Odisha Link
Bridging the Missing Links in Odisha
Browsing Tag

Brown Sugar Seized

ରାଜଧାନୀରୁ ଜବତ ହେଲା ଧଳା ଜହର

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ଧଳା ଜହାର। ପୋଲିସର ଚେକିଂ ପରେ ବି ଚାଲିଛି ଏହି ଚୋରା କାରବାର। ଏହି ଧଳା ଜହରା କାରବାରରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଚଢାଉରେ ପ୍ରାୟ ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍। ଜବତ ବ୍ରାଉନ ସୁଗାରର ଆନୁମାନିକ…

ଖୋର୍ଦ୍ଧାରୁ ୨୬୨ ଗ୍ରାମ୍ ବ୍ରାଉନ ସୁଗାର…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗା ଅଞ୍ଚଳରୁ ୨୬୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଆଜି ଦୁଇଜଣ ଯୁବକଙ୍କୁ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି। ସେମାନଙ୍କୁ ଗିରଫ କରିବା ବେଳେ ପୋଲିସ ସେମାନଙ୍କ ନିକଟରୁ ୨୬୨…

ଖଣ୍ଡଗିରିରୁ ଜବତ ହେଲା ଧଳା ଜହର

ଭୁବନେଶ୍ବର: ରାଜଧାନୀରେ ଚାଲିଛି ବେଧଡକ ବ୍ରାଉନସୁଗାର କାରବାର। ଆଜି ଖଣ୍ଡଗିରି ଅଞ୍ଚଳରେ ରେଡ୍ କରି ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ବାଲେଶ୍ବରରୁ ବ୍ରାଉନସୁଗାର ଆଣି ରାଜଧାନୀର…

୫୦ ଲକ୍ଷର ବ୍ରାଉନସୁଗାର ଜବତ, ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର ୩୨୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏନେଇ ମାଷ୍ଟରମାଇଣ୍ଡ ସେକ ସକିଲ ସହ ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇ କହିଛନ୍ତି ଯେ, ମୁର୍ସିଦାବାଦ, ମେଦିନାପୁର ଓ ବାଲେଶ୍ୱର ଦେଇ…

୩୮ଗ୍ରାମ୍ ବ୍ରାଉନସୁଗାର ଜବତ

ଜଗତସିଂହପୁର: ଜଗତସିଂହପୁର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ, ପୋଲିସ ଓ ଅବକାରୀ ବିଭାଗ ସ୍ପେଶାଲ ଫ୍ଲାଇଂ ସ୍କ୍ବାଡ୍ ସଦର ଥାନା ଅଞ୍ଚଳରେ ମିଳିତ ଚଢ଼ାଉ କରି ମୋଟ୍ ୩୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ…

୬ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର…

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ପ୍ରାୟ ୬ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଆଜି ସକାଳ ପାଖାପାଖି ପ୍ରାୟ ସାଢ଼େ ୫ଟା ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗାଁରେ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢଉ କରାଯାଇଥିଲା। ରାଜପୁରର ଆବାସ ଖାନ ନାମକ…

୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: କମିଶନରେଟ୍ ପୁଲିସ ଆଜି ଜଣେ କୁଖ୍ୟାତ ବ୍ରାଉନସୁଗାର ଡ଼ିଲରକୁ ଗିରଫ କରିଛି। ସେ ବିଭିନ୍ନ ଏଜେଣ୍ଟମାନଙ୍କୁ ବ୍ରାଉନସୁଗାର ଯୋଗାଇ ଆସୁଥିଲା। ଏହି ଏଜେଣ୍ଟମାନଙ୍କ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗାର ପଠାଯାଉଥିଲା। ଅଭିଯିକ୍ତ ନିକଟରୁ ୨୫୦ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର…

ଜବତ ହେଲା ସାଢ଼େ ୩ ଲକ୍ଷ ଟଙ୍କାର ବ୍ରାଉନ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ସହରର ନିକଟସ୍ଥ ଘାଟଘର ସାହି ଅଞ୍ଚଳରୁ ମୁନା ନାଥଙ୍କ ପାଖରୁ ସୋମବାର ପ୍ରାୟ ୩୨ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହାସହ ମୁନାକୁ ଗିରଫ କରାଯାଇଛି। କଟକସ୍ଥିତ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଚଢାଉ କରି ଏହି ବ୍ରାଉନ ସୁଗାର ଜବତ କରିଛି ଯାହାର…