Odisha Link
Bridging the Missing Links in Odisha
Browsing Tag

Facebook

ବିଜେପି-ହ୍ବାଟସଆପ୍‌ ମଧ୍ୟରେ ଭିତିରି…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତୀୟ ଜନତାପାର୍ଟିକୁ ଟାର୍ଗେଟ କରିଛନ୍ତି। ଭାରତୀୟ ଜନତା ପାର୍ଟି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଲିଙ୍କ ଥିବା ପ୍ରସଙ୍ଗରେ ପୁଣି ଥରେ ନିଜ ମତ ଦେଇଛନ୍ତି ରାହୁଲ। ସେ ଟାର୍ଗେଟ କରି କହିଛନ୍ତି ଯେ,ଏଥର ସେମାନଙ୍କର ଲକ୍ଷ୍ୟ ହେଉଛି…

ଫେସ୍ବୁକ୍‌-ହ୍ବାଟ୍ସଆପ୍‌କୁ ନିୟନ୍ତ୍ରଣ…

ନୂଆଦିଲ୍ଲୀ: ଚୀନ ସହ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ କହିଛନ୍ତି, ବିଜେପି ଏବଂ ଆରଏଏସ ଭାରତରେ ଫେସ୍ବୁକ୍‌ ଏବଂ ହ୍ବାଟ୍‌ସଆପ୍‌କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନେ…

ରାମାୟଣକୁ ଅପମାନ ଅଭିଯୋଗ, କବି…

ଭୁବନେଶ୍ବର: ରାମାୟଣର ସୀତାଙ୍କ ନାମରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଜଣାଶୁଣା କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି। ଅନ୍‌ଲାଇନ୍‌ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନ ନାସନାଲ ସାଇବର କ୍ରାଇମ୍‌ ରିପୋର୍ଟିଂ ପୋର୍ଟାଲରେ ଖୋର୍ଦ୍ଧା ଜିଲ୍ଲାର ଜଣେ ରାଷ୍ଟ୍ରୀୟ ସ୍ବୟଂ ସେବକ…

ରିଲାଏନ୍ସ ଓ ଫେସ୍‌ବୁକ୍‌ ମିଳିତ ଭାବେ…

ମୁମ୍ବାଇ: ଚୀନର ଓ୍ବି-ଚାଟ୍‌ (WeChat) ଭଳି ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଫେସ୍ବୁକ୍‌ ମିଳିତ ଭାବେ ଏକ ସୁପର ଚାଟ୍‌ ନିର୍ମାଣରେ ଲାଗିଛନ୍ତି। କରୋନା ଭୂତାଣୁ ସଂକ୍ରମଣ କାରଣରୁ ଏହାର ନିର୍ମାଣରେ ଭଟ୍ଟା ପଡ଼ିଥିବା ବେଳେ ମହାମାରୀ ବିପତ୍ତି ଟଳିବା ପରେ ଏହି ଆପ୍‌ ବଜାରକୁ ଆସିବ ବୋଲି ଜଣାପଡ଼ିଛି।…

ସୋସିଆଲ ମିଡିଆରୁ ବିଦାୟ ନେବେ ମୋଦି!

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ଛାଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! ସୋସିଆଲ ମିଡିଆର ବ୍ୟବହାର ନକରିବା ପାଇଁ ସେ ଚିନ୍ତା କରୁଛନ୍ତି। ଏନେଇ ମୋଦି ଖୋଦ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆସନ୍ତା ରବିବାର ମୋର ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆଦି ସୋସିଆଲ ମିଡିଆ…

ଫେସବୁକର ଇନଷ୍ଟାଗ୍ରାମ, ଟ୍ଵିଟର ଆକାଉଣ୍ଟ…

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ ସୋସିଆଲ ମିଡିଆ ସାଇଡ୍ ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର ଏବଂ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ହ୍ୟାକିଂ ଗ୍ରୁପ୍ ଆୱାର ମାଇନ୍ ଏହି ହ୍ୟାକ୍ କରିଥିବା ଜଣାପଡିଛି। ବର୍ତ୍ତମାନ ଏହି ସବୁ ଆକାଉଣ୍ଟକୁ ରି-ଷ୍ଟୋର କରାଯାଇଛି। ଏହା ପୂର୍ବରୁ ଆୱାର…

ବୁଢା ଦେଖାଯାଉଥିବା ଫେସ୍‌ ଆପ୍‌ ବ୍ୟବହାର…

ନୂଆଦିଲ୍ଲୀ: ଫେସ୍‌ ଆପ୍‌। ଏମିତି ଏକ ଆପ୍‌ ଯାହା ଏବେ ସୋଶିଆଲ ମିଡ଼ିଆରେ ଟ୍ରେଣ୍ଡିଙ୍ଗ୍‌ କରୁଛି। ପିଲାଠୁ ବୁଢା ଯାଏଁ ଏହି ଆପ ବ୍ୟବହାର କରୁଛନ୍ତି। ସୋଶିଆଲ ମିଡ଼ିଆରେ ଚହଳ କରିଛି ଏହି ଆପ୍। ତାହାଲେ ଜାଣନ୍ତୁ ଫେସ୍‌ ଆପ୍‌ କଣ। ଫେସ୍‌ ଆପ୍: ଏହା ଏପରି ଏକ ଆପ୍‌ ଯେଉଁ ଆପରେ ଲୋକମାନେ ନିଜକୁ ବୁଢା…

ଫେସବୁକରେ ଅଶାଳୀନ ମନ୍ତବ୍ୟ, ପୁଲିସରେ…

ଭୁବନେଶ୍ବର: ଫେସବୁକ ମେସେଞ୍ଜରରେ ଜଣେ ବ୍ୟକ୍ତି ତାଙ୍କୁ ଅଶାଳୀନ ମନ୍ତବ୍ୟ ଲେଖିଛନ୍ତି ବୋଲି ଦର୍ଶାଇ ପୁଲିସରେ ଅଭିଯୋଗ କରିଛନ୍ତିି ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଏ ନେଇ ସେ ଓଡ଼ିଶା ପୁଲିସର କ୍ରାଇମ୍‌ ବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି।…