Odisha Link
Bridging the Missing Links in Odisha
Daily Archives

August 25, 2020

ପ୍ରଥମ ପେସ୍‌ ବୋଲର ଭାବେ ୬ଶହ ଓ୍ବିକେଟ୍‌…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟ ଦଳର ୩୮ ବର୍ଷୀୟ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍। ପ୍ରଥମ ପେସ୍‌ ବୋଲର ଭାବେ ଟେଷ୍ଟ କ୍ରିକେଟର ୬ଶହ ଓ୍ବିକେଟ କ୍ଲବରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ୍। ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଆଣ୍ଡରସନ୍। ପାକିସ୍ତାନ…

ଓଡ଼ିଶା କୃଷିଭବନର ନିର୍ମାଣ ଶୈଳୀକୁ…

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଲା ଓଡ଼ିଶାର କୃଷି ଭବନ। ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଓଡ଼ିଶାର କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ସ୍ଥାନୀତ କରାଯାଇଛି। କୃଷି କର୍ମଣ ପୁରସ୍କାରରୁ ରାଜ୍ୟସରକାର ଗ୍ରହଣ କରିଥିବା ଅର୍ଥ ରାଶିରୁ ଏହି ସରକାରୀ ସୌଧ…

ପୁଲଓ୍ବାମା ଆକ୍ରମଣ: ୧୩,୫୦୦ ପୃଷ୍ଠାର…

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା(NIA) ଆଜି ୨୦୧୯ ମସିହା ଫେବୃ୍ଆରୀ ୧୪ରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଏକ ଚାର୍ଜସିଟ୍‌ ଦାଖଲ କରିଛି। ଆଜି ଜମ୍ମୁର ସ୍ବତନ୍ତ୍ର NIA କୋର୍ଟରେ ୧୩,୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି NIA। NIA ଚାର୍ଜସିଟରେ ୧୯ ଜଣଙ୍କ ନାମ ଅଭିଯୁକ୍ତ…

ଘର ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ । ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆଙ୍କାକ୍ଷାକୁ ନୂଆ ଉନ୍ମାଦନା ମିଳେ”। ପ୍ରଧାନମନ୍ତ୍ରୀଙ୍କର ଏହି ଦୂରଦୃଷ୍ଟିକୁ ମାର୍ଗଦର୍ଶକ ଭାବେ ଗ୍ରହଣ…

ଦେଢ଼ବର୍ଷର ପୁଅ ପାଇଁ ଔଷଧ କିଣିବାକୁ…

ନୟାଗଡ଼: ପ୍ରତି ମାସରେ ଜଣେ ଗରିବ ବାପା ପୁଅର ଔଷଧ କିଣିବାକୁ ୧୩୦ କିଲୋମିଟର ସାଇକେଲରେ ଯିବା ଏବେ ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି। ମା' ଛେଉଣ୍ଡ ଦେଢ଼ବର୍ଷର ପୁଅ ହୃଦରୋଗରେ ପୀଡ଼ିତ। ସର୍ଜରୀ କରିବା ଅଥବା ରାଜ୍ୟ ବାହାରକୁ ଯାଇ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ଲାଗି ଅସମର୍ଥ ଗରିବ ବାପା।…

କେନ୍ଦୁଝରରେ ବଢ଼ିଚାଲିଛି ହାତୀପଲଙ୍କ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଘର ଭାଙ୍ଗିବା ସହ କଲେ ଫସଲ ନଷ୍ଟ କରୁଛନ୍ତି । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ…

ହିନ୍ଦୁ ଯୁବତୀଙ୍କୁ ବିବାହ କରାଇଲେ…

ମହାରାଷ୍ଟ୍ର: ସମ୍ପର୍କ ଏକ ମଧୁର ଶବ୍ଦ। ଏପରିକି କିଛି ସମ୍ପର୍କ ଜାତି ଧର୍ମରୁ ଉର୍ଦ୍ଧ୍ବରେ ରହିଥାଏ। ମହାରାଷ୍ଟ୍ରର ଏକ ଚିତ୍ର ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ସବୁ ଧର୍ମର ଲୋକଙ୍କ ହୃଦୟ ଜିତିଛି। ଏହି ଫଟୋଟି ହେଉଛି ଅହମ୍ମଦନଗରର ବାବାଭାଇ ପଠାନର। ଯିଏକି ତାଙ୍କୁ ରାକ୍ଷୀ…

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ…

ଭୁବନେଶ୍ବର: କରୋନା କାଳରେ ସହାୟତା ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର। ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି। ଏହି ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ ଦିଆଯିବ। ପ୍ରତ୍ୟେକ…

ଗ୍ରାମୀଣ ଗୃହ ନିର୍ମାଣରେ ଓଡ଼ିଶା ଆଗରେ

ଭୁବନେଶ୍ବର: ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଅଗ୍ରଣୀ। ୨୦୧୪-୧୫ରୁ ଏ ପର୍ଯ୍ୟନ୍ତ ୨୬ ଲକ୍ଷ ୮୪.୮୧୮ ପକ୍କା ଘର ତିଆରି ସରିଛି। ପିଏମଏଓ୍ବାଇ ରେ ୨୦୧୬-୧୭ରୁ ମୋଟ୍‌ ୧୮ ହାଜର ୮୩୭ କୋଟି ମିଳିଛି। ଲୋକ ମାନଙ୍କୁ ବିଜୁ ପକ୍କା ଘର ଯୋଜନାରୁ ପ୍ରୋତ୍ସାହନ ରାଶି ଦିଆଯାଇଛି। ୪ ମାସରେ ଘର…

କଂଗ୍ରେସ ନେତା ଡି.କେ ଶିବକୁମାରଙ୍କୁ…

ବେଙ୍ଗାଲୁରୁ: କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଏବଂ ତାଙ୍କ ଝିଅ ମଧ୍ୟ କରୋନାରେ ଆକ୍ରାନ୍ତ…