ବିନା ଶତକରେ କୋହଲିଙ୍କ ଅର୍ଦ୍ଧଶତକ
ଲିଡ୍ସ: ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୩ୟ ମ୍ୟାଚ୍। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ହେଲେ ବିରାଟଙ୍କ ପାଇଁ ତାହା ବୁମେରାଂ ସାବ୍ୟସ୍ତ ହୋଇଛି। ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ କରି…