Odisha Link
Bridging the Missing Links in Odisha
Browsing Tag

CBI investigation

ସିବିଆଇ ଜାଲରେ ରେଳ ଅଧିକାରୀ, ଠାବ ହେଲା…

ଓଏଲ୍‌ ବ୍ୟୁରୋ : ସିବିଆଇ ପଞ୍ଝାରେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଅବସରପ୍ରାପ୍ତ ରେଳ ଅଧିକାରୀ ହେଲେ ପ୍ରମୋଦ ଜେନା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରେଳ ଅଧିକାରୀଙ୍କ ଘରେ ରେଡ଼ ମାରିଛି ସିବିଆଇ। ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଚଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ନଗଦ ୧କୋଟି…

ସିବିଆଇ ପଞ୍ଝାରେ ରେଳ ଅଧିକାରୀ

ଓଏଲ୍‌ ବ୍ୟୁରୋ : ପୁଣି ଆଉ ଜଣେ ସରକାରୀ କର୍ମଚାରୀଙ୍କ ଘରେ ରେଡ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସିବିଆଇ ଜାଲରେ ରେଳ ଅଧିକାରୀ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଭୁବନେଶ୍ୱରର ୨ଟି ସ୍ଥାନ ଏବଂ କଟକ ଓ ଜଗତସିଂହପୁରରେ ମଧ୍ୟ ସିବିଆଇର ଚଢ଼ାଉ। ଖବର ଅନୁସାରେ ଆୟ ବର୍ହିଭୂତ ସମ୍ପତ୍ତି…

ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ…

ନୂଆଦିଲ୍ଲୀ: ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ବାଧ୍ୟତାମୂଳକ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସିବିଆଇ ତଦନ୍ତ ପାଇଁ ଯେଉଁ ରାଜ୍ୟକୁ ଯିବାକୁ ଚାହିଁବେ ସେନେଇ ପ୍ରଥମେ…

ହାଥରସ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଏନେଇ ସିବିଆଇ ଆଜି ପୀଡିତାଙ୍କ ଗାଁରେ ପହଞ୍ଚି ୩ଟି ସ୍ଥାନରେ ଛାନଭିନ କରିଛି। ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ କରିଥିଲା ସିବିଆଇ। ଘଟଣାସ୍ଥଳରେ ଭିଡିଓଗ୍ରାଫି କରାଯିବା ସହ ପୀଡିତାଙ୍କ ପରିବାରକୁ ପଚରାଉଚରା କରିଥିଲା ସିବିଆଇ।…

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ମୋଡ଼ ଆସିଛି। ମ୍ୟାନେଜର ଦିଶାଙ୍କ ମୃତ୍ୟୁକୁ ସୁଶାନ୍ତ ମୃତ୍ୟୁ ସହ ଯୋଡ଼ି ଯାଞ୍ଚ କରିବ ସିବିଆଇ। ଏବେ ସିବିଆଇ ସୁଶାନ୍ତ ଏବଂ ତାଙ୍କର ପୂର୍ବ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପଛରେ କିଛି ସଂପର୍କ ରହିଛି କି ନାହିଁ…

ରିୟାଙ୍କୁ ସିବିଆଇର ଚତୁର୍ଥ ଦିନ ଜେରା…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ-ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଲଗାତାର ଚତୁର୍ଥ ଦିନ ଜେରା କରୁଛି। ଜେରା ପାଇଁ ରିୟା ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସିବିଆଇ ପଚରାଉଚୁରା ଜାରି ରହିଛି।…

ରିୟାଙ୍କୁ ସିବିଆଇର ଦ୍ବିତୀୟ ଦିନ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି। ଗତକାଲି ପ୍ରାୟ ୧୦ଘଣ୍ଟା ଧରି ସିବିଆଇ ରିୟାଙ୍କୁ ଜାରା କରିଥିବା ବେଳେ ଆଜି ଦ୍ବିତୀୟ ଦିନ ଜେରା କରୁଛି। ତଦନ୍ତ ପାଇଁ ରିୟା ଡିଆରଡିଓ ଗେଷ୍ଟ ହାଉସରେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଭୂତ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ଦଳ ଏବେ ଭୂତ ମିଷ୍ଟ୍ରିର ଯାଞ୍ଚ କରିବ। ସିବିଆଇର ମୁମ୍ବାଇର ଓ୍ଵାଟର ଷ୍ଟୋନ ହୋଟେଲ-କ୍ଲବ୍‌ ଉପରେ ରହିଛି। ପରିବାର ଅଭିଯୋଗ କରିଛନ୍ତି ଏହି ରିସର୍ଟକୁ ଅସିବା ପରେ ସୁଶାନ୍ତଙ୍କ ପରିବାର ସହିତ ଯୋଗାଯୋଗ ବିଚ୍ଛିନ୍ନ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଆଜି…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର ହେବା ପରେ ସିବିଆଇ ଏହି ମାମଲାରେ ଖୋଳତାଡ ଜାରି ରଖିଛି। ସିବିଆଇ ସୁଶାନ୍ତଙ୍କ ରୋଷେୟା, ବନ୍ଧୁ, ଘର ମାଲିକଙ୍କୁ ଜେରା କରିସାରିଥିବା ବେଳେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିପାରେ। ସୁଶାନ୍ତଙ୍କ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଆଜି…

ପାଟନା: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସମେତ ରାଜୀବ ନଗର ଥାନାରେ ଅଭିଯୋଗ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବ ସିବିଆଇ। ସିବିଆଇର ଏସଆଇଟି ଆଜି…