Odisha Link
Bridging the Missing Links in Odisha
Browsing Tag

Doctor

ବର୍ଷାରେ ଓଦା ହେଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ବର: ଲକ୍‌ଡାଉନ୍, ସପ୍ତାହାନ୍ତ ସଟ୍‌ଡାଉନ୍‌ ସତ୍ତ୍ବେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଏସବୁ ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୨୩ କରୋନା ମାମଲା ରାଜ୍ୟରେ ଚିହ୍ନଟ ହୋଇଛି।…

ଆସିଲେନି ସମ୍ପର୍କୀୟ, ଝିଅଙ୍କ ସହ ମିଶି…

ପଦ୍ମପୁର: କାୟା ମେଲାଉଛି କରୋନା ସଂକ୍ରମଣ। ଏପରିକି ମହାମାରୀର କରାଳ ରୂପରେ ଚାଲିଯାଉଛି ଅନେକ ଜୀବନ। ଗୋଟିଏ ପଟେ ମୃତ୍ୟୁର ହାହା କାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ପଦାରେ ପଡ଼ୁଛି ମଣିଷର ମାନବିକତା। ଏପରିକି ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର ପାଇଁ ମିଳୁନି ୪ କାନ୍ଧ। କରୋନା ସଂକ୍ରମଣ ଭୟରେ ନିଜ…

ଉତ୍ତରପ୍ରଦେଶ ପ୍ରଶାସନର ନିର୍ଯାତନା…

ଉନ୍ନାଓ: ଉନ୍ନାଓ ଜିଲ୍ଲାରେ ସରକାରୀ ପ୍ରଶାସନର ଚାପ ଓ ମାନସିକ ନିର୍ଯାତନା ସହିନପାରି ସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେମାନଙ୍କର ଇସ୍ତଫା ନେଇ ପ୍ରଶାସନ ସହ ଆଲୋଚନା ଜାରି ରଖିଥିବା ବେଳେ ନିଷ୍ପତ୍ତି ନହେବା…

କରୋନା ଟେଷ୍ଟିଂ: ଜିଲ୍ଲା ଦାୟିତ୍ୱରେ ୬…

ଭୁବନେଶ୍ୱର: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟେଷ୍ଟିଂ ବଢାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଟେଷ୍ଟିଂକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲା ଦାୟିତ୍ୱରେ ୬ ଜଣ ବରିଷ୍ଠ ଡାକ୍ତରଙ୍କୁ ରଖାଯାଇଛି। ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ…

ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ…

ଭୁବନେଶ୍ୱର : କରୋନା ପଜିଟିଭ ରିପୋର୍ଟ ବାହାରିଥିବା ଡାକ୍ତରଙ୍କ ବିଭିନ୍ନ ପଦ୍ଧତିରେ ଆରଏମଆରସିରେ ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଛି । ଅବସରପ୍ରାପ୍ତ ଡାକ୍ତର ସୁଲେମାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି। ନମୁନା ସଂକ୍ରମିତ ହେବା କାରଣରୁ ରିପୋର୍ଟ ପଜିଟିଭ୍‌ ଆସିଥିବା ସନ୍ଦେହ…

ଡାକ୍ତର ହେବତ ଏମିତି, ମାତ୍ର ୧ ଟଙ୍କାରେ…

ସମ୍ବଲପୁର: ଆପଣ ମାନେ ଟଙ୍କିକିଆ ଚାଉଳ କଥା ନିଶ୍ଚିତ ଭାବେ ଜାଣିଥିବେ। ହେଲେ କେବେ ୧ ଟଙ୍କାରେ ରୋଗୀ ସେବ କଥା ଶୁଣିଛନ୍ତି କି? ଏକ‌ଥା ଅବିଶ୍ବାସ ଲାଗିଲେ ବି ସତ। ରୋଗୀ ସେବା ନାରେ ପ୍ରାଇଭେଟ ମେଡିକାଲ ମାନେ ପୁଳା ପୁଳା ଟଙ୍କା ଲୁଟୁଥିବା ବେଳେ ଗରିବ ଶ୍ରେଣିର ଲୋକଙ୍କୁ ମାତ୍ର ୧ ଟଙ୍କାରେ ଚିକିତ୍ସା…

ରାଜ୍ୟରେ ନିଯୁକ୍ତି ପାଇବେ ୨ ହାଜରରୁ…

ଭୁବନେଶ୍ବର: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଜି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆହୁରି ୨ ହଜାରରୁ ଅଧିକ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି। ଓପିଏସସି ପକ୍ଷରୁ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ କରାଯିବ। ଡାକ୍ତର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇବ।…

ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ: କରୋନା…

ସମ୍ବଲପୁର: ମହାମାରୀ କରୋନା କାଳରେ ସରକାର କରୋନାଠୁ ଦୂରେଇ ରୁହ, ରୋଗୀଠାରୁ ନୁହେଁ ଉକ୍ତି ଦେଇଥିଲେ।। ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରି ଏବେ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭିମ୍‌ସାରର ବରିଷ୍ଠ ଆବାସିକ ଡାକ୍ତର ଶଙ୍କର ରାମଚନ୍ଦାନୀ। ଏହି ମହାମାରୀ ସମୟରେ ଜଣେ ପ୍ରକୃତ…

କରୋନା ମୁକାବିଲା: ୨୪୧ ପିଜି ଡାକ୍ତରଙ୍କୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗାଡ଼ିବାରେ ଲାଗିଛି। କୋଭିଡ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବାବେଳେ ଏବେ ରାଜ୍ୟ ସରକାର ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଅଧିକରୁ ଅଧିକ ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି ପରିପ୍ରେକ୍ଷୀରେ…

କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ…

ଭୁବନେଶ୍ବର: ମହାମାରୀ କରୋନା ସଙ୍କଟରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର। କୋଭିଡ୍‌ ହସ୍‌ପିଟାଲ୍‌ରେ କାର୍ଯ୍ୟରତ ଡାକ୍ତର,ପାରାମେଡିକାଲ ଷ୍ଟାଫ ଓ ନର୍ସଙ୍କୁ ମିଳିବ ପ୍ରୋତ୍ସାହନ ରାଶି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। କୋଭିଡ୍‌ ହସ୍‌ପିଟାଲ୍‌ରେ…