Odisha Link
Bridging the Missing Links in Odisha
Browsing Tag

Arrest

ବାରହା ମାଂସ ସହ ଶିକାରୀ ଗିରଫ

ଢ଼େଙ୍କନାଳ: ବାରହା ମାଂସ ସହ ଶିକାରୀ ଗିରଫ। ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରିଚାଲିଥିଲେ ଅଭିଯୁକ୍ତ। ଜଙ୍ଗଲରେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ କାବୁ କରୁଥିବା ଶିକାରୀ ଶେଷରେ ନିଜେ ଆଇନ୍‌ ଜାଲରେ ଛନ୍ଦି ହୋଇଗଲେ। ଏପରି ଜଣେ ବାରହା ଶିକାରୀକୁ କାବୁ କରିଛି ବନ ବିଭାଗ। ଢେଙ୍କାନାଳ…

ବାରହା ଶିକାର, ଦୁଇ ଗିରଫ

ପାଇକସାହି: ଗତ କାଲି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ହାତୀଧରା ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ବାରହା ଶିକାର କରାଯାଇଛି। ବନ ବିଭାଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫକରିଛି । ଏସେମାନେ ହେଲେ କେଞ୍ଚୁଆ ନାଳୀ ଗାଁର ତୋଫାନ ଭୋଇ (୩୦) ଓ ପ୍ରଫୁଲ୍ଲ ଭୋଇ(୬୦) । ଅନ୍ୟ ଚାରି ଅଭିଯୁକ୍ତ ଫେରାର…

ଡ୍ରଗ୍‌ସ ଲିଙ୍କ୍‌ ମାମଲା: ଆଜି ଗିରଫ…

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗତକାଲି ୬ ଘଂଟା ଜେରା କରିଥିଲା। ଆଜି ମଧ୍ୟ ପୁଣି…

ବାଲିଅନ୍ତା ତହସିଲଦାର ଗିରଫ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ। ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। ଏହି ଘଟଣାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଧନେଶ୍ୱର ସାହୁଙ୍କୁ ମଧ୍ୟ ଗିରଫ କରାଯାଇଛି। ଜମିଜମା ମାମଲା ପାଇଁ ଅଫିସ୍‌ଠୁ କିଛି ଦୂରରେ…

୩ ସପ୍ତାହ ଯାଏଁ ଗିରଫ ହେବେନାହିଁ ଅର୍ଣବ:…

ନୂଆଦିଲ୍ଲୀ: ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ଆଜି ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀ। ତେବେ ସୁପ୍ରିମ କୋର୍ଟ ତାଙ୍କ ଆବେଦନର ଶୁଣାଣି କରି ୩ ମାସର ଆଶ୍ବାସନା ଦେଇଛନ୍ତି। ଆଗାମୀ ୩ ସପ୍ତାହ ଯାଏଁ ଏହି ସବୁ ମାମଲାରେ…

ଅର୍ଣବ ଗୋସ୍ବାମୀଙ୍କ ଗିରଫ ଦାବିରେ ୭…

ଆଜି ଅପରାହ୍ଣ ଠାରୁ ଟୁଇଟରରେ #ArrestAntiIndiaArnab ଟ୍ରେଣ୍ଡିଂ ହେବାରେ ଲାଗିଛି। ଏ ଖବର ଲେଖ ହେବା ବେଳକୁ (ରାତି ୧୧ଟା ସୁଦ୍ଧା) ଏହି ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ପ୍ରାୟ ୭ ଲକ୍ଷ ୧୦ ହଜାର ଟୁଇଟ୍‌ ହୋଇଥିବା ବେଳେ ଏହାର ବିରୋଧରେ #IsupportArnabGoswami ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ୭ ଲକ୍ଷ…

ମିଛ ଖବର ପାଇଁ ଗିରଫ ହେଲେ ସାମ୍ବାଦିକ

ଯାଜପୁର: ମିଛ ଖବର ପ୍ରକାଶ କରିବା ଅଭିଯୋଗରେ ଦୈନିକ ସମ୍ବାଦପତ୍ର 'ସମ୍ବାଦ'ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରଶେଖର ସାହୁଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଆଜି ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ…

ଲକ୍‌ଡାଉନ୍‌ ଅମାନ୍ୟ କରି ୨୪ ଘଣ୍ଟାରେ…

କୋଲାକାତା: ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଗତ ୨୪ ଘଣ୍ଟା ଭିତରେ ୯୮୦ ଜଣ ଖିଲାପକାରୀଙ୍କୁ ଗିରଫ କରିଛି କୋଲକାତା ପୁଲସ। ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିଥିବା ବେଳେ ପୁଲିସ ଲକ୍‌ଡାଉନ୍‌କୁ…

ଭଦ୍ରକ: କରୋନା ଆକ୍ରାନ୍ତଙ୍କ ଫଟୋ ଛାଡ଼ି ୩…

ଭଦ୍ରକ: ଗତକାଲି ରାଜ୍ୟର ୪ର୍ଥ କରୋନା ଭୂତାଣୁ ଆକ୍ରାନ୍ତ ଭଦ୍ରକରେ ଚିହ୍ନଟ ହୋଇଥିବା ବେଳେ ତାଙ୍କର ପରିଚୟ ରାଷ୍ଟ୍ର କରିବା ୩ ସ୍ଥାନୀୟ ବ୍ୟକ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୀଡ଼ିତଙ୍କ ଫଟୋ ଫେସବୁକରେ ଅପଲୋଡ କରିଥିବା ଅଭିଯୋଗରେ ଆଜି ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ…

ନିର୍ବାଚନ ପୂର୍ବରୁ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗ୍ରହଣ ଦିନକୁ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା। ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳ କୃଷ୍ଣ ମାଧବଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି। ଗୁରୁବାର ବିଳମ୍ବିତ…