୨୦୨୪ରେ ସିଏ ରହିବେ ତ? : ନୀତିଶ କୁମାର
ଓଏଲ୍ ବ୍ୟୁରୋ: ୨୨ ବର୍ଷ ମଧ୍ୟରେ ୮ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର। ଏପରିକି ବିହାର ରାଜନୀତିରେ ୨୪ ଘଣ୍ଟା ମଧ୍ୟରେ ଇସ୍ତଫା ଓ ଶପଥ ନେବାର ପର୍ବ ମଧ୍ୟ ଶେଷ ହୋଇଯାଇଛି। ବିଜେପି ସହ ସମ୍ପର୍କ ଛିନ୍ନ କରି ସାରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦି ସରକାରଙ୍କୁ…