Odisha Link
Bridging the Missing Links in Odisha
Browsing Tag

High Court

ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ…

କଟକ: ଦୁଷ୍କର୍ମ ପୀଡ଼ିତା ଗର୍ଭବତୀ ନାବାଳିକାକୁ ଗର୍ଭନଷ୍ଟ କରିବା ପାଇଁ ଅନୁମତି ଦେଲେ ହାଇକୋର୍ଟ। ପୁରୀ ଅଞ୍ଚଳର ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ହାଇକୋର୍ଟ ଆବେଦନର ଶୁଣାଣି କରି ଗର୍ଭପାତ କରିବା ପାଇଁ ଅନୁମତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ…

ଜେଲ୍‌ ପରିଦର୍ଶନ କରିବାକୁ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଆଜି ଓଡ଼ିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ…

ହାଇକୋର୍ଟ ଗଲା ‘କୋଟିଆ’ ପ୍ରସଙ୍ଗ

ବ୍ରହ୍ମପୁର: ହାଇକୋର୍ଟ ଗଲା ‘କୋଟିଆ’ ମାମଲା। କୋଟିଆରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ମାମଲା ଦାୟର ହୋଇଛି। ଜନସ୍ୱାର୍ଥ ମାମଲା ଦାୟର କରିଛି ଭାରତୀୟ ବିକାଶ ପରିଷଦ। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ମାମଲାରେ ଅପିଲ କରାଯାଇଛି। ସୀମା ସୁରକ୍ଷା…

୧୫ରୁ ସ୍ବାଭାବିକ ହେବ ସବୁ କୋର୍ଟ

କଟକ: କରୋନା ମହାମାରୀ କାରଣରୁ ପ୍ରାୟ ୧୧ ମାସ ପରେ ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତ ଏବଂ ଟ୍ରିବ୍ୟୁନାଲ୍‌ ସ୍ୱାଭାବିକ ହେବାକୁ ଯାଉଛି। ଆସନ୍ତା ୧୫ତାରିଖରୁ ସବୁ ଅଦାଲତରେ ସିଧାସଳଖ ଶୁଣାଣି ଆରମ୍ଭ ହେବ। ସବୁ ନିମ୍ନଅଦାଲତ ଓ ଟ୍ରିବୁନାଲ୍‌ରେ କିପରି କୋଭିଡ୍‌ର ସମସ୍ତ ଗାଡଇ୍‌ଲାଇନ୍‌କୁ ମାନି ମାମଲାର…

୧୫ରୁ ସ୍ବାଭାବିକ ଭାବେ ଚାଲିବ ରାଜ୍ୟର…

କଟକ: ରାଜ୍ୟରେ ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ୍। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକଣା କୋହଳ କରୁଛନ୍ତି। ଏହାକୁ ନଜରରେ ରଖି ହାଇକୋର୍ଟ ମଧ୍ୟ କିଛି କଟକଣା କୋହଳ କରିଛନ୍ତି। କରୋନା କଟକଣା ଯୋଗୁଁ ଦୀର୍ଘଦିନ ହେବ ରାଜ୍ୟ ସମସ୍ତ ଅଦାଲତ ଫେବୃଆରୀ ୧୫ ତାରିଖରୁ ସ୍ବାଭାବିକ ଭାବେ ଚାଲିବ।…

ପତ୍ନୀଙ୍କ ନାଁରେ ପ୍ରତାରଣା ଅଭିଯୋଗ,…

ପାଟନା: ସ୍ୱାମୀଙ୍କୁ ପ୍ରତାରଣା ଦେଇ ପତ୍ନୀ ଅନ୍ୟ ଜଣଙ୍କ ସହ ବିବାହ କରିଛନ୍ତି। ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବେଳେ ସ୍ୱାମୀଙ୍କୁ ଆଶ୍ୱାସନା ଦେଇ କୋର୍ଟ ଯାହା କହିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାଟନା ହାଇକୋର୍ଟରେ ଏହି ପ୍ରତାରଣା ମାମଲାର ଶୁଣାଣି ବେଳେ…

ସୋନୁ ସୁଦଙ୍କ ପାଇଁ ବଢୁଛି ଅଡୁଆ

ମୁମ୍ବାଇ: ରିଲ୍ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇର ଜୁହୁ ସ୍ଥିତ ଆବାସିକ ଅଞ୍ଚଳରେ ବେଆଇନ ନିର୍ମାଣକୁ ନେଇ ବିଏମସି ସୋନୁଙ୍କୁ ନୋଟିସ୍‌ କରିଥିଲା। ଏହାକୁ ଖାରଜ ଓ ଅନ୍ତରୀଣ ସୁରକ୍ଷା ପାଇଁ ସୋନୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।…

ଆଦିତ୍ୟ ଦାସ ମୃତ୍ୟୁ ମାମଲା:…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ଆଜି ଶୁଣାଣି ଚାଲିଥିବା ବେଳେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। କୋର୍ଟ ବିରକ୍ତ ହେବାର କାରଣ ହେଲା, ତଦନ୍ତକାରୀ ସଂସ୍ଥା ଶବ ବ୍ୟବଛେଦର…

ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ…

କଟକ: ଏଣିକି କ୍ୟାନସର ରୋଗୀମାନଙ୍କର ପେଟ୍ ସିଟି ସ୍କାନର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ପୂର୍ବରୁ ପେଟ୍ ସିଟି ସ୍କାନ ବାବଦରେ ରୋଗୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ଏହି ସମସ୍ୟା ନେଇ ଏକ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ଆଜି…

ପରୀ ହତ୍ୟା ମାମଲା: ସିଟିଙ୍ଗ୍ ଜଜ୍…

ଭୁବନେଶ୍ୱର: ନୟାଗଡ଼ ବହୁ ଚର୍ଚ୍ଚିତ ‘ପରୀ’ ହତ୍ୟା ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏସଆଇଟି ତଦନ୍ତ ମନିଟରିଂ ପାଇଁ ରାଜ୍ୟ ସରକାର ସିଟିଙ୍ଗ୍ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ କୌଣସି ଚିଠି ଲେଖିନାହାନ୍ତି। ଏନେଇ ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।…