Odisha Link
Bridging the Missing Links in Odisha
Browsing Tag

Bihar Election

କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? ନୀତିଶ…

ପାଟନା: ବିହାର ରାଜନୀତିକୁ ନେଇ ଚର୍ଚ୍ଚା। ବିହାରରେ ସରକାର ଗଠନ କରିବାକୁ ଏନଡିଏ ମ୍ୟାଜିକ ନମ୍ବର ହାସଲ କରିଥିଲେ ହେଁ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଗୁରୁବାର ଜେଡିୟୁର…

ନଭେମ୍ବର ୧୬ରେ ଶପଥ ନେଇପାରନ୍ତି ନୀତିଶ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏକୁ ମିଳିଛି ସ୍ପଷ୍ଟ ବହୁମତ। ବହୁମତ ମିଳିବା ପରେ ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦୀପାବଳି ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ନୀତିଶ କୁମାର। ସୂଚନା ମୁତାବକ ୧୬ ନଭେମ୍ବରରେ ଶପଥ ଗ୍ରହଣ ସମାରୋହ ହେବ।…

ବାଣ ଫୁଟେଇବା ପଡିଲା ମହଙ୍ଗା, ବିଜେପି…

କଟିହାର: ନିର୍ବାଚନରେ ଜିତିବା ଖୁସିରେ ବାଣ ଫୁଟାଇବା ପଡିଲା ମହଙ୍ଗା। ବିହାର କଟିହାରରେ ଏନଡିଏର ବିଜୟ ଖୁସିରେ ବାଣ ଫୁଟାଇବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଫଳକା ଥାନା ଅନ୍ତର୍ଗତ ସୋହତା ପଞ୍ଚାୟତ ଗୋପାଳପଟ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଜେପି ବୁଥ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବରଙ୍କ…

ନୀତୀଶଙ୍କ ଉପରକୁ ପିଆଜ ମାଡ଼

ମଧୁବନୀ: ନୀତୀଶ କୁମାରଙ୍କୁ ପିଆଜ ମାଡ଼। ବିହାର ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କରୁଥିଲେ। ଆଜି ପ୍ରଚାର ସମୟରେ ସଭାରେ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ନୀତୀଶ କୁମାରଙ୍କ ବିରୋଧରେ ଥିବା…

କଂଗ୍ରେସ ଶାସନ କାଳରେ ବିହାରର ତିଳେମାତ୍ର…

ବିହାର : କଂଗ୍ରେସର ଶାସନ କାଳରେ ବିହାରର ତିଳେମାତ୍ର ବିକାଶ ହୋଇନାହିଁ ବୋଲି ଗୁରୁବାର ବିହାରର ବିଭିନ୍ନ ସ୍ଥାନରେ ନିଜର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିହାରର ତରୈୟା, ମଧୁବନ, ରୋସଡା ଓ ପିପରାର ବିଭିନ୍ନ ଅଞ୍ଚଳରେ…

ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍‌…

ପାଟନା: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ମତଦାନ କେନ୍ଦ୍ରରେ ଲୋକେ ଭୋଟ ଦେବା ପାଇଁ ଆସିଛନ୍ତି। ମତଦାନ ଦେବା ପାଇଁ ବିଭିନ୍ନ ନେତା ମନ୍ତ୍ରୀ ଅପିଲ କରୁଥିବା ବେଳେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ମତଦାନ ଦେବା ପାଇଁ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି…

ବିହାର ଲୋକଙ୍କୁ ଏବେ ଆଉ ଲଣ୍ଠନ ଦରକାର…

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାସାରାମ ଓ ଗୟା ରାଲିକୁ ସମ୍ବୋଧିତ କରି ମୋଦୀ ବିରୋଧୀ ଦଳକୁ ଅନେକ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ଟାର୍ଗେଟ୍ କରି କହିଛନ୍ତି, ବିହାରର…

ମୋଦି ବିହାରବାସୀଙ୍କୁ ମିଛ ପ୍ରତିଶ୍ରୁତି…

ପାଟଣା: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆଜି ବିହାର ନୱାଡ​‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏକ ନିର୍ବାଚନୀ ରାଲିକୁ ସମ୍ଭୋଧିତ କରିଛନ୍ତି।…

ବିହାର ନିର୍ବାଚନ: ବିଜେପିର ନିର୍ବାଚନୀ…

ପାଟଣା: ବିହାରରେ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି। ନିର୍ବାଚନ ଇସ୍ତାହାରରେ ପ୍ରଥମ ପ୍ରତିଶ୍ରୁତି ରହିଛି କୋରୋନା ଟିକା। ବିହାରର ପ୍ରତି ଲୋକଙ୍କୁ ମାଗଣାରେ ମିଳିବ କୋରୋନା ଟିକା। ଏନେଇ ଇସ୍ତାହାର ଜାରି କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଇସ୍ତାହାରରେ ପ୍ରକାଶ ପାଇଛି…

ବିହାର ନିର୍ବାଚନ: କଂଗ୍ରେସ ପ୍ରକାଶ କଲା…

ନୂଆଦିଲ୍ଲୀ: କରୋନା କାଳରେ ହେବାକୁ ଯାଉଛି ବିହାର ନିର୍ବାଚନ। ଯାହାକୁ ନେଇ ବିହାର ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଅପରପକ୍ଷେ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ସମସ୍ତ ଦଳ ଭୋଟରଙ୍କୁ ହାତେଇବା ପାଇଁ ନିଜ ନିଜ ରଣନୀତିରେ ଲାଗିଛନ୍ତି। ଏନେଇ ନିର୍ବାଚନ ପ୍ରଚାର ଅଭିଯାନ…