେ ବାରହା ଶିକାରୀକୁ କାବୁ କରିଛି ବନ ବିଭାଗ। ଢେଙ୍କାନାଳ…