Odisha Link
Bridging the Missing Links in Odisha
Browsing Tag

Doctor

କରୋନା ଲଢ଼େଇରେ ମୃତ ସ୍ବାସ୍ଥ୍ୟକର୍ମୀଙ୍କୁ…

ଭୁବନେଶ୍ବର: ଯୁଦ୍ଧରେ ସୈନିକର ମୃତ୍ୟୁ ଘଟିଲେ ତାଙ୍କୁ ଶହୀଦ ମାନ୍ୟତା ମିଳୁଥିଲା। କରୋନା ଲଢ଼େଇକୁ ମଧ୍ୟ ପ୍ରଥମ ରାଜ୍ୟ ଭାବରେ ଯୁଦ୍ଧ ଭଳି ମର୍ଯ୍ୟାଦା ଦେଇଛନ୍ତି ଓଡ଼ିଶା ସରକାର। କରୋନା ମହାମାରୀ ବେଳେ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଯଦି ଏହି ଲଢ଼େଇରେ…

ଯାଜପୁର: କ୍ୱାରେଣ୍ଟାଇନରେ ରହିଲେ ୩…

ଯାଜପୁର: ରାଜ୍ୟରେ ୨ ଦିନରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରିମ ମଧ୍ୟରେ ଆଜି ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା…

କରୋନା: ଲଣ୍ଡନରେ ଓଡ଼ିଆ ଡାକ୍ତରଙ୍କ…

ଭୁବନେଶ୍ବର: ଗତ ରବିବାର ଦିନ ଆମେରିକାରେ ପ୍ରଥମ ପ୍ରବାସୀ ଓଡ଼ିଆ କରୋନାରେ ପ୍ରାଣତ୍ୟାଗ କରିଥିବା ବେଳେ ଲଣ୍ଡନରେ ଆଉ ଜଣେ ଓଡ଼ିଆ ଡାକ୍ତରଙ୍କର ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ସେମାବାର ଦିନ ମୃତ୍ୟୁବରଣ କରିଥିବା ଏହି ଡାକ୍ତରଙ୍କ ନାମ ରାଧାରମଣ ଶର୍ମା। ୬୮ ବର୍ଷିୟ ଏହି ଡାକ୍ତର ଜଣକ କଟକ ରେ…

କରୋନା: ଭାରତରେ ପ୍ରଥମ କରି ଜଣେ…

ଇନ୍ଦୋର: ମହାମାରୀ କରୋନା ଭାଇରସ୍‌ ଯୋଗୁଁ ଭାରତରେ ୧୬୬ ଜଣଙ୍କ ମୃତ୍ୟୁ ହେଲାଣି। ଭାରତରେ ପ୍ରଥମ କରି ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ୬୨ ବର୍ଷୀୟ ଡାକ୍ତର ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁରୁବାର ଭୋର ୪ଟା ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଡାକ୍ତର…

ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ:…

ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଟ୍ୱିଟ କରି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଟୁଇଟ କରି ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ସମାଜକୁ ସୁସ୍ଥ ରଖିବାରେ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କରୋନା ବିରୋଧ ଲଢେଇରେ…

ଡାକ୍ତରଙ୍କୁ ୪ ମାସର ଆଗୁଆ ଦରମା

ଭୁବନେଶ୍ୱର: ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର…

ଗୋଟିଏ ଦିନରେ ୧୦୩୮ ଡାକ୍ତର ନିଯୁକ୍ତ କଲେ…

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା ହୋଇଛି। ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୧୦୩୮ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ନବନିଯୁକ୍ତ ଡାକ୍ତରମାନଙ୍କ ଇଣ୍ଡକସନ୍‌ ଟ୍ରେନିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

କରୋନା ଭାଇରସ୍ ସଂପର୍କରେ ପ୍ରଥମେ…

ବେଜିଂ: କରୋନା ଭାଇରସ୍‌ ଚୀନରେ ମହାମାରୀ ଭଳି ବ୍ୟାପୁଛି। ଆଉ ଏହି ଭାଇରସ୍‌ ସମ୍ପର୍କରେ ଚୀନ ସରକାରଙ୍କୁ ପ୍ରଥମେ ସଚେତନ କରିଥିବା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେହି ଡାକ୍ତର ଜଣକ ହେଉଛନ୍ତି ଲି ୱେନଲିୟାଙ୍ଗ। ସେ ଗତକାଲି ମୃତ୍ୟୁବରଣ କରିଛନ୍ତି। ମୃତ ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ…

ମାନବିକତା ଦେଖାଇଲେ ଡାକ୍ତର

ମାଲାକାନଗିରି: ପୁଣି ମାନବିକତା ଦେଖାଇଲେ ଡାକ୍ତର ଓ ତାଙ୍କ ଟିମ୍। ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଭାର କରି ବୋହି ନେଲେ ହସ୍ପିଟାଲ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲାକାନଗିରି କାଲିମେଳା ଅଞ୍ଚଳରୁ। ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ପୋଲିଓ କାର୍ଯ୍ୟକ୍ରମ ପାଇଁ ଡାକ୍ତର…

ଡାକ୍ତର ସାଜିଲେ ଦେବଦୂତ

ମାଲକାନଗିରି: ଡାକ୍ତର ସାଜିଲେ ଦେବଦୂତ। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଟ୍ୟୁମର ଅପରେସନ କରି ଜଣେ ଡାକ୍ତର ଏବେ ଚର୍ଚ୍ଚାରେ। ଟ୍ୟୁମର ଅପରେସନ ସଫଳ ହେବା ସହ ବଞ୍ଚିଯାଇଛି ଜଣେ ଗରିବ ଆଦିବାସୀ ଯୁବତୀଙ୍କ ଜୀବନ। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ…