Odisha Link
Bridging the Missing Links in Odisha
Browsing Tag

corona affected

ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ…

ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ପଜିଟିଭ୍‌ ହାର ଜାତୀୟ ହାରଠୁ କମ୍। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ରାକେଶ ଭୂଷଣ। ସୂଚନା ମୁତାବକ, ଦେଶରେ ୧୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ସଂଖ୍ୟା ୫ ହଜାରରୁ କମ୍‌ ରହିଛି। ୧୮ ଟି ରାଜ୍ୟରେ ସକ୍ରିୟ ସଂଖ୍ୟା ୫ରୁ ୫୦ ହଜାର ମଧ୍ୟରେ ରହିଛି। କେବଳ…

୧୮୨ ଦେଶକୁ ବ୍ୟାପିଲା କରୋନା

ଭୁବନେଶ୍ବର: ପ୍ରାଣଘାତୀ କରୋନା ସାରା ବିଶ୍ବରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮୨ ଦେଶକୁ କରୋନା ବ୍ୟାପିସାରିଲାଣି। ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ୧୭୬ ଦେଶକୁ କରୋନା ବ୍ୟାପିଥିବା ବେଳେ ଆଜି ଏହା ୧୮୨ ଦେଶକୁ…

୨ୟ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ୪୬ ଜଣ

ଭୁବନେଶ୍ବର: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ଦ୍ୱିତୀୟ…

ଭାରତରେ କରୋନା ଆକ୍ରାନ୍ତ ୨୦୬କୁ ବୃଦ୍ଧି

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ୨୦ ଜଣ ସୁସ୍ଥ ହୋଇ…

ଭାରତରେ କରୋନା ଆକ୍ରାନ୍ତ ୧୯୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯୫ ଛୁଇଁଲାଣି। ୧୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୬୩ ଭାରତୀୟ ଥିବା ବେଳେ ୩୨ ଜଣ ବିଦେଶୀ ନାଗରିକ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୪ ଜଣଙ୍କର ମୃତ୍ୟୁ…

କରୋନା : ଭାରତରେ ଆକ୍ରାନ୍ତ ସଂଖ୍ୟା…

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୬୬କୁ ବୃଦ୍ଧି। ୧୬୬ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୪୧ ଭାରତୀୟ ଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି। ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ କରୋନା ଆକ୍ରାନ୍ତ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ…

କରୋନା: କେଉଁମାନେ ମାସ୍କ୍‌ ପିନ୍ଧିବା…

ଭୁବନେଶ୍ୱର: କରୋନା ଭାଇରସର ସ୍ଥିତିକୁ ନେଇ ଲୋକମାନେ ଭୟଭୀତ। କରୋନା ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ସମସ୍ତେ ଏଥିପାଇଁ ମାସ୍କ୍‌ ପିନ୍ଧୁଛନ୍ତି। ମାତ୍ର ସମସ୍ତଙ୍କୁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଏନେଇ ଆଜି ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

କରୋନା: ଭାରତରେ ୧୪୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୭କୁ ବୃଦ୍ଧି। ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ ଜଣ ଭାରତୀୟ ଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି। ତେବେ ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ ମାମଲା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୮ ଜଣ ଆକ୍ରାନ୍ତ ଥିବା ବେଳେ କେରଳରେ ୨୫ ଜଣ ଆକ୍ରାନ୍ତ ଥିବା…

ଭାରତରେ କରୋନା: ଆକ୍ରାନ୍ତ ସଂଖ୍ୟା ୧୨୯କୁ…

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରାଣଘାତୀ କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିବା ସହ ଏହାର କାୟା ବିସ୍ତାର କରିବାର ଲାଗିଛି। କରୋନା ୧୫୭ ଦେଶରେ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୯କୁ ବୃଦ୍ଧି…

ଗଣମାଧ୍ୟମ ଦାୟିତ୍ବସଂପନ୍ନ ଭାବେ ଖବର…

ଭୁବନେଶ୍ବର: ଓଡିଶାରେ ଜଣେ ଯୁବକ କରୋନା ଆକ୍ରାନ୍ତ ବୋଲି ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଇଟାଲୀରୁ ଫେରିଥିବା ୩୩ ବର୍ଷୀୟ ଯୁବକ କରେନା ଆକ୍ରାନ୍ତ ହୋଇ ଏବେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସୋଲେସନ୍‌ ଓ୍ବାର୍ଡରେରେ ଅଛନ୍ତି ବୋଲି ବାଗଚୀ…