Odisha Link
Bridging the Missing Links in Odisha
Browsing Tag

England

ରାଓ୍ବଲପିଣ୍ଡି ଟେଷ୍ଟ ଜିତିଲା ଇଂଲଣ୍ଡ,…

ଓଏଲ୍‌ ବ୍ୟୁରୋ: ପାକିସ୍ତନାର ରାଓ୍ବଲପିଣ୍ଡିରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଇଂଲଣ୍ଡ। ପାକିସ୍ତାନକୁ ୭୪ ରନରେ ପରାସ୍ତ କରିଛି ବେନ୍‌ ଷ୍ଟୋକ୍ସଙ୍କ ଇଂଲଣ୍ଡ ଦଳ । ଏଥିସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ୨୨ ବର୍ଷ ପରେ ପାକିସ୍ତାନକୁ ତାର ମାଟିରେ ଇଂଲଣ୍ଡ…

ରାୱଲପିଣ୍ଡି ଟେଷ୍ଟରେ ଇତିହାସ ରଚିଲା…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍‌ ଖେଳୁଛି ଇଂଲଣ୍ଡ। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ୧୧୨ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛି ଇଂଲଣ୍ଡ। ପ୍ରଥମ ଦଳ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନରେ ୫୦୦ ରନ୍ କରିଛି ଇଂଲଣ୍ଡ। ରାଓ୍ବଲପିଣ୍ଡିରେ…

ଇଂଲଣ୍ଡକୁ ଝଟକା ଦେଲେ ଭାରତୀୟ ବୋଲର

ଓଏଲ୍‌ ବ୍ୟୁରୋ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବାଟିଂ କରୁଛି ଇଂଲଣ୍ଡ ଦଳ। ହେଲେ ରୋହିତଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣ…

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ଦଖଲ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଦିନିକିଆ ସିରିଜ ଉପରେ। ଇଂଲଣ୍ଡ ଦଳକୁ ଇଂଲଣ୍ଡ ମାଟିରେ ହରାଇ ୨-୧ରେ ଟି-୨୦ ସିରିଜ ଜିତିଥିଲା ଭାରତୀୟ ଦଳ। ଏବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ…

ମାତ୍ର ୬ଟି ବଲରେ ଆଉଟ୍‌ ହେଲେ ୪ ଖେଳାଳି,…

ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ବିରାଟଙ୍କ ପାଇଁ ତାହା ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍‌ କରି…

ପ୍ରଥମ ପେସ୍‌ ବୋଲର ଭାବେ ୬ଶହ ଓ୍ବିକେଟ୍‌…

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ଇଂଲଣ୍ଡ କ୍ରିକେଟ ଦଳର ୩୮ ବର୍ଷୀୟ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍। ପ୍ରଥମ ପେସ୍‌ ବୋଲର ଭାବେ ଟେଷ୍ଟ କ୍ରିକେଟର ୬ଶହ ଓ୍ବିକେଟ କ୍ଲବରେ ସାମିଲ ହେଲେ ଜେମ୍ସ ଆଣ୍ଡରସନ୍। ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି କିର୍ତ୍ତୀମାନର ଅଧିକାରୀ ହୋଇଛନ୍ତି ଆଣ୍ଡରସନ୍। ପାକିସ୍ତାନ…

ଆଜି ବିଶ୍ବ ଚମ୍ପିଆନ ହୋଇଥିଲା ଇଂଲଣ୍ଡ,…

ନୂଆଦିଲ୍ଲୀ: ଗତ ବର୍ଷ, ଆଜିର ତାରିଖରେ ପ୍ରଥମ ଥର ପାଇଁ କ୍ରିକେଟର ଜନକ ଇଂଲଣ୍ଡ ଦଳ ହାତଇଥିଲା ଦିନିକିଆ ବିଶ୍ବକପ୍‌ ଟ୍ରଫି। ଗତବର୍ଷ ଆଜିର ଦିନରେ ପଡ଼ିଆରେ ଦେଖିବାକୁ ମିଳିଥିଲା ଘମା ଘୋଟ ଲଢ଼େଇ। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱକପ -୨୦୧୯ ଫାଇନାଲ ମ୍ୟାଚ୍ ଏକ ଟାଇରେ ଶେଷ ହୋଇଥିଲା…

୧୪୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ସାରା ବିଶ୍ବ ଚିନ୍ତିତ। ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଅନେକ ଦେଶ ଲକ୍‌ଡାଉନ୍‌ କଟକଣା କାର୍ଯ୍ୟକାରୀ କରିଥିଲେ। ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସବୁ ସ୍ଥଗିତ ରହିଥିଲା। କରୋନା ଓ ଲକ୍‌ଡାଉନ୍‌ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। କାରଣ…

ଜୁଲାଇରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଜୁଲାଇ ୮ରୁ ପୁଣି କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ ଖେଳ। ଜୁଲାଇ ୮ରୁ ୨୮ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବଲେସ୍‌ରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଆୟୋଜିତ ହେବ। ଏନେଇ…

୦ ରନରେ ବିଶ୍ବକପ୍‌ ହାରି କ’ଣ…

ଲଣ୍ଡନ: ଦୀର୍ଘ ୪୫ ଦିନର ଖେଳ ପରେ କ୍ରିକେଟ ଜଗତକୁ ନୂଆ ବିଶ୍ବକପ୍‌ ବିଜୟୀ ଦଳ ମିଳିଯାଇଛି। ଗତକାଲି ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡ ଦଳ ବିଶ୍ବବିଜୟୀ ହୋଇଛି। ଟାଇ ଟାଇ ପରେ ଟାଇଟଲ ହାତେଇଛି କ୍ରିକେଟର ଜନକ ଇଂଲଣ୍ଡ ଦଳ। ଅପରପକ୍ଷେ ସାରା ବିଶ୍ବବାସୀଙ୍କ ଦୃଦୟ ଜିତିଛି ନ୍ୟୁଜିଲାଣ୍ଡ ଦଳ। ପ୍ରଥମ ଥର ପାଇଁ ୦…