Odisha Link
Bridging the Missing Links in Odisha
Browsing Tag

Bank Closed

ଆଜିଠୁ ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ

ନୂଆଦିଲ୍ଲୀ: ଆଜିଠୁ ଆସନ୍ତା ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ। ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂକୁ ବାଦ୍‌ ଦେଲେ ଦେଶରେ ଥିବା ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହିବ। ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏ ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକରେ କୌଣସି ଆର୍ଥିକ କାରବାର ହେବନାହିଁ। କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର…

୪ ଦିନ ବନ୍ଦ ରହିବ ବ୍ୟାଙ୍କ!

ଭୁବନେଶ୍ୱର: ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ। ଏନେଇ ଏଅଇବିଓସି ଓଡ଼ିଶା ୟୁନିଟ୍ ସଭାପତି ଦାମୋଦର…

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରେ ପଡ଼ୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣ ଅନୁକୋଣରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ। ଆରବିଆଇ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ଦିବସ ରହିବା କିଛି ଆଞ୍ଚଳିକ ଉତ୍ସବ ପଡ଼ୁଥିବାରୁ…

ଆଜିଠୁ ୩ ଦିନ ବ୍ୟାଙ୍କ ବନ୍ଦ, ମାର୍ଚ୍ଚରେ…

ଭୁବନେଶ୍ବର: ଆଜିଠାରୁ କ୍ରମାଗତ ଭାବେ ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ଫେବୃଆରୀ ୨୧ ଶୁକ୍ରବାର ମହାଶିବରାତ୍ରି ଏବଂ ଶନିବାର ମାସର ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ଛୁଟି ରହୁଛି। ତେବେ ରବିବାର ସାଧାରଣ ଭାବେ ଛୁଟି ରହୁଥିବା ଯୋଗୁ କ୍ରମାଗତ ଭାବେ ବ୍ୟାଙ୍କ ତିନି ଦିନ ପାଇଁ ବନ୍ଦ ରହିବ। ଏହାପରେ…

ମାର୍ଚ୍ଚ ୧୦ରୁ ୬ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଆସନ୍ତା ମାସ ମାର୍ଚ୍ଚ ମାସର ଦ୍ବିତୀୟ ସପ୍ତାହରେ ବ୍ୟାଙ୍କଗୁଡ଼ିକ ଲଗାତାର ୬ ଦିନ ବନ୍ଦ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ବେତନ ବଢ଼ାଇବା ଓ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଭଳି ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ମାର୍ଚ୍ଚ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଧର୍ମଘଟ କରିବେ।…

ଆଜିଠୁ ୪ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆଜିଠୁ ୪ଦିନ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ତା ପରଦିନଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି। ବ୍ୟାଙ୍କର ଏହି ଧର୍ମଘଟରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି…

ମାସ ଶେଷରେ ବନ୍ଦ ହେବ ବ୍ୟାଙ୍କ, ବ୍ୟାଙ୍କ…

ଭୁବନେଶ୍ବର: ମାସ ଶେଷରେ କିଛି ବ୍ୟାଙ୍କ କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି କି? ତେବେ ତା ପୂର୍ବରୁ ବ୍ୟାଙ୍କ ସମ୍ବନ୍ଧୀୟ କାମ ଶେଷ କରିନିଅନ୍ତୁ। ଜାନୁଆରି ୩୧ ତାରିଖ ଓ ଫେବ୍ରୁଆରି ୧ ତାରିଖ ଲଗାତାର ଦୁଇ ଦିନ ଧରି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଦରମା ପ୍ରଦାନ ଜନିତ ଅନେକ ସମସ୍ୟାକୁ କେନ୍ଦ୍ର…