Odisha Link
Bridging the Missing Links in Odisha
Browsing Tag

Hockey

ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ,…

ଓଏଲ୍‌ ବ୍ୟୁରୋ: ଏସିଆନ୍‌ ଗେମ୍ସ ୨୦୨୩ର ୭ମ ଦିନରେ ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ। ଗ୍ରୁପ୍‌ ଷ୍ଟେଜର ପୁଲ ଏ ମ୍ୟାଚରେ ପାକିସ୍ତାନକୁ ୧୦-୨ ହରାଇଛି ଭାରତୀୟ ହକି ଦଳ। ଭାରତ ହରମନପ୍ରୀତ ସିଂହ ସର୍ବାଧିକ ୪ଟି ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ବିପକ୍ଷରେ ଗୋଲ ଅନ୍ତର ହିସାବରେ ଭାରତର ଏହା ବୃହତ…

୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଦଳର…

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ପୁରୁଷ ଓ ମହିଳା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ନବୀନ କରିଛନି ବଡ଼ ଘୋଷଣା। ଆଉ ୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା। ଖେଳାଳିଙ୍କୁ…

ବ୍ରୋଞ୍ଜ ଜିତିଲା ଭାରତ, ଓଡ଼ିଆ ପୁଅ…

ଭୁବନେଶ୍ବର: ଦୀର୍ଘ ୪୧ ବର୍ଷ ପରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ। ୧୯୮୦ ମସହା ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ଦଳ। ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳକୁ ଏବେ ଛୁଟୁଛି ଶୁଭେଚ୍ଛାରୁ ସୁଅ। ସମସ୍ତେ ଟିମ୍‌ର ସଦସ୍ୟମାନଙ୍କ ଦକ୍ଷତାକୁ ପ୍ରଶଂସା…

ପୁଣି ଥରେ FIH ଅଧ୍ୟକ୍ଷ ହେଲେ ଧୃବ…

ବ୍ୟୁରୋ: ଅନ୍ତର୍ଜାତୀୟ ହକି ସଂଘର (FIH) ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ଡ. ନରିନ୍ଦର ଧୃବ ବାତ୍ରା। ପୂର୍ବରୁ ସେ ସଂଘର ସଭାପତି ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଥିବା ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ତାଙ୍କୁ ଏହି ପଦ ପାଇଁ ନିର୍ବାଚିତ କରାଯାଇଛି।…

୨୦୨୧ ଜୁନିୟର ହକି ବିଶ୍ୱକପ୍‌ ଭାରତରେ…

ଲୌସାନେ: ୨୦୨୧ ମସିହାରେ ଭାରତରେ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍। ଏନେଇ ଆଜି ଘୋଷଣା କରିଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)। ଭାରତ ଦ୍ୱିତୀୟଥର ଲାଗି ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ଅଧିକାର ପାଇଛି। ଏହା ପୂର୍ବରୁ ୨୦୧୬ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜୁନିୟର…

କଳିଙ୍ଗ ଷ୍ଟାଡିୟମ୍‌ରେ ଭାରତ ଖେଳିବ…

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ଏଫଆଇଏଚ୍‌ ହକି ପ୍ରୋ-ଲିଗ୍‌ ଜାନୁଆରୀ ୧୧ରୁ ଜୁନ୍‌ ୨୮ ପର୍ଯ୍ୟନ୍ତ ଖେଳାଯିବ। ଏହି ପ୍ରିତଯୋଗିତାରେ ମୋଟ ୧୪୪ ମ୍ୟାଚ୍‌ ୧୧ଗୋଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ ତାଳିକାରେ ରହିଛି ଭାରତର ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସମେତ ଆର୍ଜଣ୍ଟିନା, ବେଲଜିୟମ୍,…

ନାଭାଲ ଟାଟା ହକି ଏକାଡେମି ଉଦ୍‌ଘାଟିତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସର ତଳ ମହଲାରେ ପ୍ରତୀକ୍ଷିତ ନାଭାଲ ଟାଟା ହକି ଏକାଡେମି (ଏନ୍‌ଟିଏଚ୍‌ଏ) ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନରେ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି ଦେଶ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକାଡେମି ଆଗାମୀ…