Odisha Link
Bridging the Missing Links in Odisha
Browsing Tag

Bihar Election

ବିହାର ନିର୍ବାଚନ: ଏନ୍‌ଡିଏର ଆସନ…

ବିହାର: ବିହାର ନିର୍ବାଚନ ପାଇଁ ଏନ୍‌ଡିଏ ପକ୍ଷରୁ ଆସନ ଭାଗବଣ୍ଟା ଘୋଷଣା ହୋଇଛି। ପ୍ରେସ୍‌ମିଟ୍‌ରେ ଜରିଆରେ ନିର୍ବାଚନ ପାଇଁ ଆସନ‌ ଭାଗବଣ୍ଟା ଘୋଷଣା କଲେ ନୀତିଶ କୁମାର। ଜେଡିୟୁକୁ ୧୧୫ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା ହୋଇଛି। ଏଥିସହ ୧୨୧ଟି ଆସନରେ ପ୍ରାର୍ଥୀ ଦେବ ବିଜେପି। ପୂର୍ବତନ ମୁଖ୍ୟମନ୍ତ୍ରୀ…

ବିହାର ମହାମେଣ୍ଟରେ ଆସନ ବୁଝାମଣା:…

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟରେ ଆସନ ବୁଝାମଣା ଘୋଷଣା ହୋଇଛି। ଆଜି ପାଟଣାର ମୌର୍ଯ୍ୟା ହୋଟେଲରେ ଆ​ୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରାଯାଇଛି। ବିହାର ବିଧାନସଭା ପାଇଁ ୨୪୩ ଆସନରୁ ୧୪୪ ଆସନରେ ଆରଜେଡ଼ି, ୭୦ରେ କଂଗ୍ରେସ ଓ ୨୯ ସିଟରେ ବାମପନ୍ଥୀ ଦଳ ନିର୍ବାଚନ…

ବିହାର ନିର୍ବାଚନ ଓ ଉପନିର୍ବାଚନ ଏକତ୍ର…

ନୂଆଦିଲ୍ଲୀ : ବିହାର ବିଧାନସଭା ସାଧାରଣ ନିର୍ବାଚନ ସହ ଦେଶରେ ଖାଲି ପଡ଼ିଥିବା ବାକି ୬୫ଟି ଆସନ ଲାଗି ଉପନିର୍ବାଚନ ଏକ ସମୟରେ କରାଯିବ। ଏନେଇ ଆଜି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୨୯ ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗ…

ବିହାର ନିର୍ବାଚନ: ଏହି ମାସରେ ଘୋଷଣା ହେବ…

ପାଟନା:କରୋନା କାଳରେ ପାଖେଇ ଆସୁଛି ନିର୍ବାଚନ ଋତୁ। ଚଳିତ ବର୍ଷ ଶେଷ ଆଡ଼କୁ ହେବ ବିହାର ବିଧାନସଭା ନିର୍ବାଚନ। ଯାହାକୁ ନଜରରେ ରଖି ଚଳଚଞ୍ଚଳ ବିହାର ରାଜନୀତି। ନିର୍ବାଚନ ପାଇଁ ସେପ୍ଟେମ୍ବରରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ନିର୍ବାଚନକୁ ଆଖି…

ବିହାରରେ ପୋଷ୍ଟର ଲଗାଇ ନିଜକୁ…

ପାଟନା: ଚଳିତ ବର୍ଷ ବିହାରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଚଳିତ ନିର୍ବାଚନ ରୋଚକ ରୂପ ନେବାକୁ ଯାଉଛି। ଲଣ୍ଡନରେ ରହୁଥିବା ଜଣେ ବିହାର ଯୁବତୀ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଯୁବତୀଙ୍କ ନାମ ପୁଷ୍ପମ୍‌ ପ୍ରିୟା ଚୌଧୁରୀ ବୋଲି ଜଣାପଡ଼ିଛି। ବିହାରର ଦରଭଙ୍ଗାର ଏହି…

ବିହାରରେ ପୋଷ୍ଟର ରାଜନୀତି, ଲାଲୁ…

ପାଟନା : ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ନିର୍ବାଚନ ପାଇଁ ଅନେକ ସମୟ ଅଛି। ହେଲେ ଏବେଠାରୁ ବ୍ୟାନର ଓ ପୋଷ୍ଟରକୁ ନେଇ ଶାସକ-ବିରୋଧୀ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ…