Odisha Link
Bridging the Missing Links in Odisha

କେନ୍ଦୁଝରରେ ବଢ଼ିଚାଲିଛି ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ କରୁଛନ୍ତି । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି ।
ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାତୀଙ୍କୁ ଘଉଡ଼ାଇବାକୁ ବନବିଭାଗ ନାକେଦମ ହୋଇଛି। ଦିନରେ ଜଙ୍ଗଲ ଭିତରେ ରହୁଥିବାବେଳେ ସନ୍ଧ୍ୟାରେ ଗାଁ ଭିତରକୁ ଆସି ଆତଙ୍କ ଖେଳାଉଛନ୍ତି ହାତୀ ।

Comments are closed.