Odisha Link
Bridging the Missing Links in Odisha
Browsing Tag

Indian Railway

ସମସ୍ତ ରେଳ ଇଂଜିନରେ ଲାଗିବ…

ଓଏଲ୍‌ ବ୍ୟୁରୋ: ଗତବର୍ଷ ଜୁନ୍‌ ୨ ତାରିଖରେ ବାଲେଶ୍ବରର ବାହନଗା ଷ୍ଟେସନ ନିକଟରେ ହୋଇଥିଲା ଭୟାବହ ରେଳ ଦୁର୍ଘଟଣା। ଯାହାରିଫଳରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏହି ଭୟାବହ ଦୁର୍ଘଟଣା ପରେ ରେଳ ସୁରକ୍ଷାକୁ ମଜଭୁତ କରିବା ପାଇଁ ଭାରତୀୟ ରେଳ ଦ୍ବାରା ଏକାଧିକ ପଦକ୍ଷେପ ନିଆଯାଇଛି। ଏସବୁ ମଧ୍ୟରେ…

ପୂର୍ବ ରେଳବାଇ ସହ ଦେଶର ସର୍ବ ବୃହତ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଟ୍ରେନଗୁଡ଼ିକରେ ବିଜ୍ଞାପନ ଏବଂ କନସର୍ଜି ସେବା ଯୋଗାଇବା ପାଇଁ ଦେଶର ଅଗ୍ରଣୀ ଆଇଟି ସମାଧାନ, ଡିଜିଟାଲ ମିଡିଆ ଏବଂ ଆଇଟି ସକ୍ଷମ ସେବା କମ୍ପାନୀ ‘କ୍ରେସାଣ୍ଡା ସଲ୍ୟୁସନ୍ସ୍’ ଲିମିଟେଡ୍ ପୂର୍ବ ରେଳବାଇ, ରେଳ ମନ୍ତ୍ରଣାଳୟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏନେଇ କମ୍ପାନୀ…

ସିବିଆଇ ଜାଲରେ ରେଳ ଅଧିକାରୀ, ଠାବ ହେଲା…

ଓଏଲ୍‌ ବ୍ୟୁରୋ : ସିବିଆଇ ପଞ୍ଝାରେ ଅବସରପ୍ରାପ୍ତ ରେଳ କର୍ମଚାରୀ। ଅବସରପ୍ରାପ୍ତ ରେଳ ଅଧିକାରୀ ହେଲେ ପ୍ରମୋଦ ଜେନା। ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ରେଳ ଅଧିକାରୀଙ୍କ ଘରେ ରେଡ଼ ମାରିଛି ସିବିଆଇ। ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଚଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ନଗଦ ୧କୋଟି…

ବଜେଟ ୨୦୨୧-୨୨ : ରେଳବାଇ ପାଇଁ ୧, ୧୦,…

ନୂଆଦିଲ୍ଲୀ: ଆଜି ସଂସଦରେ ଚାଲିଛି ବଜେଟ ଉପସ୍ଥାପନ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି। ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ। ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ ରହିଛି। ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ…

ବିନା ଷ୍ଟପେଜରେ ୨୪୦ କି.ମି ଚାଲିଲା…

ଭୋପାଳ: ଅପହୃତ ପିଲାକୁ ବଞ୍ଚାଇବା ପାଇଁ ଭାରତୀୟ ରେଲଓ୍ବେ ପକ୍ଷରୁ ହୋଇଛି ଅଭିନବ ପ୍ରୟାସ। ଭାରତ ରେଲଓ୍ବେ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଟ୍ରେନ୍‌ ଲଗାତାର ୨୪୦ କିଲୋମିଟର ବିନା କୌଣସି ଷ୍ଟେସନରେ ନରହି ଚାଲିଥିଲା। ଶେଷରେ ଏକ ଅପହୃତ ଶିଶୁକୁ ସୁରକ୍ଷତି ଭାବରେ ଉଦ୍ଧାର କରିଛି ରେଲଓ୍ବ ପୋଲିସ୍। ଏକଥା…

ଆଉ ୧୦୦ଟି ଟ୍ରେନ୍‌ ଚଲାଇବ ଭାରତୀୟ ରେଳ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍‌ଲକ୍-୪ କଟକଣା। ସରକାର କରୋନା କାଳ ମଧ୍ୟରେ ଜୀବନ ସହ ଜୀବିକାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଫଳରେ ଆସ୍ତେ ଆସ୍ତେ କରୋନା କଟକଣା କହୋଳ ହେଉଛି। ଏସବୁ ମଧ୍ୟରୁ ଦେଶରେ ଆଉ ୧୦୦ ଟି ଅଧିକ ଟ୍ରେନ୍‌ ଚଳାଚଳ କରିବା ନେଇ ପ୍ରସ୍ତୁତି ‌କରୁଛି ଭାରତୀୟ ରେଳ…

କରୋନା ଭାଇରସ୍‌ ପାଇଁ ଭାରତୀୟ ରେଳର…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୪୯ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ ଏପର୍ଯ୍ୟନ୍ତ ୮୭୩ ଜଣ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷେ ଏହି ମହାମାରୀ କରୋନା ଭାଇରସର ମୁକାବିଲା…

କରୋନା: ୧୬୮ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: କରୋନା ପାଇଁ ୧୬୮ ଟ୍ରେନ୍‌ ବାତିଲ୍‌ କରିଛି ଭାରତୀୟ ରେଳବାଇ। ମାର୍ଚ୍ଚ ୨୦ରୁ ୩୧ ମଧ୍ୟରେ ଚାଲିବାକୁ ଥିବା ୧୬୮ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ବହୁ ସଂଖ୍ୟାରେ ଯାତ୍ରୀମାନେ ଯାତ୍ରା ବାତିଲ୍‌ କରିଥିବାରୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। କରୋନା ଯୋଗୁଁ ଗୋଟିଏ ସପ୍ତାହରେ ଭାରତୀୟ…

କରୋନା ଆତଙ୍କ: ୩୧୧ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: ଟ୍ରେନ୍‌ ସେବା ଉପରେ କରୋନ ପ୍ରଭାବ। କରୋନା ପ୍ରଭାବରେ ବାତିଲ୍‌ ହୋଇଛି ୩୧୧ ଟ୍ରେନ୍‌। ଭାରତୀୟ ରେଳବାଇ ପକ୍ଷରୁ ୩୧୧ଟି ଟ୍ରେନ୍ ବାତିଲ୍ କରାଯାଇଛି। ଯେଉଁଥିରେ ଏକ୍ସପ୍ରେସ୍, ପାସେଞ୍ଜର ଏବଂ ସ୍ପେଶାଲ ଟ୍ରେନ୍ ସାମିଲ ରହିଛି। ଭାରତୀୟ ରେଳବାଇ ପକ୍ଷରୁ ମାର୍ଚ୍ଚ ୧୫ ତାରିଖର ଅଧିକାଂଶ ଟ୍ରେନ୍…

ଆଜି ୪୨୬ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କୁ ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି। ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି। ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଭାରତୀୟ…