Odisha Link
Bridging the Missing Links in Odisha
Browsing Tag

Durga Puja

ଦୁର୍ଗା ମୂର୍ତ୍ତି ଉଚ୍ଚତା ମାମଲା: ଆଜି…

କଟକ: ହାଇକୋର୍ଟରେ ଆଜି ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି ହେବ। ମୂର୍ତ୍ତି ଉଚ୍ଚତା ନେଇ କୋର୍ଟଙ୍କୁ ସବିଶେଷ ରିପୋର୍ଟ ଦାଖଲ କରିବେ ଆଡଭୋକେଟ୍ ଜେନେରାଲ୍। ଉକ୍ତ ରିପୋର୍ଟ ଆଧାରରେ ଶୁଣାଣି କରାଯିବ। ଆଜି ଏସଂକ୍ରାନ୍ତୀୟ ମାମଲାର ଚୁଡାନ୍ତ ଶୁଣାଣି କରିଵେ ହାଇକୋର୍ଟ। ସୂଚନାଯୋଗ୍ୟ, କଟକ…

କରୋନା କଟକଣା ଭିତରେ ଚାଲିଛି…

ଭୁବନେଶ୍ବର: ଶାରଦୀୟ ପାର୍ବଣ ଅବସରରେ ଚଳିତ ବର୍ଷ କରୋନା କଟକଣା ଭିତରେ ଚାଲିଛି ମା'ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମା'ଙ୍କ ନବରାତ୍ରି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶକ୍ତିପୀଠ ଓ ମନ୍ଦିର। ଆଜି ହେଉଛି ମା'ଙ୍କ ନବରାତ୍ରର ତୃତୀୟ ଦିନ। ଶକ୍ତିପୀଠ ଗୁଡିକରେ ନବରାତ୍ରରେ ନଅ ପ୍ରକାରର ବେଶରେ ଦର୍ଶନ…

ମୂର୍ତ୍ତି ଉଚ୍ଚତା ତଥ୍ୟ ଦେବେ ଏଜି

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ…

ମୂର୍ତ୍ତି ଉଚ୍ଚତା ବିବାଦ: ହାଇକୋର୍ଟରେ…

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ଆଜି ରାଜ୍ୟ ସରକାର ହାଇକୋର୍ଟରେ ୨ଟି ସତ୍ୟପାଠ ଦାଖଲ କରିଛନ୍ତି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ୪ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ୫ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ବାଲୁବଜାର,…

ଦୁର୍ଗା ମୂର୍ତ୍ତି ବିବାଦ: ଅକ୍ଟୋବର ୯କୁ…

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ମୂର୍ତ୍ତି ଉଚ୍ଚତା ବିବାଦ ନେଇ ଜବାବ ମାଗିଛନ୍ତି ହାଇକୋର୍ଟ। ତଳ ତେଲେଙ୍ଗା ବଜାର ଓ ଫିରିଙ୍ଗି ବଜାର ପୂଜା କମିଟି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ।…

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ…

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଚଳିତବର୍ଷ କରୋନା ପାଇଁ ଦୁର୍ଗାପୂଜା ନିରାଡ଼ମ୍ବର ହେବ। ଦୁର୍ଗାପୂଜା ଗାଇଡଲାଇନ ମୁତାବକ, ପୂଜା ମଣ୍ଡପକୁ ଭେଣ୍ଟିଲେସନ ପାଇଁ ୪ ପଟୁ ଖୋଲା ରଖାଯିବ। ପ୍ରବେଶ ଫାଟକରେ ହ୍ୟାଣ୍ଡ…

ଦୁର୍ଗା ମୂର୍ତ୍ତି ଉଚ୍ଚତା, ପୁଣି…

କଟକ: ଦଶହରା ପୂଜା ପାଇଁ ମା’ ଦୁର୍ଗାଙ୍କ ମୂର୍ତ୍ତିଙ୍କ ଉଚ୍ଚତାକୁ ନେଇ ବିବାଦ ଥମିବାର ନାଁ ନେଉନି। ଆଜି ପୁଣି ପୂଜା କମିଟି ହାଇକୋର୍ଟରେ ୩ଟି ମାମଲାର ରୁଜୁ କରିଛି। କଟକର ବାଲୁବଜାର ପୂଜା କମିଟି ସଭାପତି ଏସ କେ ସାଙ୍ଗାନାରିଆ ହାଇକୋର୍ଟରେ କମିଶନରେଟ ପୁଲିସ ବିରୋଧରେ ମାମଲା କରିବା ସହ ଏକ ରିଭ୍ୟୁ…

ଦଶହରା ମୂର୍ତ୍ତି ବିବାଦ: ଆଜି ସଂଧ୍ୟାରେ…

କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ଶୁଣାଣି ହେବ। ବିଭିନ୍ନ ପୂଜା କମିଟିର ଆବେଦନ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି କରାଯିବ। ଆଜି ସଂଧ୍ୟାରେ କଟକ ଡିସିପି ଡାକିବେ ଏକ ଗୁରତ୍ବପୂର୍ଣ୍ଣ ବୈଠକ। ମୂର୍ତ୍ତିର ଉଚ୍ଚତାକୁ ନେଇ ପୂଜା କମିଟି ସହ ଡିସିପିଙ୍କ ଆଲୋଚନା ହେବ। ପୂର୍ବରୁ…

ଭୁବନେଶ୍ବରରେ ନିରାଡମ୍ବରରେ ହେବ ପୂଜା

ଭୁବନେଶ୍ବର: ଭୁବନେଶ୍ବରରେ ବିନା ଆଡମ୍ବରରେ ପୂଜା ହେବାକୁ ନିଷ୍ପତ୍ତି। ବିନା ଆଡମ୍ବରରେ ପୂଜା ହେବାକୁ ନେଇ ବିଭିନ୍ନ ପୂଜା କମିଟି ସହ ପୋଲିସ କମିଶନରଙ୍କର ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ, ପୂଜାରେ ତୋରଣ ଓ ଆଲୋକମାଳା, ମାଇକ ଲଗାଯିବନି। କେବଳ ମନ୍ତ୍ରପାଠ ପାଇଁ ମାଇକ ଲାଗିବ କି…

ବିନା ଶ୍ରଦ୍ଧାଳୁରେ କଟକରେ ଦୁର୍ଗା…

କଟକ : କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା। ବିନା ଶ୍ରଦ୍ଧାଳୁରେ ପୂଜା କମିଟି ଗୁଡିକ ଦୁର୍ଗାପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମାତ୍ର  ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ। ମନ୍ଦିରରେ ପୂଜା ପାଇଲା ପରି ମଣ୍ଡପରେ ପୂଜା ପାଇ…