Odisha Link
Bridging the Missing Links in Odisha
Browsing Tag

Bhubaneswar Airport

ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ବାଭାବିକ…

ଭୁବନେଶ୍ବର: ସରିଲା ବାତ୍ୟା 'ୟାସ୍'ର ପ୍ରକୋପ। ଧୀରେ ଧୀରେ ସ୍ଥିତି ସୁଧାରିବାରେ ଲାଗିଛି। ବାତ୍ୟା ୟାସ୍‌ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ବିମାନ ସେବା ବନ୍ଦ ଥିବାବେଳେ ଆଜି ସନ୍ଧ୍ୟା ୭ଟାରୁ ପୁଣି ସ୍ବାଭାବିକ ହେୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରକୁ ସମସ୍ତ ବିମାନ ସେବାକୁ ବାତିଲ କରିଥିବା…

ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ…

ଭୁବନେଶ୍ବର: କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।  ଏୟାରପୋର୍ଟରେ ଯାତ୍ରୀଙ୍କ ସ୍କ୍ରିନିଂ ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ବି ଏମ୍‌ ସି ପକ୍ଷରୁ ନିଆଯାଇଛି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କରାଯାଉଛି ସ୍କ୍ରିନିଂ। ସ୍କ୍ରିନିଂ…

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ। ବିମାନବନ୍ଦରରେ ଚେକିଂ ବେଳେ ଜଣେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ଚେନ୍ନାଇ ଯାଇଥାନ୍ତେ। ଜନତ ବନ୍ଧୁକର କୌଣସି କାଗଜପତ୍ର ନଥିଲା ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର…

ଭୁବନେଶ୍ୱର ବିମାନ ବନ୍ଦରରେ ଏସଓପି

ଭୁବନେଶ୍ବର: କରୋନାର ଦ୍ବିତୀୟ ସଂକ୍ରମଣକୁ ଦୃଷ‌୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଏସଓପି ଜାରି କରାଯାଇଛି। ବିଦେଶ ଫେରନ୍ତାଙ୍କ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ…

ଟେକ୍ନିକାଲ ଦୃଷ୍ଟିରୁ ତଦନ୍ତ ହେବ:…

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଏୟାରପୋର୍ଟ ଟର୍ମିନାଲ ଲିଙ୍କରେ ନିର୍ମାଣାଧୀନ ବିଲ୍ଡିଂ ଭୁଶୁଡ଼ିବା ଘଟଣାର ପ୍ରାରମ୍ଭିକ ଯାଞ୍ଚ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଏହାର ତଦନ୍ତ ନିମନ୍ତେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ଟେକ୍ନିକାଲ ଟିମ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘଟଣାରେ…

ଭୁବନେଶ୍ବର ବିମାନବନ୍ଦରରେ ଅଘଟଣ, ଜଣେ…

ଭୁବନେଶ୍ବର: ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ବରରେ ବଡ଼ ଅଘଟଣ। ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଘଟିଛି ଅଘଟଣ। ଟର୍ମିନାଲ-୧ ଓ ଟର୍ମିନାଲ-୨କୁ ଯୋଡ଼ିବା ଲାଗି ଏକ ଛାତର ନିର୍ମାଣ କାମ ଚାଲିଥିବାବେଳେ ଏହା ଅଚାନକ ଭୁଶୁଡ଼ି ପଡ଼ିଛି। ଫଳରେ ଏହି ଛାତ ତଳେ କିଛି ଶ୍ରମିକ ଚାପି ହୋଇ ଯାଇଥିଲେ।…

ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ବିମାନ…

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରତକୁ ଆରମ୍ଭ ହେବ ଏୟାର ଇଣ୍ଡିଆର ବିମାନ ସେବା। ଏହି ବିମାନ ଚଳାଚଳ ସେବା ଆସନ୍ତା ଜାନୁଆରି ୨୦ରୁ ଆରମ୍ଭ ହେବ ଏବଂ ସପ୍ତାହକୁ ଦୁଇ ଦିନ ବିମାନ ଉଡ଼ାଣ କରିବ ବୋଲି ଜଣାଯାଇଛି। ଏୟାର ଇଣ୍ଡିଆର ବରିଷ୍ଠ ଏଜିଏମ୍‌(ମାର୍କେଟିଂ ପ୍ଲାନିଂ ଆଣ୍ଡ ସିଡ୍ୟୁଲସ୍‌) ମୋନିକା ଠୁକରାଲ ବିଜୁ…

ଭୁବନେଶ୍ବର ବିମାନବନ୍ଦରରୁ ୫୨ ଲକ୍ଷ…

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜଣେ ଯାତ୍ରୀଙ୍କ ଠାରୁ ୧୩୧୦.୬୫୦ ଗ୍ରାମ୍‌ର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ବିସ୍କୁଟ ୯୯ ପ୍ରତିଶତ ଶୁଦ୍ଧ ଥିବା ବେଳେ ବଜାରରେ ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କାରରୁ ଉର୍ଦ୍ଧ ହେବ। ଏହି ସୁନାକୁ ଚାଲାଣ…

ତିନି ଥାକିଆ ସୁରକ୍ଷା ମଧ୍ୟରେ ଭୁବନେଶ୍ୱର…

ଭୁବନେଶ୍ବର : କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ହାଇ ଆଲର୍ଟ ଜାରି ହୋଇଛି। ଏଥିରେ ଭୁବନେଶ୍ବର ବିମାନବନ୍ଦର ପାଇଁ ହାଇ ଆଲର୍ଟ ଜାରି ହୋଇଛି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନଜରରେ ରଖି ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।…