Odisha Link
Bridging the Missing Links in Odisha
Browsing Tag

ayodha

ଶଙ୍ଖ ନାଦ ଏବଂ ପୂଜା ପାଠରେ ସବୁ ଶୁଦ୍ଧ…

ଅଯୋଧ୍ୟା: ଆଜି ଶ୍ରୀରାମ ମନ୍ଦିର ଟ୍ରଷ୍ଟର ବୈଠକ ବସିବାକୁ ଯାଉଛି। ଏଥିସହିତ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହାରି ମଧ୍ୟରେ ନୂଆ ବିବାଦ ପାଇଁ ପ୍ରୟାସ କରାଯାଉଛି। ଅଯୋଧ୍ୟାର ୯ ମୁସଲମାନ ନିକଟରେ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ଚିଠି ଲେଖିଥିଲେ,…

୪ମାସରେ ସୁଦୃଶ୍ୟ ରାମ ମନ୍ଦିର: ଅମିତ

ରାଞ୍ଚି: ଅଯୋଧ୍ୟାରେ ୪ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆଜି ଝାଡ଼ଖଣ୍ଡର ଏକ ନିର୍ବାଚନୀ ସଭାରେ ଅମିତ ଶାହ କହିଛନ୍ତି ଯେ, ୪ ମାସ ମଧ୍ୟରେ ଅଯୋଧ୍ୟାରେ ନିର୍ମାଣ ହେବ ସୁଦୃଶ୍ୟ ଭବ୍ୟ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ…

ଅଯୋଧ୍ୟାରେ ଦରକାର ବୃହତ୍‌ ମନ୍ଦିର:…

ଜୟପୁର: ଅଯୋଧ୍ୟାରେ ଏକ ବୃହତ ରାମ ମନ୍ଦିର ହେଉ। ଏଭଳି କହିଛନ୍ତି କଂଗ୍ରେସ ନେତା ସଚିନ୍‌ ପାଇଳଟ୍। କଂଗ୍ରେସ ଅଯୋଧ୍ୟା ରାୟ ଆସିବାରେ ବିଳମ୍ବ କରାଇବା ନେଇ ଅମିତ ଶାହଙ୍କ ମନ୍ତବ୍ୟ ପରେ ଏହାର ଜବାବରେ ଏପରି କହିଛନ୍ତି ସଚିନ୍। ସେ ଆହୁରି ମଧ୍ୟ କହିଛନ୍ତି, ସୁପ୍ରିମ୍‌କୋର୍ଟ ରାୟ ଦେଇସାରିଛନ୍ତି, ସମସ୍ତେ…

ଅଯୋଧ୍ୟା ଗସ୍ତ ବାତିଲ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନରେ ଅନିଶ୍ଚିତତା ଲାଗି ରହିଛି। କିଏ ଗଢ଼ିବ ସରକାର ଏନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରି ଦେଇଛନ୍ତି। ସେ ଆସନ୍ତା ୨୪ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବାର ଥିଲା। କିନ୍ତୁ ଆଜି ଏହି କାର୍ଯ୍ୟକ୍ରମକୁ…

ଆଜି ଅଲ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’…

ଲକ୍ଷ୍ନୌ: ଆଜି ଅଯୋଧ୍ୟା ରାମ ଜନ୍ମଭୂମି ସମ୍ପର୍କିତ ସୁପ୍ରିମ୍‌କୋର୍ଟ ରାୟକୁ ନେଇ ଏକ ବୈଠକ ଡାକିଛି ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ। ଏହି ବୈଠକରେ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍‌ ସମ୍ପର୍କିତ ରାୟ ବାବଦରେ ଆଲୋଚନା କରାଯିବ। ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବେ…

ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏହି ଦିନ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଶୁଣାଣି କରି ସାରିବା ପରେ ଚର୍ଚ୍ଚାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ। କେବେ ହେବ ରାମ ମନ୍ଦିର ପ୍ରତିଷ୍ଠା ତାହା ଏବେ ସବୁଠାରୁ ଚର୍ଚ୍ଚାର ବିଷୟ। ପୁଣିଥରେ ମନ୍ଦିର ଶିଳାନ୍ୟାସ ସହ ଆସନ୍ତା ବର୍ଷ ମକର ସଂକ୍ରାନ୍ତିରୁ କିମ୍ବା ରାମ ନବମୀରୁ ରାମ ମନ୍ଦିର…

ରାୟ ପାଇଁ ୩୦ ମିନିଟ୍‌ ନେବି: ମୁଖ୍ୟ…

ନୂଆଦିଲ୍ଲୀ: ଆଜି ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ରାମ ଜନ୍ମଭୂମୀ- ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଅଯୋଧ୍ୟା ଜମି…

ଅଯୋଧ୍ୟା ବିବାଦ: ଆରମ୍ଭରୁ ଆଜି…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ଜମି ବାବଦ ମାମଲାର ରାୟ ଶୁଣାଣି ହେବ। ଦୀର୍ଘ ୭ ଦଶନ୍ଧି ଧରି ଚାଲିଥିବା ଅଯୋଧ୍ୟା ଜମି ବାବଦ ମାମଲାର ଶୁଣାଣି ପୂର୍ବରୁ ଶେଷ ହୋଇଛି। ଅନେକ ଥର କୋର୍ଟ ବାହାରେ ଏହାର ସମାଧାନ କରିବାକୁ ଉଦ୍ୟମ ହୋଇଥିଲେ ହେଁ ଏହା ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଦୀର୍ଘ ୪୦ ଦିନ କାଳ ନିୟମିତ…

ହିନ୍ଦୁ ଓ ମୁସଲିମ ସଂଗଠନ ଅଯୋଧ୍ୟା…

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାର ଅଛି। ଏହି ଐତିହାସିକ ରାୟ ଶୁଣାଣି ପରେ ଦେଶରେ ଯେପରି କିଛି ଅଶାନ୍ତି ବାତାବରଣ ସୃଷ୍ଟି ନହେବ ଦୃଷ୍ଟିରେ ରଖି ହିନ୍ଦୁ ଓ ମୁସଲିମ ଧର୍ମର ନେତା ଏବଂ ସଂଗଠନ ଗୁଡ଼ିକ ନିଜ ନିଜର ସଂପ୍ରଦାୟର ଲୋକଙ୍କୁ ଶାନ୍ତି…

ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲାରୁ…

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାକୁ ନେଇ ମୁହଁ ଖୋଲିଛନ୍ତି ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ। ସେ କହିଛନ୍ତି ଯେ, ଅଯୋଧ୍ୟା ମାମଲା ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲା ମଧ୍ୟରୁ ଅନ୍ୟତମ। ସୂଚନାଯୋଗ୍ୟ ଯେ, ରାଜନୀତିକ ଏବଂ ଅନ୍ୟ…