Odisha Link
Bridging the Missing Links in Odisha
Browsing Tag

Corona Test

ରାଜ୍ୟରେ ୨୪ ଘଣ୍ଟାରେ ୫୭ ହଜାର ୮୭୭…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୮୭୭ କରୋନା ଟେଷ୍ଟ କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆରଟିପିସିଆରରେ ୫ ହଜାର ୯୯୪, ଆଣ୍ଟିଜେନରେ ୫୧ ହଜାର ୭୦୭ ଓ ଟ୍ରୁନଟ୍ ମାଧ୍ୟମରେ ୧୭୬ଟି…

ଦିନକରେ ୭୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବିଗୁଡ଼ିଛି କରୋନା ସ୍ଥିତି। ଦେଶରେ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି କରୋନା ପଜିଟିଭଙ୍କ ସଂଖ୍ୟା। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୩୩ଲକ୍ଷ ୮୭ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା…

କରୋନା ଟେଷ୍ଟରେ ଓଡ଼ିଶା ଦ୍ବିତୀୟ

ଭୁବନେଶ୍ବର: ରେକର୍ଡ ସଂଖ୍ୟକ କରୋନା ଟେଷ୍ଟରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ‌୍ଥାନରେ ରହିଛି। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡିଶା ଦ୍ବିତୀୟ ସ‌୍ଥାନରେ ରହିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। କେନ୍ଦ୍ରର ସୂଚନା ମୁତାବକ ଏକ ନିୟୁତ…

କୋଭିଡ୍ ମୁକାବିଲା: ରାଜ୍ୟରେ ଟପିଲା ୧୦…

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ କୋଭିଡ୍‌ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ରାଜ୍ୟରେ ବଢ଼ିଛି କୋଭିଡ୍‌ ଟେଷ୍ଟ। ଲଗାତାର ତିନି ଦିନ ଧରି ଓଡ଼ିଶାରେ ୫୦ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଛି। ଯାହା ଏକ…

୨୪ ଘଣ୍ଟାରେ ୪୦ ହଜାର କୋଭିଡ ଟେଷ୍ଟ:…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବଗିଡ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏନେଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ଟେଷ୍ଟ କରାଯାଇଛି। ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ଆଟଟିପିସିଆର,…

ଏଣିକି ଅଗଷ୍ଟରୁ ରାଜ୍ୟରେ ଦିନକୁ ୨୦ ହଜାର…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଦୈନନ୍ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପୂର୍ବ ଅପେକ୍ଷା ରାଜ୍ୟରେ ଅଧିକା ଟେଷ୍ଟ ହେଉଥିବାରୁ ଅଧିକା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହକୁ ନଜରରେ ରଖି ରାଜ୍ୟରେ ଅଗଷ୍ଟରୁ କୋଭିଡ ଟେଷ୍ଟ ସଂଖ୍ୟା ବଢ଼ଯିବ। ଏନେଇ ସୂଚନା…

ନୟାଗଡ଼: ଆଜି ଜଣେ ପଜିଟିଭ ଚିହ୍ନଟ ପରେ…

ନୟାଗଡ଼: ମହାମାରୀ କରୋନ ଭାଇରସ୍‌ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏଥିସହିତ ନୟାଗଡ଼ ଜିଲ୍ଲାରେ ମଧ୍ୟ ମହାମାରୀ କରୋନା ସଂକ୍ରମଣ ମଧ୍ୟ ବ୍ୟାପି ଚାଲିଛି। ଏସବୁ ମଧ୍ୟରେ ନୟାଗଡ଼ ପିଟିଏସ୍‌ରେ ଥିବା କୋଭିଡ ହେଲଥ୍‌ ସେଣ୍ଟରେ କୋଭିଡ ଟେଷ୍ଟ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଛି।…

ରାଜ୍ୟରେ ଆଜିଠୁ ଘରକୁ ଘର ବୁଲି କରୋନା…

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଘରକୁ ଘର ବୁଲିବେ ସ୍ବାସ୍ଥ୍ୟ କର୍ମୀ। ଆଉ କରିବେ କରୋନା ଲକ୍ଷଣର ଯାଞ୍ଚ। ଏହି ଯାଞ୍ଚ କାର୍ଯ୍ୟକ୍ରମ ଜୁଲାଇ ୩୧ ଯାଏଁ ହେବ। ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତ୍ୟେକ ବସ୍ତି ଅଞ୍ଚଳରେ ଥିବା ଲୋକଙ୍କ କରୋନା ଲକ୍ଷଣ ଯାଞ୍ଚ ହେବ। ଆଶାକର୍ମୀ ଓ ଏଏନ୍‌ଏମ୍ ଘରକୁ ଘର ବୁଲି…

ଗରାବଡ଼ୁ ନିଯୋଗର ହେବ କରୋନା ଟେଷ୍ଟ

ଭୁବନେଶ୍ବର: ଆଗକୁ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହିତ କରୋନା ଭାଇରସ୍‌କୁ ନେଇ ସଚେତନତା ବୈଠକ କରାଯାଇଛି। ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା। ୨୯ ଓ ୩୦ରେ ଗରାବଡ଼ୁ ନିଯୋଗର…

ଭାରତ ପ୍ରସ୍ତୁତ କଲା କରୋନା ଆଣ୍ଟିବଡି…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ କୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ ବିଗତ କିଛି ଦିନ ହେବ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତକୁ ମିଳିଛି ଏକ ବଡ଼ ସଫଳତା। ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ କରିଛି ଟେଷ୍ଟିଂ କିଟ୍ସ୍। ରବିବାର ଦିନ କେନ୍ଦ୍ର…