Odisha Link
Bridging the Missing Links in Odisha
Browsing Tag

attack

ମମତାଙ୍କ ଉପରକୁ ଆକ୍ରମଣ ଘଟଣାର ପ୍ରମାଣ…

କୋଲକତା: ମମତା ବାନାର୍ଜୀଙ୍କ ଉପରକୁ ଆକ୍ରମଣ ନେଇ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି। ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ପରେ ପ୍ରଚାର ସାରି ଫେରିବା ସମୟରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା। ସେନେଇ କୌଣସି ପ୍ରକାର ପ୍ରମାଣ ନାହିଁ। ଏନେଇ ସୂଚନା ଦେଇଛନ୍ତି…

ରାମ ମନ୍ଦିର ପାଇଁ ଚାନ୍ଦା ଆଦାୟ କରୁଥିବା…

କୋଟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଚାନ୍ଦା ଆଦାୟ କରୁଥିବା ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହଙ୍କୁ ଗୁଳି ମାଡ଼। ଏହି ଘଟଣା କୋଟାର ରାମଗଞ୍ଜ ମଣ୍ଡିରେ ମଙ୍ଗଳବାର ରାତିରେ ଘଟିଛି। କିଛି ବ୍ୟକ୍ତି ତାଙ୍କୁ ଚାନ୍ଦାୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଦୀପକ ଚାନ୍ଦା ଆଦାୟ…

ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା: ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା। ରାଉରକେଲା ଡିଲକ୍ସ ହୋଟେଲ ଲେନରେ ଜଣେ ହୋଟେଲ ବ୍ୟବସାୟୀଙ୍କ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ବସେରା ହୋଟେଲ ମାଲିକ ସଜନ ମିତ୍ତଲଙ୍କର ଆକ୍ରମଣରେ ମୃତ୍ୟୁ ଘଟିଛି। ବ୍ୟବସାୟିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।…

ପ୍ରେମିକାର ଗଳା କାଟିଲା ପ୍ରେମିକ

ବାଲେଶ୍ୱର: ପ୍ରେମିକାର ଗଳା କାଟିଲା ପ୍ରେମିକ। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ସେଲଟ୍ୟାକ୍ସ କଲୋନୀ ନିକଟରେ । ପ୍ରେମରେ ବିଫଳ ହେବା ପରେ ଏମିତି କାଣ୍ଡ କରିଛି ପ୍ରେମିକ। ଗୁରୁତର ଆହତ ହୋଇଥିବା ନାବାଳିକାକୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା…

ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ…

ବାଲେଶ୍ଵର: ଫକୀରମୋହନ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ ପୁଣି ଥରେ ଦୁର୍ବୃତ୍ତଙ୍କ ଆକ୍ରମଣ। ଏହି ଆକ୍ରମଣରେ ଜଣେ ସ୍ଥାନୀୟଲୋକ ଆହାତ ହୋଇଛନ୍ତି। ଖବର ପାଇ ରେମୁଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଛି। ପ୍ରକାଶ ଯେ, ସୋମବାର ରାତି…

ଶିକ୍ଷୟିତ୍ରୀଙ୍କ ବେକ କାଟି ଯୁବକଙ୍କ…

ନୟାଗଡ଼: ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରି ବେକ କାଟିଦେଲେ ଯୁବକ। ଏମିତି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ଶରଣକୁଳରେ ସ୍କୁଲରୁ ଫେରିବା ବାଟରେ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରାଯାଇଛି। ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଛି ଯୁବକ। ଶିକ୍ଷୟତ୍ରୀଙ୍କୁ ଆକ୍ରମଣ ପରେ ନିଜ ବେକକୁ ବି…

ପୁତୁରାର ଆକ୍ରମଣରେ ଦାଦା ଗୁରୁତର

ବିନିକ: ଜମିଜମା ବିବାଦକୁ କେନ୍ଦ୍ର କରି କାକା ପୁତୁରା ମୁହାଁ ମୁହିଁ। ପୁତୁରାର ଆକ୍ରମଣରେ ଦାଦା ଓ ଜଣେ ଭାଇ ଗୁରୁତର। ଏହି ଘଠଣାଟି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଶୁଖା ଗାଁରେ ଘଟିଛି। ଜମି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ମୁହାଁମୁହିଁ ହୋଇଥିଲେ କାକା-ପୁତୁରେ। ଉତ୍ତ୍ୟକ୍ତ…

ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପଟିଆ ଷ୍ଟେସନ ନିକଟରେ ଜଣେ ମହିଳାଙ୍କୁ ଛୁରା ମାଡ଼ ହୋଇଛି। ଗୁରୁତର ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଅଟୋ ଚାଳକ ମହିଳାଙ୍କୁ ଛୁରା ମାଡ଼ କରିଥିବା ସୂଚନା ମିଳିଛି। ଗୁରୁତର ମହିଳା ରଶ୍ମିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ,…

କେନ୍ଦୁଝର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ। ଆକ୍ରମଣ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ନାଁରେ ଟାଉନ୍‌ ଥାନାରେ ଏତଲା ହୋଇଛି। ଥାନାରେ ଅଭିଯୋଗ ପରେ ସଞ୍ଜୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତାଙ୍କ ସହ ମୋଟ୍‌ ୫…

ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ୨…

ବଲାଙ୍ଗିର: ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରର ହାତୀଶାଳପଡ଼ାରେ ଏକ ଅଘଟଣ ଘଟିଛି। ଦୁଇ ଜଣ ଯୁବକକୁ ଖଣ୍ଡା, ଟାଙ୍ଗିଆ, ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏଥିରେ ନୀଳ କୁମ୍ଭାର ଓ ବିଶାଳ ଶର୍ମା ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତର ଯୁବକଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି…