Odisha Link
Bridging the Missing Links in Odisha
Browsing Tag

Covid Hospital

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ , ୫ ମୃତ

ଗୁଜରାଟ : ଆଜି ଭୋର ସମୟରେ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଘଟଣା ଗୁଜରାଟର ରାଜକୋଟରେ ଘଟିଛି। ଏଥିରେ ୫ ରୋଗୀ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନେକ କେତେକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…

ରାଜଧାନୀରେ ‌କମିବ କୋଭିଡ୍‌ ହସ୍ପିଟାଲ୍…

ଭୁବନେଶ୍ବର: ସାରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ରାଜଧାନୀରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ରାଜଧାନୀରେ ପ୍ରାୟ ସମସ୍ତ କୋଭିଡ୍‌ ହସ୍ପିଟାଲରେ ଅଧାରୁ ଅଧିକ ଶଯ୍ୟା ଖାଲି ରହିଛି। ତେଣୁ କୋଭିଡ୍‌ ହସ୍ପିଟାଲର ଶଯ୍ୟା କମାଇବାକୁ ବିଏମ୍‌ସି ଯୋଜନା କରିଛି। ଏନେଇ ବିଏମ୍‌ସି ପକ୍ଷରୁ…

ଭୁବନେଶ୍ବରର ୩ କୋଭିଡ୍ ହସ୍ପିଟାଲରେ ମକ୍‌…

ଭୁବନେଶ୍ବର: ଗତକାଲି କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ଭୁବନେଶ୍ବରରେ ଥିବା କୋଭିଡ ହସ୍ପିଟାଲକୁ ନେଇ ଅଧିକ ସଚେତନ ହୋଇ ଉଠିଛନ୍ତି। କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ…

କରୋନା ମହାମାରୀକୁ ପରାସ୍ତ କଲେ ୯୧…

ଭୁବନେଶ୍ୱର : କରୋନା ମହାମାରୀ ସହ ଯୁଦ୍ଧ କରି ଏହି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କଲେ ୯୧ ବର୍ଷୀୟ ଜଣେ ବରିଷ୍ଠ ନାଗରିକ । ଭୁବନେଶ୍ୱର ସ୍ଥିତ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଧିରେନ୍ଦ୍ର ନାଥ ଦାସ । ଶରୀରରେ ଅନେକ ସମସ୍ୟା ଥିବା ସତ୍ୱେ ସମ୍ କୋଭିଡ ହସ୍ପିଟାଲ୍‌ରେ ଡାକ୍ତର, ନର୍ସ…

କରୋନା ମୁକାବିଲା: ଗଞ୍ଜାମରେ ଆଉ ୨ଟି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ…

ଭୁବନେଶ୍ବରରେ ତୃତୀୟ ସମର୍ପିତ କୋଭିଡ୍‌…

ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ସମର୍ପିତ କୋଭିଡ୍‌ ଡାକ୍ତରଖାନା(DCH) ଖୋଲିଛନ୍ତି ରାଜ୍ୟ ସରକାର। ସ୍ଥାନୀୟ ଚନ୍ଦ୍ରଶେଖରପୁରରେ ଥିବା ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ପରିସରରେ ୧୫୦ ସାଧାରଣ ଶଯ୍ୟା ଓ ୩୦ ଆଇସିୟୁ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ସୋମବାର ଠାରୁ ଖୋଲା ଯାଇଛି। ଏହି ହସ୍ପିଟାଲ ଖୋଲିବା…

ଚାନ୍ଦପୁର କୋଭିଡ ହସ୍ପିଟାଲ ପରିଦର୍ଶନ…

ନୟାଗଡ଼: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି। ସମସ୍ତ ଜିଲ୍ଲାରେ କୋଭିଡ଼ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଠିକ ଭାବେ ହେଉଛିକି ନାହିଁ ଏବଂ ଜିଲ୍ଲାର ସ୍ଥିତି…

କିମସ୍ କୋଭିଡ୍ ହସ୍ପିଟାଲ ଉପରେ…

ଭୁବନେଶ୍ଵର: କରୋନା ଯୋଦ୍ଧାଙ୍କୁ ସାରା ଦେଶବାସୀ ସଲାମ ଜଣାଉଛନ୍ତି। ଆଜି କରୋନା ଯୁଦ୍ଧରେ ସାମିଲ ଥିବା ଆଗଧାଡିର ଯୋଦ୍ଧାଙ୍କୁ ସଲାମ ଜଣାଇଛନ୍ତି ଦେଶର ବୀର ଯୋଦ୍ଧା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି।…

କାମରେ ଲାଗୁନି ଅତ୍ୟାଧୁନିକ କୋଭିଡ୍‌…

କୋରାପୁଟ: ଜିଲ୍ଲାରେ ଅତ୍ୟାଧୁନିକ କୋଭିଡ୍‌ ହସ୍ପିଟାଲ ଅଛି। ୧୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୩ ଭେଣ୍ଟିଲେଟର ଓ ୨୦ ଆଇସିୟୁ ରହିଛି। ୧୫ ଦିନ ପୂର୍ବରୁ ଏହା କାର୍ଯ୍ୟକ୍ଷମ ହେଲାଣି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ତଥାପି ଏହି ହସ୍ପିଟାଲ କାମରେ ଲାଗୁନି। କୋରାପୁଟର ପ୍ରଥମ କରୋନା…

କରୋନା ମୁକାବିଲା: ଓଡ଼ିଶାରେ ୩୩କୁ ବୃଦ୍ଧି…

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିସହିତ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ବର୍ତ୍ତମାନ କୋଭିଡ ହସ୍ପିଟାଲ ସଂଖ୍ୟା ୩୩ରେ ପହଞ୍ଚିଛି।…