Odisha Link
Bridging the Missing Links in Odisha
Browsing Tag

Baleswara

ପିସିଆର୍‌ ଭ୍ୟାନ୍‌କୁ ଛଡ଼େଇ ନେଲେ…

ଭୁବନେଶ୍ବର: ମଝି ରାସ୍ତାରୁ ପିସିଆର୍‌ ଭ୍ୟାନ୍‌କୁ ଛଡ଼େଇ ନେଇଛନ୍ତି ଫାଇନାନ୍ସର କର୍ମଚାରୀ।  ଅଧାବାଟରେ ଜଗିଥିଲେ ଫାଇନାନ୍ସ ସଂସ୍ଥାର କର୍ମଚାରୀ। ଦୀର୍ଘ ଦିନ ଧରି ଇଏମ୍‌ଆଇ ଜମା ହେଉନଥିବାରୁ ଗାଡ଼ିକୁ ଜବତ କରିଛନ୍ତି। କାନମୁଣ୍ଡା ଆଉଁସି ପୁଲିସ ଅଧିକାରୀ ଗାଡ଼ିରୁ ଓହ୍ଲାଇଲେ। ଫାଇନାନ୍ସ ସଂସ୍ଥା ଗାଡ଼ି…

ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ…

ବାଲେଶ୍ଵର: ପ୍ରସାଦ ସେବନ କରି ୫୦ରୁ ଉର୍ଦ୍ଧ୍ବ ଗୁରୁତର। ଏହି ଘଟଣାଟି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ଗିଲାଜୁଡି ଗ୍ରାମରେ ଘଟିଥିଲା। ଗିଲାଜୁଡି ଗ୍ରାମରେ ମା ଭଗବତୀଙ୍କ ପୂଜା ହୋଇଥିଲା । ଏହି ଅବସରରେ ପ୍ରାୟ ୧୫ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ମନ୍ଦିର ଆଖପାଖ ଗ୍ରାମରେ…

ସାପ କାମୁଡାର ୪ମାସ ପରେ ଯୁବକ ମୃତ

ଜଳେଶ୍ବର: ସାପ କାମୁଡାରେ ଜଣେ ଯୁବକ ୪ ମାସପରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଇକଡା ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନ । ସାପ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ପ୍ରକାଶ ଯେ, ଗତ ଅକ୍ଟୋବର ମାସରେ ମର୍ନିଂ ୱାକରେ ଯାଉଥିବା ବେଳେ…

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ନୀଳଗିରି: ଟ୍ରାକ୍ଟର ଧକ୍କାରେ ଯୁବକ ମୃତ। ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଜୁରିଆପାଟଣା ଛକ ନିକଟରେ ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ , ନୀଳଗିରି ଏନଏସି…

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ…

ବାଲେଶ୍ୱର: ପୂର୍ବଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ଘଟଣାଟି ବାଲେଶ୍ୱର ସଦରର ରେଳଷ୍ଟେସନ ନିକଟ ଶିଶୁ ଉଦ୍ୟାନ ଆଗରେ ଏହି ଘଟଣା ଘଟିଥିଲା । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ କାଳିଆ । ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ନିଖୋଜ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର

ଜଳେଶ୍ଵର : ବାଲିଆପାଳ ଥାନା ସୁନ୍ଦରକୋଇଲି ଗାଁର ତିନି ଦିନ ଥରି ନିଖୋଜ ଥିବା ୭ ବର୍ଷ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର। ଶିଶୁ କନ୍ୟାର ତଣ୍ଟି କାଟି ହତ୍ୟା କରି ଖାଲରେ ପୋତି ଦେଇ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ । ସମ୍ପର୍କୀୟ ମାମୁଁକୁ ଅଟକ ରଖି ପୋଲିସର…

ଥମୁନି ପିଲା ଚୋରି, ପୁଣି ଶିଶୁ କନ୍ୟା…

ଜଳେଶ୍ଵର: ଦିନକୁ ଦିନ ଶିଶୁ ଚୋରି ଆତଙ୍କ ବଢ଼ିବାରେ ଲାଗିଛି। ନୟାଗଡ଼ରେ ପରୀ ହତ୍ୟା ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଣି ବାଲେଶ୍ଵର ବାଲିଆପାଳ ଅଞ୍ଚଳରେ ଜଣେ ଶିଶୁ କନ୍ୟା ନିଖୋଜ ହେବା ଘଟଣା ସାମ୍ମନା ଆସିଛି। ବାଲିଆପାଳ ଥାନା ଜମ୍ଭୀରାଇ ଗ୍ରାମର ସାତ ବର୍ଷର ଶିଶୁ କନ୍ୟା ଗତ ଶୁକ୍ରବାର ସକାଳ ନଅ ଟାରୁ…

ବାଲେଶ୍ବର ଉପନିର୍ବାଚନ ପାଇଁ ମୁତୟନ ହେବେ…

ଭୁବନେଶ୍ବର: ଅସନ୍ତା ନଭେମ୍ବର ୩ରେ ବାଲେଶ୍ବର ସଦର ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ଉପନିର୍ବାଚନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ବାଲେଶ୍ବର ଉପନିର୍ବାଚନ ନେଇ ପୁଲିସ ମହାନିର୍ଦେଶକ ଅକ୍ଷୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। କୋଭିଡ୍‌ ନିୟମ…

ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍,…

ବାଲେଶ୍ବର: ଆଜି ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣା ଗ୍ରସ୍ତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍(ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ) ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ବସ୍‌ ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା…