Odisha Link
Bridging the Missing Links in Odisha
Browsing Tag

High Court

ସ୍କୁଲ ଫି’ ମାମଲା, କମିଟି ରିପୋର୍ଟ…

ଭୁବନେଶ୍ୱର: ହାଇକୋର୍ଟରେ ଘରୋଇ ସ୍କୁଲ ଫି’ ମାମଲା। ରାଜ୍ୟ ସରକାଙ୍କ ସ୍କୁଲ ଫି ରିହାତି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ହାଇକୋର୍ଟ।କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବାକୁ…

ପ୍ରଦୀପ ପାଣିଗ୍ରାହୀ ମାମଲାର କେସ୍ ଡାଏରୀ…

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍ ଡାଏରୀ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଜଷ୍ଟିସ୍ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ସପ୍ତାହରେ ଏହି ମାମଲାର…

ପରୀ ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ…

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି। ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଏସଆଇଟିକୁ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ…

ପୁରୀ ହାଜତ ମୃତ୍ୟୁ ମାମଲା: ଅସନ୍ତୋଷ…

କଟକ: ପୁରୀ ହାଜତ ମୃତ୍ୟୁ ମାମଲାର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ଏଥିସହ ମାମଲା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ପୋଲିସ ବିରୋଧରେ ମାମଲା ରୁଜୁ କରାଯାଇଛି କି ନାହିଁ। ପୋଲିସଙ୍କ ବିରୋଧରେ ୩୦୨ ଦଫା ଲାଗିଛି କି ନାହିଁ ପଚାରି ବୁଝିଛନ୍ତି ହାଇକୋର୍ଟ।…

ହାଇକୋର୍ଟରେ ହାଜର ହେଲେ ଏଡିଜି

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜି ହାଇକୋର୍ଟରେ ହାଜର ହୋଇଛନ୍ତି। ଭିଡିଓ କନଫରେନସିଂ ଜରିଆରେ ହାଜର ହୋଇ ପକ୍ଷ ରଖିଛନ୍ତି ଏଡିଜି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଚାଲୁରହିଥିବା ଏଡିଜି ଜଣାଇଛନ୍ତି। ତେବେ ଆସନ୍ତା ଜାନୁଆରୀ…

ଜାମିନ ପାଇଁ ହାଇକୋର୍ଟ ଦ୍ବାରସ୍ଥ ହେଲେ…

ଭୁବନେଶ୍ବର: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗିରଫ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ। ପୂର୍ବରୁ ଭିଜିଲାନ୍ସ କୋର୍ଟ ଅଭୟଙ୍କ ଜାମିନ ଆବେଦନ ଖାରଜ କରିଥିଲା। ପ୍ରକାଶ ଯେ, ଭିଜିଲାନ୍ସ ପକ୍ଷରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ନଭେମ୍ବର ୨୭ରେ ଗିରଫ କରାଯାଇଛି।…

ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ: ନୟାଗଡ ‘ପରୀ’ ମୃତ୍ୟୁ ମାମଲାର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ପରୀ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି। ପରୀର ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଦେବାକୁ ହାଇକୋର୍ଟ ନୟାଗଡ଼ ଏସପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି। ଘଟଣା ସମ୍ପର୍କରେ ସବିଶେଷ…

ସ୍କୁଲ ଫି’ ମାମଲା: ରାଜ୍ୟ ସରକାରଙ୍କ…

ଭୁବନେଶ୍ୱର: ଆଜି ହାଇକୋର୍ଟ ସ୍କୁଲ ଫି’ ହ୍ରାସ ଆବେଦନ ମାମଲାର ଶୁଣାଣି କରିଛନ୍ତି। ଏହି ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ରାଜ୍ୟ ସରକାର ସ୍କୁଲ ଫି କେତେ ହ୍ରାସ କରି ପାରିବେ ସେ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଫି’ ତେକେ ହ୍ରାସ…

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ସୋମବାର ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି…

ବଗଲା ଜମି ବିବାଦରେ ୨୩ ପ୍ରତିପକ୍ଷଙ୍କୁ…

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି। ଏ ମାମଲାରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପର୍ଷଦ ସଭ୍ୟ ଆଦି ୨୩ ପ୍ରତିପକ୍ଷଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି। ୨୩ ପ୍ରତିପକ୍ଷଙ୍କ ମଧ୍ୟରେ ଜମି…