Odisha Link
Bridging the Missing Links in Odisha
Browsing Tag

Cm naveen pattnaik

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ଆହତଙ୍କୁ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ବାହାନଗା ଦୁର୍ଘଟଣାରେ ଆହତଙ୍କୁ ବାଲେଶ୍ୱର, ଭଦ୍ରକର ଓ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଡ୍ୟୁଟି…

ଓଏଲ୍‌ ବ୍ୟୁରୋ: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଡ୍ୟୁଟିରେ ମୃତ୍ୟୁ ହେଲେ ୪ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା। ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର। ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ସହାୟତା ମିଳିବ ୧୦ ଲକ୍ଷ ଟଙ୍କା। ଆଘାତରୁ ସ୍ଥାୟୀ ଅକ୍ଷମ ହେଲେ…

ରାଜ୍ୟରେ ଖୋଲିବ ୩ଟି ନୂଆ ଥାନା, ମୋହର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଖୋଲିବ ଆଉ ୩ଟି ନୂଆ ଥାନା। ଓଡ଼ିଶାରେ ୩ଟି ନୂଆ ଥାନା ଖୋଲିବାକୁ ହୋଇଥିବା ଯୋଜନାରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୁଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି। କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ…

ବାତ୍ୟା ୟଶ୍‌ ନେଇ ରାଜ୍ୟବାସୀଙ୍କୁ…

ଭୁବନେଶ୍ବର: ବାତ୍ୟା ୟଶ୍‌ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ…

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ରାଜ୍ୟରେ ହୁହ ହେଇ ବଢିବାରେ ଲାଗିଛି କରୋନାର କାୟା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନା ସଂକ୍ରମଣ ନେଇ ଗତକାଲି ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିବାବେଳେ ଓଡ଼ିଶାରେ ମାଟ୍ରିକ ପରୀକ୍ଷା ହେବ କି ନାହିଁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମହାରଥୀଙ୍କ…

ଭୁବନେଶ୍ୱର: ନବୀନ ନିବାସରେ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପରିବାର। ରୁଦ୍ର ପ୍ରତାପ ମହାରଥୀ ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ନବୀନଙ୍କୁ ଭେଟିଛନ୍ତି ପୂରା ପରିବାର। ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ, ପୁଅ ରୁଦ୍ର, ଝିଅ ପଲ୍ଲବୀ ଓ ଜାଇଁ…

ଭର୍ଚୁଆଲ ମୋଡରେ କୃଷି ଓଡିଶା-୨୦୨୧…

ଭୁବନେଶ୍ୱର: ଭର୍ଚୁଆଲ ମୋଡରେ ଉଦଘାଟିତ ହେଲା ଭୁବନେଶ୍ୱର ବରମୁଣ୍ଡାରେ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା-୨୦୨୧’। ଏଥିରେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଉପସ୍ଥିତ ରହିଛନ୍ତି। କୃଷି ପ୍ରଦର୍ଶନୀରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୫ ଶହ ଚାଷୀମାନେ ଯୋଗଦେଇଛନ୍ତି ।…

ବିଜୁବାବୁଙ୍କର ସାନପିଲା ନୂଆପଡ଼ା ଏବେ…

ନୂଆପଡା: ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ନୂଆପଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଯାଇ ଲୋୟର ଇନ୍ଦ୍ର…

ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର…

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,‘ମହିଳାଙ୍କ ଉନ୍ନତି ପାଇଁ ବିଜୁବାବୁ କାମ କରୁଥିଲେ। ଏହାକୁ ଆମେ ଆଗକୁ ନେଉଛୁ। ମହିଳାଙ୍କୁ ସଶକ୍ତ କରିବାକୁ ବିଜେଡି ଉଦ୍ୟମ…

କୋଭିଡ୍ ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ଆଜି କୋଭିଡ୍‌ ପ୍ରତିଷେଧକ ଟିକା “କୋଭାକ୍ସିନ୍” ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନବୀନ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ପରେ ସେ ଦ୍ବିତୀୟ ଡୋଜ୍ ନେବେ ବୋଲି ଜଣାପଡିଛି। ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ଜଣାପଡିଛି। ତେବେ ମାର୍ଚ୍ଚ…