Odisha Link
Bridging the Missing Links in Odisha

ବିହାର ନିର୍ବାଚନ: ଏନ୍‌ଡିଏର ଆସନ ଭାଗବଣ୍ଟା

ବିହାର: ବିହାର ନିର୍ବାଚନ ପାଇଁ ଏନ୍‌ଡିଏ ପକ୍ଷରୁ ଆସନ ଭାଗବଣ୍ଟା ଘୋଷଣା ହୋଇଛି। ପ୍ରେସ୍‌ମିଟ୍‌ରେ ଜରିଆରେ ନିର୍ବାଚନ ପାଇଁ ଆସନ‌ ଭାଗବଣ୍ଟା ଘୋଷଣା କଲେ ନୀତିଶ କୁମାର। ଜେଡିୟୁକୁ ୧୧୫ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା ହୋଇଛି। ଏଥିସହ ୧୨୧ଟି ଆସନରେ ପ୍ରାର୍ଥୀ ଦେବ ବିଜେପି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଝିଙ୍କ ଦଳକୁ ୭ ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା ହୋଇଛି।

Comments are closed.