Odisha Link
Bridging the Missing Links in Odisha
Browsing Tag

corona vaccination

ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବ…

ନୂଆଦିଲ୍ଲୀ: ସରକାର ଡାକ୍ତରଖାନାରେ ମାଗଣାରେ ମିଳିବ କରୋନା ଟିକା। ଦିଲ୍ଲୀ ଲୋକଙ୍କ ପାଇଁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ କରୋନା ଟିକା ମିଳିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିିସୋାଦିଆ ବଜେଟ୍ ଉପସ୍ଥାପନରେ କହିଛନ୍ତି। ବଜେଟ୍‌ରେ ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଫଳରେ…

କରୋନା ଟିକା ନେଇ ଫସିଲେ ସୈଫ ଅଲି ଖାନ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲି ଖାନ କିଛି ଦିନ ତଳେ କରୋନା ଟିକା ନେଇ ଥିଲେ। ସେ ଏହି ବିଷୟରେ ସୂଚନା ଦେଇନଥିଲେ। କିନ୍ତୁ ତାଙ୍କୁ ରୋନା ଟିକା କେନ୍ଦ୍ର ବାହାରେ ଦେଖିବାକୁ ମିଳିଥିଲା। ସୈଫ୍‌ କରୋନା କେନ୍ଦ୍ରରୁ ବାହାରୁଥିବାବେଳର ଫଟୋ ବହୁତ ଭାଇରାଲ ହୋଇଥିଲା । କିନ୍ତୁ ଟିକା ନେବା ପରେ ତାଙ୍କୁ…

ଟିକା ପାଇଁ ଜାଲ୍ ସାର୍ଟିଫିକେଟ୍ ଆଣିଲେ…

ଭୁବନେଶ୍ୱର: ବୟସ୍କ ଲୋକଙ୍କ ଟିକାକରଣ ଚାଲିଥିବା ବେଳେ ବହୁବିଧ ରୋଗାକ୍ରାନ୍ତଙ୍କ ନିମନ୍ତେ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। ଏଥିନିମନ୍ତେ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଟିକା ନେବାକୁ ଆସିବେ ତାହେଲେ ସେ ଦଣ୍ଡିତ ହେବେ। କେବଳ ସେତିକି ନୁହେଁ, ଜାଲ୍ ମେଡିକାଲ ସାର୍ଟିଫିକେଟ ଇସ୍ୟୁ…

ଟିକା ପାଇଁ କୋୱିନ ପୋର୍ଟାଲରେ କରିବାକୁ…

ଭୁବନେଶ୍ୱର: କରୋନା ଟିକା ପାଇଁ କୋୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ଡାଟାବେସରେ ପଞ୍ଜିକୃତ ନାଗରିକଙ୍କ ସଂଖ୍ୟା ଦେଖି ସେଣ୍ଟର ହେବ। ସରକାରୀ ମେଡିକାଲରେ ମାଗଣାରେ କୋଭିଡ ଟିକା ମିଳିବ। ବେସରକାରୀ ମେଡିକାଲରେ କେତେ ଟଙ୍କା ହେବ ସେ ନେଇ କେନ୍ଦ୍ର ଜଣାଇବ ବୋଲି ବୋଲି ଏମଇଟି ସିବିକେ ମହାନ୍ତି…

କରୋନା ଟିକା ନେଲେ ବିଏମସି କମିଶନର…

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଟିକାକରଣର ଶେଷ ଦିନ ତେବେ ଦ୍ବିତୀୟ ଡୋଜ୍‌ ଟିକାଦାନ ବି ଜାରି ରହିଛି । ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କରୋନା ଟିକା ନେଇଛନ୍ତି । ତେବେ କରୋନାର ଦ୍ୱିତୀୟ ଷ୍ଟ୍ରେନ ନେଇ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା…

ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ…

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା। ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟିକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ ପଣ୍ଡା। ସେ ସୂଚନା ଦେଇ କହିଛନ୍ତି, ମାର୍ଚ୍ଚ ୧ରୁ ବରିଷ୍ଠ ନାଗରିକମାନଙ୍କୁ କୋଭିଡ…

ଆଜିଠୁ କରୋନା ଦ୍ୱିତୀୟ ଡୋଜ୍ ଟିକାକରଣ…

ଭୁବନେଶ୍ବର: ଆଜିଠୁ କରୋନା ଦ୍ୱିତୀୟ ଡୋଜ୍ ଟିକାକରଣ ଆରମ୍ଭ। ଜାନୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବାବେଳେ ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ଏଥିପାଇଁ ଆଜିଠୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ଟିକାକରଣ ଆରମ୍ଭ କରାଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାର…

କାଲିଠୁ କରୋନା ଦ୍ୱିତୀୟ ଡୋଜ୍‌ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା କାଲିଠାରୁ କରୋନା ଦ୍ୱିତୀୟ ଡୋଜ୍‌ ଆରମ୍ଭ। ଏଥିସହ ଫେବୃଆରୀ ୧୩ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ କେତେକ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଟିକା ନେଇନାହାଁନ୍ତି। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ…

କରୋନା ଟିକା ନେଲେ ACS ପ୍ରଦୀପ୍ତ…

ଭୁବନେଶ୍ୱର: କରୋନା ଟିକା ନେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ACS ପ୍ରଦୀପ୍ତ ମହାପାତ୍ର ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଗତକାଲି ୩୭୬ଟି ସ୍ଥାନରେ ୬୨.୭% ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଥିଲା। ବାଲେଶ୍ବର ଜିଲ୍ଲାରେ…

ଆଜିଠୁ ପୁଣି ଟିକାକରଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି। ୨୧୬ଟି ସେସନରେ ୧୯ ହଜାର ୭୭୦ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।…