Odisha Link
Bridging the Missing Links in Odisha
Browsing Tag

High Court

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗ, ୨୩ରେ…

ଭୁବନେଶ୍ୱର: ଘରୋଇ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏଥିସହ ରାଜ୍ୟ ସରକାର ସ୍କୁଲ ଫି’ ଛାଡ଼ ନିଷ୍ପତ୍ତି ହାଇକୋର୍ଟ ଉପରେ ଛାଡ଼ି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖ ହେବ ବୋଲି ଦିନ…

ସ୍କୁଲ ଫି ମାମଲା: ସରକାରଙ୍କୁ…

ଭୁବନେଶ୍ୱର: ହାଇକୋର୍ଟରେ ସ୍କୁଲ ଫି’ ମାମଲା। ସ୍କୁଲ ଫି’ ଛାଡ଼ ସମ୍ପର୍କିତ ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନସନ ପିଟିସନକୁ ମାନ୍ୟବର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ପିଟିସନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ହାଇକୋର୍ଟ ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କ…

ଦୁର୍ଗା ମୂର୍ତ୍ତି ଉଚ୍ଚତା ମାମଲା: ଆଜି…

କଟକ: ହାଇକୋର୍ଟରେ ଆଜି ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ଶୁଣାଣି ହେବ। ମୂର୍ତ୍ତି ଉଚ୍ଚତା ନେଇ କୋର୍ଟଙ୍କୁ ସବିଶେଷ ରିପୋର୍ଟ ଦାଖଲ କରିବେ ଆଡଭୋକେଟ୍ ଜେନେରାଲ୍। ଉକ୍ତ ରିପୋର୍ଟ ଆଧାରରେ ଶୁଣାଣି କରାଯିବ। ଆଜି ଏସଂକ୍ରାନ୍ତୀୟ ମାମଲାର ଚୁଡାନ୍ତ ଶୁଣାଣି କରିଵେ ହାଇକୋର୍ଟ। ସୂଚନାଯୋଗ୍ୟ, କଟକ…

ମୂର୍ତ୍ତି ଉଚ୍ଚତା ତଥ୍ୟ ଦେବେ ଏଜି

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ…

ମୂର୍ତ୍ତି ଉଚ୍ଚତା ବିବାଦ: ହାଇକୋର୍ଟରେ…

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ଆଜି ରାଜ୍ୟ ସରକାର ହାଇକୋର୍ଟରେ ୨ଟି ସତ୍ୟପାଠ ଦାଖଲ କରିଛନ୍ତି। ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ୪ଫୁଟ ମୂର୍ତ୍ତି ଉଚ୍ଚତାକୁ ବିରୋଧ କରି ୫ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ବାଲୁବଜାର,…

ମା’ ବିରଜାଙ୍କ ରଥଯାତ୍ରାକୁ ହାଇକୋର୍ଟଙ୍କ…

ଭୁବନେଶ୍ୱର: ହାଇକୋର୍ଟରେ ମା’ ବିରଜାଙ୍କ ସିଂହ ଧ୍ୱଜ ରଥଯାତ୍ରା ନେଇ ମାମଲା ପ୍ରସଙ୍ଗରେ ମିଳିଛି ସବୁଜ ସଙ୍କେତ। ରଥଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ।ଆସନ୍ତା ନଭେମ୍ବର ମାସ ୧୭ରୁ ୨୪ ତାରିଖ ଯାଏଁ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସମସ୍ତ କୋଭିଡ ନିୟମ ମାନି ରଥଯାତ୍ରା କରାଇବା…

ସରକାରଙ୍କ ଅଧୀନରେ ବଗଲା ଜମି

ଭୁବନେଶ୍ବର: ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗ ଆଜି ଆଉ ପାଦେ ଆଗକୁ ଆଗେଇଛି। ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ବଗଲା ଜମି ସରକାରଙ୍କ ଅଧୀନରେ ଥିବା ଜଣାଇଲେ ସରକାର। ଜମି ସରକାରଙ୍କ ଅଧୀନରେ ଅଛି। ତାକୁ ନବୀକରଣ କରାଯାଇଛି। ଦାଖଲ…

ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କୁ ୫…

କଟକ: ପ୍ରଥମେ ଗର୍ଭବତୀ ହେବା, ପରବର୍ତ୍ତୀ ସମୟରେ ଗର୍ଭପାତ ନହୋଇ ପାରିବା କାରଣରୁ ମାଆ ହେବାକୁ ଯାଉଥିବା ଜଣେ ଦିବ୍ୟାଙ୍ଗ ତଥା ମାନସିକ ଅନଗ୍ରସର ଯୁବତୀଙ୍କୁ ନ୍ୟାୟ ଦେଇଛନ୍ତି ହାଇକୋର୍ଟ। ପ୍ରଥମେ ତାଙ୍କ ଭରଣପୋଷଣ ଲାଗି୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ରାଜ୍ୟ ସରକାର। ପରେ ଯୁବତୀଙ୍କ ଗର୍ଭରୁ ଯଦି…

ଗୋମାଂସ ବିବାଦ: ହାଇକୋର୍ଟରୁ…

ପଞ୍ଜାବ: ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଛନ୍ତି। ଗୋମାଂସ ଭକ୍ଷଣ ମାମଳାରେ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍‌ ସହ ଏହି ମାମଲା ଜଡ଼ିତ। ଧାର୍ମିକ ଭାବାବେଗକୁ ଆଘାତ କରିଥିବା ଅଭିଯୋଗ କରି ଲୁଧିଆନାର ନବନୀତ…

୨୨କୁ ଘୁଞ୍ଚିଲା ଘରୋଇ ସ୍କୁଲ ଫି ମାମଲା

କଟକ: ହାଇକୋର୍ଟରେ ଆଜି ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାର ଶୁଣାଣି ଧାର୍ଯ୍ୟ କରାଯାଇଥିଲା। ତେବେ ହାଇକୋର୍ଟରେ ଘରୋଇ ସ୍କୁଲ ଫି ବୃଦ୍ଧି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି। ଏନେଇ ଆପୋସ ଆଲୋଚନା କରି ଫି’ ନିର୍ଦ୍ଧାରଣ କରିବାକୁ କହିଥିଲେ ହାଇକୋର୍ଟ।…