Odisha Link
Bridging the Missing Links in Odisha
Browsing Tag

Ayodhya

ରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ…

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଆଉ ମାତ୍ର କିଛି ସମୟର ଅପେକ୍ଷା। ଅଯୋଧ୍ୟାରେ ଭକ୍ତିମୟ ପରିବେଶ। ସବୁଠି ଶୁଭୁଛି ଜୟଶ୍ରୀରାମ। ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ହୋମ ଯଜ୍ଞରେ କମ୍ପୁଛି ଅଯୋଧ୍ୟା ନଗରୀ। ରାମଙ୍କ…

ସଜେଇ ହେଉଛି ଅଯୋଧ୍ୟା; ଅଗଣିତ…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ରାମଲାଲାଙ୍କ ପାଇଁ କୋଣ ଅନୁକୋଣରୁ ଆସୁଛି ଉପହାର।…

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ;…

ଓଏଲ୍‌ ବ୍ୟୁରୋ : ନେପାଳରୁ ଆସିଛି ଶାଳଗ୍ରାମ। ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ନିର୍ମାଣ ହେବା ପାଇଁ ନେପାଳରୁ ଅଣାଯାଇଥିବା ଦୁଇଟି ପ୍ରକାଣ୍ଡ ଦୁର୍ଲଭ ଶିଳାଖଣ୍ଡ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର…

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ରାମ ମନ୍ଦିର ନିର୍ମାଣ ଦାୟିତ୍ବ…

ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ…

ଅଯୋଧ୍ୟା: ଆରମ୍ଭ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଆଜିଠାରୁ ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଆଜି ସକାଳୁ ଇଞ୍ଜିନିୟରମାନେ ମନ୍ଦିର ନିର୍ମାଣ ହେବା ସ୍ଥାନର ମାଟି ପରୀକ୍ଷା କରୁଛନ୍ତି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ…

ରାମ ଜନ୍ମଭୂମି ଆନ୍ଦୋଳନର ୧୦ ଜଣ ବିସ୍ମୃତ…

ଗତ ଶତାବ୍ଦୀର ଅଶୀ ଦଶକରୁ ରାମ ଜନ୍ମଭୂମି ଆନ୍ଦୋଳନକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଥିଲା ଆର୍‌ଏସ୍‌ଏସ୍-ବିଜେପି ଯୋଡ଼ି। ସେତେବେଳେ ତାମିଲନାଡ଼ୁର ଏକ ଗାଁରେଏକ ଗଣଧର୍ମାନ୍ତରୀକରଣ ଘଟଣା ଏ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲା। ରାଷ୍ଟ୍ରୀୟ ସ୍ବୟସେବକ ସଂଘ, ବିଶ୍ବହିନ୍ଦୁ ପରିଷଦ, ସେତେବେଳେ ନବଗଠିତ ଭାରତୀୟ…

ସମସ୍ତଙ୍କର ରାମ, ସମସ୍ତଙ୍କ ଠାରେ ରାମ:…

ଅଯୋଧ୍ୟା: "ରାମ ସବ୍‌ କା ହୈ, ରାମ ସବ୍‌ ମୈ ହୈ।" ଆଜି ରାମ ମନ୍ଦିର ଭୂମିପୂଜା ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। 'ସିୟାବର ରାମଚନ୍ଦ୍ର କି ଜୟ' ଓ 'ଜୟ ଶ୍ରୀରାମ'ରୁ ନିଜର ବକ୍ତବ୍ୟ ଆରମ୍ଭ କରି ମୋଦୀ କହିଥିଲେ ଯେ ଏହି ନାମ ଏବେ କେବଳ ଅଯୋଧ୍ୟାରେ ଶୁଭୁଛି ତାହାନାହିଁ…

୨୯ ବର୍ଷ ପରେ ଅଯୋଧ୍ୟା ଗଲେ ନରେନ୍ଦ୍ର…

ଅଯୋଧ୍ୟା: ନିଜର ଶପଥ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୀର୍ଘ ୨୯ ବର୍ଷ ପରେ ଆଜି ଅଯୋଧ୍ୟା ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଜନତା ପାର୍ଟି (ବିଜେପି) ଗଠନର ମାତ୍ର ଗୋଟିଏ ଦଶନ୍ଧି ପରେ ହିଁ ରାମ ମନ୍ଦିର ପ୍ରସଙ୍ଗ ଏହି ଦଳକୁ ଏକ ଜାତୀୟ ପ୍ରତିଷ୍ଠା ଆଣିଥିଲା। ପୂରାତନ ରାମ ମନ୍ଦିର ଥିବା…

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ…

ଅଯୋଧ୍ୟା: ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଭୂମିପୂଜନ ଶେଷ ହୋଇଛି। ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର ଧର୍ମୀୟ ପାରମ୍ପରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ। ପଣ୍ଡିତଙ୍କର ମନ୍ତ୍ରୋଚାରଣ ସହ ଅତିଥିମାନେ ତଳେ ବସି ଏହି କାର୍ଯ୍ୟକ୍ରମ ସମାପନ କରିଛନ୍ତି।…

ରାମ ମନ୍ଦିର ଭୂମିପୂଜା: ୧୭୫ ଜଣ…

ଅଯୋଧ୍ୟା: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମଜନ୍ମଭୂମି ସ୍ଥଳରେ ହେବାକୁ ଥିବା ମନ୍ଦିର ଭୂମିପୂଜା ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ମଧ୍ୟରେ ହେବାକୁ ଥିବା ଏ ଉତ୍ସବକୁ ମାତ୍ର ୧୭୫ ଜଣଙ୍କୁ ନମନ୍ତ୍ରଣ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସମେତ ମଞ୍ଚରେ ୫ ଜଣ ଅତିଥି ବସିବେ…