Odisha Link
Bridging the Missing Links in Odisha
Browsing Tag

Arun Sahoo

ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାର…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରିବା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଛି। ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାସ୍ତରୀୟ କୃଷି ଅଧିକାରୀମାନଙ୍କୁ…

‘ଜନତା କର୍ଫ୍ୟୁ’: ମନ୍ତ୍ରୀ…

ନୟାଗଡ଼: ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତିତ। କରୋନା ଭୂତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ମୋଦିଙ୍କ ଆହ୍ବାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି।…

ମନ୍ତ୍ରୀ ଅରୁଣଙ୍କ କରୋନା କଟକଣା,…

ଭୁବନେଶ୍ବର: କରୋନା ଭାଇରସ୍‌ ଏବେ ବିଶ୍ବର ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଥିବା ବେଳେ ୧୫୭ ଦେଶକୁ ଏହା ବ୍ୟାପିଗଲାଣି। ଭାରତରେ ୧୧୪ ଜଣ ଏବେ କରୋନା ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାରେ ଜଣେ ପଜିଟିଭ୍‌ ଜଣାପଡ଼ିଛି। ଅପରପକ୍ଷେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା…

ରାଜ୍ୟସ୍ତରୀୟ କୃଷକ ମେଳା ୨୦୨୦ ଉଦଘାଟନ…

ଭୁବନେଶ୍ବର: ବିଗତ ୧୦୦ ବର୍ଷ ମଧ୍ୟରେ ଓଡ଼ିଶା ଛୋଟବଡ଼ ୧୩୫ ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ଗଲା ୨୦ ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା, ମରୁଡ଼ି ଏବଂ ରୋଗପୋକ ଆକ୍ରମଣର ଶିକାର ହୋଇଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ସମୟୋଚିତ ପଦକ୍ଷେପ ଏବଂ କୃଷକମାନଙ୍କର କଠିନ ପରିଶ୍ରମ ଫଳରେ…

ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା…

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିଷ୍ଠାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ…

କଲେଜ ପରିଚାଳନା କମିଟିରେ ରହିବେନି…

ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଆଉ ରାଜନେତା ରହିବେ ନାହିଁ। ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ଡିଗ୍ରୀ କଲେଜ ପରିଚାଳନା କମିଟିରେ ରହିବେ ନାହିଁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ରାଜନେତା ବଦଳରେ କେବଳ ଶିକ୍ଷାବିତ ସଦସ୍ୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ଅଭିଭାବକ…

କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବା…

ଭୁବନେଶ୍ବର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ୍‌ମାନେ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବା ନିମନ୍ତେ ଆଗଭର ହୁଅନ୍ତୁ ।ଓଡ଼ିଶାର ୮୦ ପ୍ରତିଶତରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ…

କୃଷି ଓଡ଼ିଶା: କୃଷକଙ୍କ ଆୟ ବୃଦ୍ଧି କରିବ…

ଭୁବନେଶ୍ବର: ଲାଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍‌କୁ ନେଇ ସୋମବାର ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ‘କୃଷି ଓଡ଼ିଶା-୨୦୨୦’। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଓଡ଼ିଶାର ଚାଷୀ ରାଜ୍ୟ ବିକାଶର ସାରଥୀ ହେବାକୁ ଆହ୍ୱାନ ଦେଇଥିଲେ। “ଚାଷୀମାନେ ହେଉଛନ୍ତି ଦେଶର ଶକ୍ତି।…

୨୦ରୁ ‘କୃଷି ଓଡ଼ିଶା’,…

ଭୁବନେଶ୍ବର: ଚଳିତମାସ ୨୦ତାରିଖ ଅର୍ଥାତ୍‌ ସୋମବାର ଦିନରୁ କୃଷି ଓଡ଼ିଶା-୨୦୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭୁବନେଶ୍ୱରର ଜନତା ମଇଦାନରେ ଏହି ୫ଦିନିଆ କୃଷି ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାକୁ ଥିବାବେଳେ ଏଥିରେ ମୋଟ ୧୧୨ଟି ଦେଶବିଦେଶର କମ୍ପାନୀ…

ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ…

ଭୁବନେଶ୍ବର: ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇ ପାରିବ। ତେଣୁ ଶିକ୍ଷକତାକୁ ଏକବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି। ଆଜି…