Odisha Link
Bridging the Missing Links in Odisha
Browsing Tag

Flood

ଦଲେଇ ଘାଇରେ ବିପଦ ସଙ୍କେତ ଟପିଲା ଦେବୀ…

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦଳେଇ ଘାଇଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ବହୁଛି। ଫଳରେ ଜିଲ୍ଲାର ପ୍ରବାହିତ ବିଭିନ୍ନ ଶାଖା ନଦୀରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ବିପଦ ସଙ୍କେତ ୫୭ ଫୁଟ୍ ଥିବା ବେଳେ ଏବେ ୫୭.୬୦ ଫୁଟରେ ପାଣି ବହୁଛି। ମାଛଗାଁରେ ମଧ୍ୟ ଦେବୀ ନଦୀ ବିପଦ ସଙ୍କେତ ଟପିଛି।…

ବନ୍ୟାରେ ୨୦ଜିଲ୍ଲା ପ୍ରଭାବିତ: ଏସଆରସି

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା। ଏନେଇ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଥିଲା। ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି। ସେହି ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା। ସେ କହିଛନ୍ତି…

ବନ୍ୟାଜଳ: ଖରସ୍ରୋତାରେ ୪ଟି ଘାଇ

ଭୁବନେଶ୍ବର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଶନିବାର ଖରସ୍ରୋତା ନଦୀରେ ୪ଟି ଘାଇ ସୃଷ୍ଟି ହୋଇଛି । ମଙ୍ଗଳା ମନ୍ଦିର, ବାରିକ ସାହି ଓ ରାମଚଣ୍ଡୀ ସମେତ ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ବ୍ୟାପକ…

ବାଙ୍କୀରେ ଘାଇ

କଟକ: ବାଙ୍କୀରେ ଘାଇ। ମହାନଦୀ ଅବବାହିକା ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲ୍ଲା ବାଙ୍କୀର ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇଛି। ଘାଇ କାରଣରୁ ଗାଁ ଭିତରେ ମହାନଦୀ ଜଳ ପ୍ରବେଶ କରି ଛି ଫଳରେ ବହୁ ଗାଁ ଜଳମଗ୍ନ ହେବା ସହ ଚାଷ ଜମି ବନ୍ୟାଜଳରେ ବୁଡି ଯାଇଛି।କଇଁମୁଣ୍ଡି, ଶୁଖୁଆଖେଳା ,…

ଜଳବନ୍ଦୀରେ ଯାଜପୁର, ୫୫୦ ଗାଁ ପ୍ରଭାବିତ

ଯାଜପୁର : ଜଳବନ୍ଦୀରେ ଯାଜପୁର। ଲଘୁଚାପ ବର୍ଷା ଓ ବନ୍ୟାରେ ଯାଜପୁର ଜିଲ୍ଲାର ୧୨୫ ପଞ୍ଚାୟତ ୫୫୦ ଗାଁ ଜଳମଗ୍ନ। ବୈତରଣୀ, କାଣୀ, ବ୍ରାହ୍ମଣି, ଖରସ୍ରୋତା ନଦୀରେ ୨୬ ଟି ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି। ଘାଇ କାରଣରୁ ବନ୍ୟା ଜଳ ଗ୍ରାମ ଓ କ୍ଷେତକୁ ପ୍ରବେଶ କରି ନାହିଁ ନଥିବା କ୍ଷତି ଘଟାଇଛି। ବିଶେଷ କରି…

ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ମହାନଦୀରେ ମଧ୍ୟମରୁ ବଡ ଧରଣରୁ ବନ୍ୟା ଆଶଙ୍କା। ଏନେଇ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି। ମହାନଦୀର ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଥିବା ବେଳେ ସକାଳ ସୁଧା ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ କଲମାରୁ ୫ ଲକ୍ଷ, ଇବ୍‌ ଓ ଭେଡେନ୍ରୁ…

ବନ୍ୟା ଜଳରେ ଭାସିଗଲେ ମହିଳା

ମୟୂରଭଞ୍ଜ: ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ। ଗଙ୍ଗାହାର ନଦୀର ବନ୍ୟାଜଳରେ ଭାସିଗଲେ ମହିଳା। ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ ସଦସ୍ୟ ସରକାରୀ…

ମାଲକାନଗିରିରେ ବନ୍ୟା: ଯୋଗାଯୋଗ…

ମାଲକାନଗିରି: ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀ ତଥା ନାଳଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବହୁ ଅଞ୍ଚଳରେ ପାଣି ପଶିଥିବା ସୂଚନା ମିଳିଛି। ବହୁ ଅଞ୍ଚଳକୁ ମଧ୍ୟ…

ଭାସିଗଲେ ୧୧ ଛାତ୍ରଛାତ୍ରୀ; ୬ ମୃତ

ଜାକର୍ତ୍ତା: ବନ୍ୟାରେ ଭାସିଗଲେ ୧୧ ଛାତ୍ରଛାତ୍ରୀ। ଇଣ୍ଡୋନେସିଆ ଜାଭା ଦ୍ବୀପ ସେମ୍ପୋର ନଦୀରେ ଅଚାନକ ବନ୍ୟା ଆସିବାରୁ ଭାସିଗଲେ ଛାତ୍ରଛାତ୍ରୀ ଓ ଶିକ୍ଷକ। ଫଳରେ ପ୍ରାୟ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଇଣ୍ଡୋନେସିଆରେ ମାଟି ଅତଡା ଧସିବା ଏବଂ ଅଚାନକ ବନ୍ୟା…

ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା,…

ନୂଆଦିଲ୍ଲୀ: ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ମଧ୍ୟପ୍ରଦେଶର ଅବସ୍ଥା ଜଟିଳ ହୋଇପଡ଼ିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭୋପାଳ ଓ ଭିଦିସା ଅଞ୍ଚଳରେ ଲୋକଙ୍କ ଘର ଭିତରେ ପାଣି ପଶିଛି। ଏଥିସହିତ ମଣ୍ଡଳା ଜିଲ୍ଲାରେ ୧୩୪ ମିଲିମିଟର ବର୍ଷା ରେକର୍ଡ…