Odisha Link
Bridging the Missing Links in Odisha
Browsing Tag

DRDO

HSTDVର ସଫଳ ପରୀକ୍ଷଣ, DRDOକୁ ଶୁଭେଚ୍ଛା…

ନୂଆଦିଲ୍ଲୀ: ଭାରତକୁ ଆଉ ଏକ ସଫଳତା। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)କୁ ମିଳିଲା ସଫଳତା। ସ୍ୱଦେଶୀ ବିକଶିତ ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟରର ଭେକିଲ (HSTDV)ର ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେ ଏହି…

ସେନାକୁ ମିଳିଲା ସ୍ବଦେଶୀ ମିଶାଇଲ…

ନୂଆଦିଲ୍ଲୀ: ଚୀନ ଓ ନେପାଳ ପରି ପଡ଼ୋଶୀ ଦେଶ ଭାରତୀୟ ସୀମାରେ ସୀମା ବିବାଦ ଉପୁଜଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ସେନା ନିଜର ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଦେଶର ସେନା ବାହିନୀକୁ ଅଧିକରୁ ଅଧିକ ମଜବୁତ କରାଯାଉଛି। ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା। ସେନାର ଶକ୍ତିରେ…

LACରେ ଭାରତକୁ ସୁରକ୍ଷା ଦେବ…

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ବାହିନୀକୁ ମିଳିଛି ବଡ଼ ଶକ୍ତି। ଡିଆର୍‌ଡିଓ ଚଣ୍ଡିଗଡ଼ ଲ୍ୟାବ୍‌ ଦ୍ବାରା ଅତ୍ୟାଧୁନିକ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି ଏକ ଡ୍ରୋନ୍‌, ଯାହାର ନାମ ‘ଭାରତ’ ଦିଆଯାଇଛି। ଏହି ଡ୍ରୋନଟିକୁ ଆଜି ସେନାକୁ ହସ୍ତାନ୍ତର…

‘ଅସ୍ତ୍ର’ର ସଫଳ ପରୀକ୍ଷଣ, ଦେଖନ୍ତୁ…

ଭୁବନେଶ୍ବର: ମଙ୍ଗଳବାର ଓଡ଼ିଶାର ବଙ୍ଗୋପସାଗର ଉପକୂଳରେ ‘ଏୟାର ଟୁ ଏୟାର’ ମିସାଇଲ୍ ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରାଯାଇଛି। ଏସ୍‌ୟୁ-୩୦ ଏମ୍‌କେଆଇ ଯୋଗେ ଆକାଶ ମାର୍ଗରୁ ହିଁ ଏହି ପରୀକ୍ଷଣ କରାଯାଇଛି। ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଏୟାର ଟୁ ଏୟାର ମିସାଇଲ୍। ଆଜି ଏହାର କ୍ଷମତା ବାବଦରେ…