Odisha Link
Bridging the Missing Links in Odisha
Browsing Tag

Elephant

ନୀଳଗିରି ମୁହାଁ ଝାଡ଼ଖଣ୍ଡି ହାତୀପଲ

ନୀଳଗିରି: ନୀଳଗିରିକୁ ପ୍ରବେଶ କରିଛନ୍ତି ଝାଡ଼ଖଣ୍ଡି ହାତୀପଲ। ଏହି ହାତୀପଲରେ ଛୋଟବଡ଼ ମିଶି ୪୨ଟି ହାତୀ ଅଛନ୍ତି। ଝାଡଖଣ୍ଡର ଦଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲ ମୟୁରଭଞ୍ଜ ପରେ ବାଲେଶ୍ଵର ଜିଲ୍ଲା ନୀଳଗିରି ରେଞ୍ଜର ଦୁର୍ଗାଦେବୀ, ସୋନନଦୀ, ପୁନ୍ଦାଳ, କାଠପାଳ, ପାଟଣା ପରେ ଅଯୋଧ୍ୟା ଗୋପାଳପୁର ରାସ୍ତା…

ଓଭରବ୍ରିଜ୍‌ ନିକଟରୁ ହାତୀର ମୃତଦେହ ଠାବ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ମଳିପଡ଼ା ଓଭରବ୍ରିଜ୍ ନିକଟରେ ଏକ ହାତୀର ମୃତଦେହ ଠାବ ହୋଇଛି। ତେବେ କେଉଁ ସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ହାତୀ ମୃତ୍ୟୁ ଘଟିଥିବା ସ୍ଥାନରେ ଏକ ବାଉଁଶ ବୁଦା ଥିବା ବେଳେ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ଯାଇଛି। ତେଣୁ ହାତୀଟି ଖାଦ୍ୟ…

ମେଡ଼ିକାଲ୍ ପାଚେରୀ ଭାଙ୍ଗିଲେ ହାତୀ

ଖୋର୍ଦ୍ଧା: ମେଡ଼ିକାଲ୍ ପାଚେରୀ ଭାଙ୍ଗିଲେ ହାତୀ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ୨ ହାତୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରବେଶ କରି ମେଡ଼ିକାଲର ପାଚେରୀ ଭାଙ୍ଗିଛନ୍ତି। ଏହି ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇ ହାତୀ…

ଦନ୍ତା ହାତୀର ମୃତଦେହ ଠାବ

ସୁନ୍ଦରଗଡ଼: କୋଇଡା ରେଞ୍ଜ ଅନ୍ତର୍ଗତ ଅରାଘାଟ ଗ୍ରାମର ପାରମସାହିରୁ ଗତକାଲି ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳ କୌଣସି ରୋଗ କାରଣରୁ ତା’ର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ବନବିଭାଗ…

କେନାଲରୁ ୨ ହାତୀ ଛୁଆ ଉଦ୍ଧାର

କେନ୍ଦୁଝର: ରାତିରେ କେନାଲରେ ଫସିଥିବା ୨ ହାତୀଛୁଆ ଉଦ୍ଧାର କରାଯାଇଛି। ଚମ୍ଫୁଆ ରେଞ୍ଜ ଜାମୁଦଲକ ଗାଁ ନିକଟ କାନପୁର ଡ୍ୟାମ କେନାଲରୁ ଉଦ୍ଧାର ହୋଇଛି ହାତୀଛୁଆ। ବୈତରଣୀ ନଦୀ ପୁଟରୁ ୨୨ ଟିକିଆ ହାତୀପଲ ଜାମୁଦଲକ ପଟକୁ ଆସୁଥିଲେ। ପୁନରୁଦ୍ଧାର କାମ ଚାଲୁଥିବାରୁ କେନାଲରେ ୨ଟି ହାତୀଛୁଆ ଫସି ଯାଇଥିଲେ।…

ମହାନଦୀ ପଠାରେ ଫସିଛନ୍ତି ହାତୀପଲ

କଟକ: କଟକ ଜିଲ୍ଲା ବାଙ୍କି ମହାନଦୀ ପଠାରେ ଫସିଛନ୍ତି ହାତୀ ପଲ। ବାଙ୍କିର ଭଗିପୁର ମହାନଦୀ ପଠାରେ ଏହି ହାତୀ ପଲ ପାଣି ଭିତରେ ଫସି ରହିଛନ୍ତି। ପାଣି ଭିତରେ ପ୍ରାୟ ୧୮ଟି ହାତୀ ଫସି ରହିଥିବା ଜଣାପଡିଛି। ହାତୀପଲ ଆଠଗଡ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଆସୁଥିବା ବେଳେ ମହାନଦୀ ପଠାରେ ଫସି…

ଟାପୁରେ ଫସିଛନ୍ତି ହାତୀ ପଲ

ପଦ୍ମପୁର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ଅନେକ ନଦୀରେ ବନ୍ୟା ଆସିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। କେଉଠିଁ ବନ୍ୟା ପାଣିରେ ଲୋକେ ଫସି ରହିଛନ୍ତି ତ ପୁଣି କେଉଁଠି ଆଜି ପର୍ଯ୍ୟନ୍ତ ବନ୍ୟା ପାଣି ଛାଡୁ ନାହିଁ। ଏଥିରୁ ବାଦ ପଡିନାନ୍ତି ଜଙ୍ଗଲୀ ପଶୁ। ଏମିତି ଏକ ଘଟଣା ଦେଖିବାକୁ…

ଗାଁରେ ପଶିଲା ହାତୀ, ୨ ଗୁରୁତର

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଖେରଣା ଜଙ୍ଗଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳ ୫ରୁ ଗୋଟିଏ ଦନ୍ତା ହାତୀ ଚିଙ୍ଗିଡି ପୋଖରୀ ଗ୍ରାମକୁ ପଶି ଆତଙ୍କ ଖେଳାଇଛି। ଘରଦ୍ବାର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା । ତେବେ ଦୁଇ ଜଣ ବୟସ୍କ ବ୍ୟକ୍ତି ହାତୀ…

କେନ୍ଦୁଝରରେ ବଢ଼ିଚାଲିଛି ହାତୀପଲଙ୍କ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ କରୁଛନ୍ତି । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ…

ବାରିପଦା ସହର ଭିତରେ ଗଜରାଜ

ବାରିପଦା : ହାତୀମାନଙ୍କ ଉପଦ୍ରବ ଘଟଣା ଅନେକ ସମୟରେ ଚର୍ଚ୍ଚାର ବିଷୟ ହୋଇ ରହିଛି। ହେଲେ ଆଜି ସକାଳେ ବାରିପଦା ସହରର ଉପକଣ୍ଠରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ। ଆଜି ସକାଳୁ ସକାଳୁ ଗୋଠଛଡା ଏକ ଦନ୍ତା ହାତୀକୁ ୧୮ ନମ୍ବର ଜାତୀୟ ରାଜପଥସ୍ଥିତ ଦାରଗାଡେଇ ଗୋଳେଇ ନିକଟରେ ଚାଲୁଥିବାର ଦେଖି ଲୋକେ…