Odisha Link
Bridging the Missing Links in Odisha
Browsing Tag

Citizenship-Amendment-Bill

ଚାଲିଛି ନିର୍ବାଚନ; ସିଏଏ ଦ୍ବାରା ୧୪ ଜଣ…

ଓଏଲ୍‌ ବ୍ୟୁରୋ: ଦେଶରେ ଚାଲିଛି ନିର୍ବାଚନ ଋତୁ। ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଦେଶରେ ଲାଗୁ ହୋଇଥିଲା ନାଗରିକତା ସଂଶୋଧନ ଆଇନ୍‌ କାର୍ଯ୍ୟକାରୀ ହୋଇଥିଲା। ନିର୍ବାଚନ ଶେଷ ହେବା ପୂର୍ବରୁ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବଳରେ ୧୪ ଜଣଙ୍କୁ ମିଳିଲା ଭାରତୀୟ ନାଗରିକତା ପ୍ରମାଣପତ୍ର। ସିଏଏ ଲାଗୁ…

ଏହା ପାକିସ୍ତାନର ସଂସଦ ନୁହେଁ: ଶିବସେନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭା ସରଗରମ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରାଜ୍ୟସଭାରେ ସିଏବି ବିଲକୁ ଆଗତ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ଲୋକସଭାରେ ସିଏବିକୁ ସମର୍ଥନ ଦେଇଥିବା ଶିବସେନା ରାଜ୍ୟସଭାରେ ୟୁଟର୍ଣ୍ଣ…

ନାଗରିକତା ବିଲ୍: ଆଞ୍ଚଳିକ ଦଳଙ୍କ ଭୂମିକା…

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିବେ। ଲୋକସଭା ଭଳି ରାଜ୍ୟସଭାରେ ବିଲ୍ ପାସ କରାଇବାକୁ ରୀତିମତ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା। ସେପଟେ ବିଲ୍ ପାସ୍ କରାଇ ନଦେବାକୁ ସ୍ୱତନ୍ତ୍ର…

ନାଗରିକତା ବିଲ୍: କାଲି ରାଜ୍ୟସଭା…

ନୂଆଦିଲ୍ଲୀ: ଗତକାଲି ମଧ୍ୟରାତ୍ରରେ ଲୋକସଭାରେ ପାରିତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍। ଏହି ବିଲକୁ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଦିନ ୨ଟାରୁ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ। ବିତର୍କ ପାଇଁ ୬ ଘଣ୍ଟାର ସମୟ ଦିଆଯାଇଛି। ତେବେ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ…

ଅମିତ ଶାହଙ୍କ ଉପରେ ପ୍ରତିବନ୍ଧ ଲାଗିବା…

ଓ୍ବାଶିଂଟନ୍: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ନେଇ ତାତି। ଆମେରିକା କମିଶନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ନିବେଦନ କରିଛି। ଫେଡରାଲ ଆମେରିକା କମିଶନ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଛି। କମିଶନ ଭାରତ ସରକାର ଆଣିଥିବା ନାଗରିକତା…

ନାଗରିକତା ସଂଶୋଧନ ବିଲ୍: ବିଜେଡିର…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍। ଲୋକସଭାରେ ଆଗତ କରିଥିଲେ ଗୃହ ମନ୍ତ୍ରୀ ଅମିତ ଶାହ। ପ୍ରଥମେ ବିଲକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ବିଲ୍‌ ଉପସ୍ଥାପନା ନେଇ ସଂସଦରେ ଭୋଟିଂ କରାଯାଇଥିଲା। ବିଲ୍‌ ଆଗତ ସମୟରେ ସଂସଦରେ ମୋଟ ୩୭୫ ସଦସ୍ୟ ଉପସ୍ଥିତ…