Odisha Link
Bridging the Missing Links in Odisha
Browsing Tag

Commisonrate Police

ଚର୍ଚ୍ଚିତ ହୋଟେଲ ବ୍ୟବସାୟୀ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବିଶ୍ୱଜିତ ନାୟକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ମହିଳା କେୟାରଟେକରକୁ ଗିରଫ କଲା ପୁଲିସ। ସମ୍ପତ୍ତି ଲୋଭରୁ ହତ୍ୟା କରାଯାଇଥିବା ସନ୍ଦେହରେ ଗିରଫ କରାଯାଇଛି। ସୁଙ୍କି ପୂର୍ବରୁ ଏକ ହତ୍ୟା ମାମଲାରେ ୧୨ ବର୍ଷ ସଜା କାଟିଥିବା ସୂଚନା ରହିଛି।…

ମିଳିଲା ମୁଣ୍ଡବିହୀନ ମୃତ ମହିଳାଙ୍କ…

ଭୁବନେଶ୍ୱର: ମିଳିଲା ମୁଣ୍ଡବିହୀନ ମୃତ ମହିଳାଙ୍କ ପରିଚୟ। ଭୁବନେଶ୍ୱର ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାର ଏକ ସପ୍ତାହ ପରେ କମିଶନରେଟ ପୋଲିସକୁ ମିଳିଛି ସଫଳତା। ଜଣାପଡିଛି ମୃତ ମହିଳାଙ୍କ ପରିଚୟ। ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବେ ବୋଲି…

ସ୍ଥିତି ନିୟନ୍ତ୍ରଣରେ ଅଛି : କମିଶନର

ଭୁବନେଶ୍ବର: ଅଗ୍ନିକାଣ୍ଡ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜର ମନ୍ତବ୍ୟ ରଖିଛନ୍ତି। କମିଶନରଙ୍କ ହକିବା ଅନୁଯାୟୀ ପେଟ୍ରୋଲ ପମ୍ପରେ ମୋଟ ୩ଟି ଟାଙ୍କି ରହିଛି। ପେଟ୍ରୋଲ ଟାଙ୍କି, ଡିଜେଲ ଟାଙ୍କି ଓ ସିଏନ୍‌ଜି ଟାଙ୍କି ରହିଛି। ସିଏନଜି ଟାଙ୍କିରେ ନିଆଁ ଲାଗିଛି। ପେଟ୍ରୋଲ ଡିଜେଲ ଅକ୍ଷତ ଅଛି।…

ସଂପୃକ୍ତ ପୋଲିସ ବି ତଦନ୍ତ ପରିସରଭୁକ୍ତ:…

ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ନୂଆ ମୋଡ଼ ନେଇଛି। ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯେ, ସଂପୃକ୍ତ ପୋଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ। ତଦନ୍ତ ଠିକ ଭାବେ ଚାଲିଛି। ଠିକ ସମୟ ଆସିଲେ କହିହେବ। ଏବେ ସେ ନେଇ କିଛି ବକ୍ତବ୍ୟ…

ପୁଲିସ ସେବା ଭବନ ୨ ଦିନ ପାଇଁ ବନ୍ଦ

ଭୁବନେଶ୍ବର: ଦିନକୁୁ ଦିନ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି। କ୍ରମାଗତ କିଛି ଦିନ ହେବ ରାଜ୍ୟରେ ଲୋକାଲ କେସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ୨ଦିନ ବା ୪୮ ଘଣ୍ଟା ପାଇଁ…

କିଣାକିଣି ପାଇଁ ଗାଡ଼ିରେ ଯାଆନ୍ତୁ ନାହିଁ:…

ଭୁବନେଶ୍ବର: ଭୁବନେଶ୍ୱର, କଟକ ଓ ଭଦ୍ରକରୁ ଗତକାଲି ରାତି ୮ଟାରୁ ସଟ୍‌ଡାଉନ୍ ଉଠିଯାଇଛି ଏବଂ ପୂର୍ବପରି ଲକ୍‌ଡାଉନ୍‌ ବଳବତ୍ତର ରହିବ। ହେଲେ ଭୁବନେଶ୍ବର ଓ କଟକରେ ଲକ୍‌ଡାଉନ୍‌ ସମୟରେ ମଧ୍ୟ କଟକଣା କଡ଼ା ରହିବ। ପରିବା, ଗ୍ରୋସେରୀ ଏବଂ ଔଷଧ ଆଦି ପାଇଁ ଏଣିକି ବାଇକ୍‌ ବା କାର୍‌ ନେଇ ଯାଇପାରିବେନି। ଏଭଳି…

କରୋନା: ଆଇଟି ଫାର୍ମ ପାଇଁ କଟକଣା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଟୁଇନ ସିଟିରେ ଥିବା ସମସ୍ତ ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ କଟକଣା ଜରି କରିଛି। କଟକଣା ନେଇ ଗାଇଡଲାଇନ ଜାରି କରାଯାଇଛି। ଆଜିଠାରୁ ଏହି କଟକଣା…