Odisha Link
Bridging the Missing Links in Odisha
Browsing Tag

Gold

ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ବଢ଼ିଲା ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ସେହିପରି ରୂପା ଦର ୮୭୦ ଟଙ୍କା ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ…

ମହଙ୍ଗା ହେଲା ସୁନା ଓ ରୁପା

ନୂଆଦିଲ୍ଲୀ: ଦେଶରେ ଦରଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ସୁନା ଓ ରୁପା ଦାମ ବୃଦ୍ଧି ପାଇଛି। ଆଜି ସୁନା ଦର ୪୪୬ ଟଙ୍କା ବୃଦ୍ଧି ପାଇଛି। ଯାହାଫଳରେ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୪୬,୪୬୦ ଟଙ୍କା ରହିଛି। ସୂଚନାଯୋଗ୍ୟ, ସୋମବାର ଦିନ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪…

କଟକରୁ ଜବତ ହେଲା ୨ କେଜି ସୁନା

କଟକ: କଟକରେ ବେଆଇନ ସୁନା କାରବାର ଘଟଣା। ଜବତ ହେଇଛି ବିପୁଳ ପରିମାଣର ସୁନା। ୨ କେଜି ଓଜନର ସୁନା ଜବତ କରାଯାଇଛି। ଆଜି କମିଶନରେଟ ପୁଲିସ ଏହି ସୁନା ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରୁ ପୁଲିସ ଏହି ସୁନା ଜବତ କରିଛି। ପଞ୍ଜାବରୁ ସୁନା ଆଣି ଜିଏସଟି ଫାଙ୍କି ବିକ୍ରି କଲା ବେଳେ ପୁଲିସ ଏହାକୁ ଜବତ…

ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ। ଭାରତୀୟ ମାନକ ବ୍ୟୁରୋ (ବିଏସଆଇ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ ଏହା ଲାଗୁ କରାଯିବ। ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଖିଲାପକାରୀଙ୍କ ଠାରୁ କୌଣସି ଜରିମାନା ଆଦାୟ…

ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା

କର୍ଣ୍ଣାଟକ: ଚୋର ପେଟରୁ ବାହାରିଲା ୩୫ ଗ୍ରାମର ସୁନା। କର୍ଣ୍ଣାଟକର ମାଙ୍ଗାଲୁରୁରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଚୋରଟି ଖସିଯିବା ପାଇଁ ଆଇସକ୍ରିମ ସହିତ ସୁନା ଅଳଙ୍କାର ଗିଳି ଦେଇଥିଲା। ପରେ ଡାକ୍ତରଖାନାରେ ଏକ୍ସ-ରେ କରାଯାଇଥିଲା। ଏବଂ ପେଟରେ ସୁନା ମୁଦି ଥିବାର ଜଣାପଡିଥିଲା।…

ସାବଧାନ: ହ୍ବାଟ୍ସଆପ୍‌ରେ ପିଙ୍କ୍‌ ଓ…

ଭୁବନେଶ୍ବର: ଏବେ ସାଇବର୍‌ ଅପରାଧୀଙ୍କ ନୂଆ ମାଧ୍ୟମ ପାଲଟିଛି ହ୍ବାଟ୍ସଆପ୍। ଏକ ଲିଙ୍କ୍‌ ପଠାଇ ଆପଣଙ୍କ ଫୋନ୍‌ ହ୍ୟାକ୍‌ କରି ନେଇପାରନ୍ତି ସାଇବର୍‌ ଠକ। ଅବିକଳ ହ୍ବାଟ୍ସଆପ୍‌ର ଅଫିସିଆଲ୍‌ ଲିଙ୍କ୍‌ ପରି ଲାଗୁଥିଲେ ବି ତାହା ଉପରେ କ୍ଲିକ୍‌ କରିବା ମାନେ ଆପଣଙ୍କ ଫୋନ୍‌ ପ୍ରତି ବିପଦ ରହିଛି।…

ସୁନା ଦୋକାନରେ ଚଢ଼ାଉ, ୪୪୫,୫୦୦…

ଭୁବନେଶ୍ୱର: ସୁନା ଦୋକାନରେ ଓଜନ ମାପରେ ଠକେଇ। ଓଜନରେ ଠକେଇ ନେଇ ସୁନାଦୋକାନରେ ଚଢ଼ାଉ କରାଯାଇ ୪ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏନେଇ ଆଜି ଗୃହରେ ପ୍ରଶ୍ନୋତ୍ତରରେ ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଜନମାପରେ…

ସୁନା କିଣିଲେ ସାବଧାନ୍, ଦେଖାଇବାକୁ…

ନୂଆଦିଲ୍ଲୀ : ସୁନା ଗହଣା ପ୍ରତି ଅନେକ ଲୋକଙ୍କ ରୁଚି ରହିଥାଏ।ତେବେ ଅତି ସହଜରେ ଅନେକ ଲୋକ ପର୍ବ ପର୍ବାଣୀ ହେଲେ ସୁନାଗହଣା କିଣି ଥାନ୍ତି। ବର୍ତ୍ତମାନ ସୁନା କିଣିବାକୁ ଗଲେ ସାଥିରେ ନବାକୁ ପଡ଼ିବ ପାନ୍ ଓ ଆଧାରର କାର୍ଡ କାଗଜପତ୍ର। ୨ ଲକ୍ଷରୁ କମ୍ ଟଙ୍କାର ସୁନାଗହଣା କିଣିବା ବେଳେ ଏବେ ସୁନା…

୫୪୦ ଗ୍ରାମ୍‌ ସୁନା ଜବତ, ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ୫୪୦ ଗ୍ରାମ୍‌ ସୁନା ଜବତ। ସୁନା ଚୋରି ମାମଲାରେ ୨ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ୫୪୦ ଗ୍ରାମ୍‌ ସୁନା ସହ ୧୦୦ ଗ୍ରାମ୍‌ ରୁପା, ଦାମୀ କାର୍, ବାଇକ୍‌ ସ୍କୁଟି ମଧ୍ୟ ଜବତ କରାଯାଇଛି। ଏମାନେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ ଏହି ଦୃବୃତ୍ତ। ଚୋରି ସୁନା…

ବିଜେପି ନେତାଙ୍କ ଘରୁ ୧୮ କୋଟି ଟଙ୍କାର…

ପାଟନା: ଭାରତ ଭିତରେ ପଶି ଜଣେ ଭାରତୀୟ ଜନତା ପାର୍ଟି ନେତାଙ୍କ ଘରୁ ୨୩ କିଲୋଗ୍ରାମ୍‌ ସୁନା ବିସ୍କୁଟ୍‌ ଜବତ କରିଛି ନେପାଳ ପୁଲିସ। ଏହାର ବଜାର ମୂଲ୍ୟ ଆନୁମାନିକ ୧୮ କୋଟି ଟଙ୍କା ହେବ। ନିର୍ବାଚନ ପ୍ରଚାର ପାଣ୍ଠି ପାଇଁ ସୁନା ଚାଲାଣ ହୋଇତିବା ନେଇ ସନ୍ଦେହ ଉଠିଥିବା ବେଳେ ଏହାକୁ ଏକ ରାଜନୈତିକ…