Odisha Link
Bridging the Missing Links in Odisha
Browsing Tag

decrease

ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରହିଥିବା ଯୋଗୁଁ ଦେଶରେ ତେଲଦର କମୁଛି। ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି। ଆଜି ପେଟ୍ରୋଲ ଦର ଲିଟର ପ୍ରତି ୧୩…

ସେପ୍ଟେମ୍ବର ଶେଷ ବେଳକୁ କରୋନା କମିବ!

ଭୁବନେଶ୍ବର: ସେପ୍ଟେମ୍ବର ଶେଷ ବେଳକୁ କରୋନା କମିବ! କରୋନା ସ୍ଥିତି ନେଇ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ବେଳକୁ କରୋନା ପ୍ରଭାବ କମିଯିବା ଆଶା କରାଯାଉଛି। କରୋନା କେବେ ଯିବ ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର। କୋଭିଡ୍‌ ନିୟମ ନ…

କମିଲା ସୁନା ଦର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲାଗାତାର ଭାବରେ ସୁନାଦର ବଢିବାରେ ଲାଗିଥିଲା। ମାତ୍ର କରୋନା ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। କରୋନା ପାଇଁ ସୁନା ଦରରେ ରେକର୍ଡ ସ୍ତରୀୟ ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୫୫ ହଜାରରୁ…

ଜଗନ୍ନାଥଙ୍କ ଅର୍ଥ ୮ ପ୍ରତିଶତରୁ ୨.୧୧…

ଭୁବନେଶ୍ୱର : ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ ସୁଧ ହାରରେ ପଇସା ଫେରସ୍ତ ହୋଇଛି । ଅଧିକା ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ…

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର ପ୍ରଭାବ ଏବେ ଭାରତୀୟ ବଜାରରେ ପଡ଼ିଛି, ଫଳରେ ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ରେକର୍ଡ ଦର ହ୍ରାସ ଘଟିଛି। ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପେଟ୍ରୋଲ ଦର…

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ପଡ଼ିଛି ପେଟ୍ରୋଲ ଓ ଡିଜେଲ ଦର ଉପରେ। ଚୀନରେ କରୋନା ଭାଇରସ ଆତଙ୍କ ପରେ ସେଠାରେ ଅଶୋଧିତ ତେଲର ଆବଶ୍ୟକତା କମିଯାଇଛି। ତେଣୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଜାନୁଆରୀ ୭ରୁ ଏଯାବତ ୩ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଦର ୩.୫୫ ପଇସା ହ୍ରାସ ପାଇଛି।…

କାଶ୍ମୀରରେ କମିଛି ଆତଙ୍କୀ ହମ୍‌ଲା :…

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ଗତ ୬ ମାସରେ ଆତଙ୍କବାଦୀ ଆକ୍ରମଣ କମିଛି। ଏନେଇ ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଭାଶେ। ମନୋଜ ମୁକୁନ୍ଦ ନରଭାଶେ କହିଛନ୍ତି ଯେ, କାଶ୍ମୀର ଉପତ୍ୟକାରେ ଗ୍ରେନେଡ ଓ ଆଇଡିରେ ଆକ୍ରମଣ କିମ୍ବା ଗୁଳିମାଡ ଜନିତ ଘଟଣା ହ୍ରାସ ପାଇଛି। ପାକି୍ସ୍ତାନ…

ପୁଣି କମିଲା ତେଲଦର

ନୂଆଦିଲ୍ଲୀ:  ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା କ୍ରମଶଃ ହ୍ରାସ ପାଉଥିବାରୁ ବିଶ୍ୱ ତେଲ ବଜାରରେ ବଢିଥିବା ତେଲ ଦର ଏବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଭାରତୀୟ ବଜାରରେ ମଧ୍ୟ ତେଲଦର ହ୍ରାସ ପାଉଛି। ଗତ ୧୬ ତାରିଖଠାରୁ ଲଗାତାର ତେଲଦର କମିବାରେ ଲାଗିଛି।…

ପିଆଜ ଦର କମିବ : ରଣେନ୍ଦ୍ର ପ୍ରତାପ…

ଭୁବନେଶ୍ୱର: ପିଆଜ ଦର ହୁ ହୁ ବଢୁଥିବା ବେଳେ ଘରୁ ଆରମ୍ଭ କରି ହୋଟଲ ପର୍ଯ୍ୟନ୍ତ ଲୋକମାନେ ପିଆଜକୁ ନେଇ ବହୁ ହଇରାଣ ହେଉଛନ୍ତି। ଏବେ କିନ୍ତୁ ରାଜ୍ୟରେ ପିଆଜ ଦର ଚଳିତ ମାସ ଶେଷ ସୁଦ୍ଧା ନଚେତ୍‌ ଜାନୁଆରୀ ପହିଲାରେ କମିବ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ପିଆଜ…