Odisha Link
Bridging the Missing Links in Odisha
Browsing Tag

Elephant

ଟ୍ରେନ ଧକ୍କାରେ ୨ ହାତୀ ମୃତ

ରାଉରକେଲା: ଟ୍ରେନ ଧକ୍କାରେ ୨ ହାତୀ ମୃତ। ଏହି ଦୁର୍ଘଟଣାଟି ରାଉରକେଲା ବିଶ୍ରା ମହିପାଣି ନିକଟରେ ଘଟିଛି। ଗତ ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍‌ବାହୀ ଟ୍ରେନ। ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ ମୃତଦେହ ଧାରଣାରେ ପଡ଼ି ରହିଛି । ରେଳ ଧାରଣ ପାର କରିବା ବେଳେ ଘଟିଛି ଏହି…

ହାତୀ ଉପଦ୍ରବକୁ ନେଇ ଜାତୀୟ ରାଜପଥ…

ଢେଙ୍କାନାଳ: ଆଜି ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗାଁରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି। ଫଳରେ ସେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଗୁରୁତର ଯୁବକଙ୍କ ନାମ ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଆଜି…

କାରଖାନାରେ ପଶିଲା ଦନ୍ତା ହାତୀ

ଢେଙ୍କାନାଳ: କାରଖାନା ପରିସରରେ ପଶିଲା ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଝାଡ଼ବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସ ପରିସରରେ ଆଜି ଏକ ଦନ୍ତା ହାତୀ ପଶି ଯାଇଥିଲା। ଆଜି ଦ୍ୱି ପହରରେ ହାତୀଟି କମ୍ପାନୀ ପରିସରରେ ପଶିଥିବା ବେଳେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଦନ୍ତା…

ଦନ୍ତାହାତୀ ଶିକାର ଘଟଣା: ଫରେଷ୍ଟର ଏବଂ…

ବାରିପଦା: ବାରିପଦା ବନଖଣ୍ଡ ଅନ୍ତର୍ଗତ କପ୍ତିପଦା ରେଞ୍ଜ୍ ଶାରୀଶୁଆ ସେକ୍ସନ୍ ଶୁକୁଆପଡ଼ା ସଂରକ୍ଷିତ ଜଙ୍ଗଲର ଦୁଇ ବନକର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଦନ୍ତାହାତୀ ଶିକାର ଘଟଣାରେ ଫରେଷ୍ଟର୍ ଚିନ୍ତାମଣି ମହାପାତ୍ର ଏବଂ ଫରେଷ୍ଟଗାର୍ଡ ପ୍ରମିଳା ସେଣଙ୍କୁ ଦାୟିତ୍ବ ଅବହେଳା ନିମନ୍ତେ ନିଲମ୍ବିତ…

ଫଲସ ନଷ୍ଟ କରିବା ସହିତ ଘର ଭାଙ୍ଗିଲେ…

ପାଟଣା : ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଶହ ଶହ ଧାନ ଖାଇ ନଷ୍ଟ କରିବା ସହିତ ଗ୍ରାମର ୫ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ସିରିକୁଆଁ ଗ୍ରାମରେ ଦେଖିବାକୁ ମିଳିଛି। ସିରିକୁଆଁ ଗ୍ରାମର ଦୈତାରି ମହାନ୍ତ, ରାସ ମହାନ୍ତ,…

ବିନିକାରେ ଥମୁନି ହାତୀ ଆତଙ୍କ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥମୁନି ହାତୀ ଆତଙ୍କ। ବିନିକା ଅଞ୍ଚଳରେ ୪୦ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହେବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି। ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ହେଲେ ଜନ ବସତି ମୁହାଁ ହେଉଛନ୍ତି ଏବଂ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି।…

ମେଡିକାଲ ପରିସରରେ ୧୮ ଟିକିଆ ହାତୀପଲ

ଖୋର୍ଦ୍ଧା: ଖୋର୍ଦ୍ଧା ମେଡିକାଲ ପରିସରରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ଗତକାଲି ଚନ୍ଦକା ଜଙ୍ଗଲରୁ ୧୮ ଟିକିଆ ହାତୀପଲ ଖୋର୍ଦ୍ଧା ମେଡିକାଲ କ୍ୟାମ୍ପସକୁ ପାଚେରି ଭାଙ୍ଗି ପଶି ଆସିଥିଲେ। ଖବର ପାଇ ପ୍ରାୟ ବନବିଭାଗର ୨୦ ଜଣିଆ ଟିମ ପହଞ୍ଚିଛନ୍ତି। ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଥିବାରୁ ଅଘଟଣର…

ବିନିକାରେ ନାକେଦମ କଲେଣି ହାତୀପଲ

ସୁବର୍ଣ୍ଣପୁର : ଆଜି ବିନିକାର ଅନେକ ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ସୃଷ୍ଟି କରିଛନ୍ତି। ଅଞ୍ଚଳ ଗୁଡ଼ିକ ହେଲେ ଗଣେଶପୁର, କେଉଟପଡ଼ା, ଝରାପଡ଼ା। ହାତୀପଲ ଉପଦ୍ରବ ସୃଷ୍ଟି କରିବା ସହ ଶହ ଶହ ଏକର ଫସଲ ନଷ୍ଟ କରିବା ସହ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି। ସନ୍ଧ୍ୟା ହେବା ମାତ୍ରେ ହାତୀମାନେ ଗାଁ ମୁହାଁ…

ମୁମୂର୍ଷୁ ଅବସ୍ଥାରେ ମାଈ ହାତୀ ଉଦ୍ଧାର

ପାଳଲହଡା: ଆଜି ସକାଳୁ ନାଳିରୁ ଏକ ମାଈ ହାତୀ ଉଦ୍ଧାର କରାଯାଇଛି। ଏହି ଘଟଣାଟି ଦେବଗଡ଼ ବନଖଣ୍ଡ ପାଳଲହଡ଼ା ବ୍ଲକ ଖମାର ରେଞ୍ଜ ଅଧିନ ସହର ଗୁରୁଜାଙ୍ଗ ବିଟ କରଡ଼ାପାଳ ପଞ୍ଚାୟତ ଗୁରୁଣ୍ଡିଆ ଘଟିଛି। ଖମାର ରେଞ୍ଜର ଏ.ସି.ଏଫ ସଦଳ ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ପାଳଲହଡା…

ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ କରୁଥିବାର ଦେଖାଯାଇଛି। ହାତୀପଲ ଶହ ଶହ ଏକର ପରିବା ଚାଷ ନଷ୍ଟ କରି ଦେଇଛନ୍ତି। ସିନ୍ଦୁରପୁର, ଗଣେଶପୁର, ଗୁଲାପଡାରେ ୨୪ ଟିକିଆ ହାତୀପଲ ଦେଖାଦେଇଥିଲା। ସ୍ଥାନୀୟଲୋକେ ହାତୀପଲଙ୍କ ପାଇଁ ଆତଙ୍କିତ ଅବସ୍ଥାରେ…