Odisha Link
Bridging the Missing Links in Odisha
Browsing Tag

Arun Bothra

ଶକ୍ତି ବିଭାଗର ୫’ଟି’…

ଭୁବନେଶ୍ବର: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀକକ୍ଷଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିଥିବା ୫ ‘ଟି’ ଯୋଜନା ସଂପର୍କିତ ସମୀକ୍ଷା ବୈଠକ କରିଛନ୍ତି।…

ବକେୟା ଦିଅ ନେଚତ ଲାଇନ୍‌ କଟିବ: ଅରୁଣ…

ଭୁବନେଶ୍ବର: ଆପଣ ବିଦ୍ୟୁତ୍‌ ବିଲ୍‌ ଠିକ୍‌ ଭାବରେ ପୈଠ କରୁ ନାହାନ୍ତି କି? ତେବେ ହେଇ ଯାଆନ୍ତୁ ସାବଧାନ। କାରଣ ବକେୟା ବିଲ ପୈଠ ନକଲେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେବେ। ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା। ଏଥିସହିତ ସେ କହିଛନ୍ତି ଯେ, ଉପଭୋକ୍ତାଙ୍କୁ ଅନୁରୋଧ ସେମାନେ…

ସାରଥୀଙ୍କ ଗୁମର ଖୋଲିଲେ ଆଇପିଏସ୍ ଅରୁଣ…

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ସାରଥୀ ବାବା ତଥା ସଞ୍ଜୟ ରାଉଳ। କାରଣ ବରିଷ୍ଠ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କ ପାଇଁ ପୁଣିଥରେ ଚର୍ଚ୍ଚାରେ ସାରଥୀ ବାବା। ସାରଥୀ ବାବାଙ୍କୁ ନେଇ ରୋଚକ ତଥ୍ୟ ଦେଇଛନ୍ତି ଅରୁଣ ବୋଥ୍ରା।…

ଏଣିକି ପୁରୀକୁ ଗଡ଼ିବ ‘ମୋ…

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ 'ମୋ ବସ୍' ଯୋଜନାକୁ ପୁରିଲା ଏକ ବର୍ଷ। ମୋ ବସ୍‌କୁ ଏକ ବର୍ଷ ପୂର୍ତ୍ତି ଉପଳକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ…