Odisha Link
Bridging the Missing Links in Odisha

୪ର୍ଥ ଟେଷ୍ଟ: ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ କରିବ ଭାରତ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ନରେନ୍ଦ୍ର ମୋାଦୀ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ପ୍ରଥମେ ବୋଲିଂ କରିବ ବିରାଟ ବାହିନୀ।

ଟିମ୍‌ ଇଣ୍ଡିଆ ଗୋଟିଏ ଅଦଳବଦଳ କରି ମଇଦାନକୁ ଓହ୍ଲାଇଥିବା ବେଳେ ରୁଟ୍‌ ବାହିନୀ ୨ ଅଦଳବଦଳ କରି ମଇଦାନକୁ ଓହ୍ଲାଇଛି। ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜ ଟିମରେ ସ୍ଥାନ ପାଇଥିବା ବେଳେ ଇଂଲଣ୍ଡ ଦଳରେ ଦୁଇ ସ୍ପିନରଙ୍କୁ ଦଳରେ ସ୍ଥାନ ମିଳିଛି।

Comments are closed.