Odisha Link
Bridging the Missing Links in Odisha
Browsing Tag

ICC World Test Championship

WTC ଫାଇନାଲ: ମହାମୁକାବିଲା ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ରାତିପାହିଲେ ଦ୍ବିତୀୟ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଏହି ମହାମୁକାବିଲା ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ପ୍ରସ୍ତୁତ ରହିଛନ୍ତି। ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ମହାମୁକାବିଲା। ବିଶ୍ବ ଟେଷ୍ଟ…

ଭାରତ ବିପକ୍ଷ ମହାମୁକାବିଲା ପାଇଁ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ମାସରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତ ଆରମ୍ଭ କରିସାରିଲାଣି କ୍ରିକେଟ ଅଷ୍ଟ୍ରେଲିଆ। ଭାରତ ବିପକ୍ଷ ମହାମୁକାବିଲା ଓ ଇଂଲଣ୍ଡ ବିପକ୍ଷ ଆସେସ୍‌ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ।…

୨ୟ ଥର ପାଇଁ ବିଶ୍ବ ଟେଷ୍ଟ…

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚ ଶେଷ ନହେଉଣୁ ଭାରତୀୟ କ୍ରିକେଟ ଦଳ ପାଇଁ ଭଲ ଖବର। ୨ୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଳରେ ପ୍ରବେଶ କରିଛି ଭାରତ। ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଶେଷ ବଲରେ ଶ୍ରୀଲଙ୍କାକୁ ହରାଇ…

ଇନ୍ଦୋର ବିଜୟ ସହ ବିଶ୍ବ ଟେଷ୍ଟ…

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ଦମଦାର ବିଜୟ। ଭାରତକୁ ତୃତୀୟ ଟେଷ୍ଟରେ ୯ ଓ୍ବିକେଟରେ ମାତ୍‌ ଦେଇ ସିରିଜକୁ କମ୍‌ବ୍ୟାକ୍‌ କରିଛି ଅଷ୍ଟ୍ରେଲିଆ। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଜିତିଛି। ୭୬ ରନର…

ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ…

ନୂଆଦିଲ୍ଲୀ: ଭାରତ ବାଂଲାଦେଶ ବିପକ୍ଷ ୨ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଜି ମାରିନେଇଛି। ଇନ୍ଦୋର ଟେଷ୍ଟରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି ଭାରତ। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତର ଏହା ଦଶମ ଇନିଂସ୍ ବିଜୟ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଆଧାରରେ ଖେଳାଯାଉଥିବା ଏହି…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଶୀର୍ଷରେ…

କିଙ୍ଗଷ୍ଟନ୍: ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ଟେଷ୍ଟ ସିରିଜ୍‌ ଜିତିନେଇଛି ଭାରତ। ଫଳରେ ଟେଷ୍ଟ ଚମ୍ପିଆନସିପର ଶୀର୍ଷ ସ୍ଥାନ ଅକ୍ତିଆର କରିଛି ଟିମ୍‌ ଇଣ୍ଡିଆ। ଭାରତର ଏବେ ମୋଟ ୧୨୦ (୬୦+୬୦) ପଏଣ୍ଟ ହୋଇଛି। ଏଥିସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ କ୍ୟାରିବିୟାନ୍ ଟିମକୁ ମୂଳପୋଛ୍ କରିଛି। ଦୁଇ ମ୍ୟାଚ୍…

ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିସହିତ ଟିମ୍‌ ଇଣ୍ଡିଆ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ଆରମ୍ଭ କରିବ। ଟେଷ୍ଟ କ୍ରିକେଟର ନୂଆ ନିୟମ ଅନୁସାରେ ଟିମ୍‌ ଇଣ୍ଡିଆ ଆଜି ନୂଆ ଜର୍ସିରେ ପଡ଼ିଆକୁ ଓହ୍ଲାଇବ। ଟିମ୍‌ ଇଣ୍ଡିଆ ଖେଳାଳିମାନେ ଆଜି ପ୍ରଥମ…

ଦ୍ୱନ୍ଦ୍ୱରେ କୋହଲି: କିଏ ହେବ ଇନ୍‌ କିଏ…

ଆଣ୍ଟିଗୁଆ: ଆସନ୍ତାକାଲି(ଗୁରୁବାର) ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏଥିସହିତ ଟିମ୍‌ ଇଣ୍ଡିଆ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ମଧ୍ୟ ଆରମ୍ଭ କରିବ। ବିଶ୍ୱ ଟେଷ୍ଟ ଚାମ୍ପିନଶିପର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ କେଉଁ ଖେଳାଳି ନେଇ ଖେଳିବ ସେ ନେଇ ଏବେ…

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ…

ନୂଆଦିଲ୍ଲୀ: ଓ୍ବେଷ୍ଟଇଣ୍ଡିଜକୁ ଉଭୟ ଟି-୨୦ ଏବଂ ଦିନିକିଆ ସିରିଜରେ ମାତ୍‌ ଦେବା ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଟେଷ୍ଟ ସିରିଜ ଉପରେ। ଏଥି ସହିତ ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଣ୍ଡିଜ ବିପକ୍ଷରେ ତାର ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଅଭିଯାନ ଆରମ୍ଭ କରିବ। ଟିମ୍‌ ଇଣ୍ଡିଆ ବିଜୟ ଅଭିଯାନରୁ ଆରମ୍ଭ କରିବା ପାଇଁ…

ଆଜିଠୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌…

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍। ଦିନିକିଆ ଓ ଟି-୨୦ ବିଶ୍ବକପ୍‌ ପରେ ପ୍ରଥମଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଆରମ୍ଭ ହେଉଛି। ବିଶ୍ବ ଟେଷ୍ଟ ଚାମ୍ପିଆନଶିପ୍‌ ୨୦୧୯ ଅଗଷ୍ଟ ୧ ତାରିଖରୁ ୨୦୨୧ ଏପ୍ରିଲ ୩୦ ପର୍ଯ୍ୟନ୍ତ ଖେଳାଯିବ। ଟେଷ୍ଟ କ୍ରିକେଟର ଟପ୍‌ ୯ଟି…